ରାଇରଙ୍ଗପୁରରେ ସାଇବର ସୁରକ୍ଷା ସଚେତନତା ରଥ ଓ ସଚେତନତା ଶିବିର
ରାଇରଙ୍ଗପୁର : ସାଂପ୍ରତିକ ପରିସ୍ଥିତିରେ ଅନଲାଇନ ଠକେଇ ସମାଜରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।ଡିଜିଟାଲ ଯେତେ ସହଜରେ ଆଗେଇ ଚାଲିଛି ସାଇବର ଠକ୍ ତା'କୁ ତାଳ ଦେଇ ସେତିକି ଚ୍ୟାଲେଞ୍ଜ କରୁଛି । ଡିଜିଟାଲ ଡାଳେ ଡାଳେ ଗଲାବେଳେ ଅନ ଲାଇନ ଠକ୍ ପତରେ ମାଡ଼ି ଚାଲିଛି । ବର୍ତମାନ ଡିଜିଟାଲ ଯୁଗରେ…
Read More...
Read More...