Browsing Tag

odisha govt

ଭଲ ଅଫିସର ନିଜ ବିଭାଗକୁ ନେବା ପାଇଁ ମନ୍ତ୍ରୀ ମାନେ ବି ସମୀକ୍ଷା କରନ୍ତି

ଭୁବନେଶ୍ୱର:- ନିବନ୍ଧନ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଓ କର୍ମଶାଳାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଅଫିସରଙ୍କୁ ପରାମର୍ଶ ଦାୟୀ କହିଛନ୍ତି ଭଲ ଅଫିସର ହୁଅ ମନ୍ତ୍ରୀ ଖୋଜିବେ । ଭଲ ବିଭାଗ ପାଇଁ ନେତା ମନ୍ତ୍ରୀଙ୍କ ପାଖରେ ତେଲ ମାରିବାକୁ ପଡିବ ନାହିଁ । ବଡ଼ ଅଫିସର…
Read More...

ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଲାଗିବ ମହିଳା ସହାୟତା ନମ୍ବର

ଭୁବନେଶ୍ୱର-: ଉଚ୍ଚଶିକ୍ଷା ବିଭାଗପକ୍ଷରୁ ଦିଆଯାଇଛି କଡ଼ା ନିର୍ଦ୍ଦେଶ। ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ମହିଳା ସହାୟତା ନମ୍ବର ୧୮୧ ଲଗାଇବା ସହିତ POSH Act, ୨୦୧୩ ସମ୍ବନ୍ଧରେ ସଚେତନତା କର୍ମଶାଳାର ଆୟୋଜନ ପାଇଁ ଚିଠି ଜାରି କଲା ଉଚ୍ଚଶିକ୍ଷା ବିଭାଗ। ସୂଚନା ମୁତାବକ,…
Read More...

କଳିଙ୍ଗ ଷ୍ଟୁଡିଓକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡିଓ ଭାବେ ବିକଶିତ କରାଯିବ

ଭୁବନେଶ୍ଵର-: ବିକଶିତ ହେବ କଳିଙ୍ଗ ଷ୍ଟୁଡିଓ । ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଜି କଳିଙ୍ଗ ଷ୍ଟୁଡିଓ ପରିଦର୍ଶନ କରିଛନ୍ତି । କଳିଙ୍ଗ ଷ୍ଟୁଡିଓକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡିଓ ଭାବେ ବିକଶିତ କରାଯିବ। ଏଥିପାଇଁ ଏକ ଡିପିଆର୍‍ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ…
Read More...

ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଭୁବନେଶ୍ୱରରେ ସୁଲଭ ଘର ଯୋଗାଇବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର-: ରାଜଧାନୀରେ ଆଉ ଗଢିବନି ବସ୍ତି । କାହିଁକି ନା ସରକାର ସୁଲଭ ମୂଲ୍ୟରେ ଘର କରି ସାଧାରଣ ଲୋକଙ୍କୁ ପ୍ରଦାନ କରିବେ । ଓଡ଼ିଶା ରାଜ୍ୟ ସରକାର ସାଧାରଣ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଭୁବନେଶ୍ୱରରେ ସୁଲଭ ଘର ଯୋଗାଇବାକୁ ଯୋଜନା କରିଛନ୍ତି, ଯେଉଁଠାରେ ୧୫ ଲକ୍ଷରୁ ୫୦ ଲକ୍ଷ…
Read More...

ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି

ଭୁବନେଶ୍ୱର-: ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ବରିଷ୍ଠ ଓଏଏସ ଅଧିକାରୀ ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ସୂଚନା ଏବଂ ଲୋକସମ୍ପର୍କ (ଆଇ ଆଣ୍ଡ ପିଆର) ବିଭାଗର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ପିଏମ୍‌ ପୋଷଣ ଓ ଏମ୍ଏମ୍‌ ପୋଷଣର ରାଜ୍ୟ ନୋଡାଲ୍…
Read More...

ଓରେରା ନୂତନ ଅଧ୍ୟକ୍ଷ ହେଲେ ଅସିତ ମହାପାତ୍ର

ଭୁବନେଶ୍ୱର-: ଓରେରା ନୂତନ ଅଧ୍ୟକ୍ଷ ହେଲେ ଅସିତ ମହାପାତ୍ର । ଏହା ସହିତ, ରାଜେନ୍ଦ୍ର ମିଶ୍ର ଏବଂ ଶ୍ୟାମସୁନ୍ଦର ଦାସଙ୍କୁ ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ ପ୍ରାଧିକରଣର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି ।  ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।…
Read More...

କାର୍ଯ୍ୟାନ୍ୱୟନ କ୍ଷେତ୍ରଗୁଡ଼ିକ ଉପରେ ପ୍ରତକ୍ଷ ତାଲିମ ଦେବା ଏହି କାର୍ମଶାଳାର ଲକ୍ଷ

ଭୂବନେଶ୍ବର-: ମହିଳା ଏବଂ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଲକ୍ଷ ନେଇ ଏକ ଦୁଇ ଦିନିଆ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ କର୍ମଶାଳା ୭ ଓ ୮ ମଇରେ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ, ଲକ୍ଷ୍ମୀସାଗର, ଭୂବନେଶ୍ବର ଠାରେ ଆୟୋଜନ…
Read More...

ଆସନ୍ତା ଜୁନ୍ ୩୦ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ପ୍ରଶାସନିକ ସୀମା ପୁନର୍ଗଠନ କାର୍ଯ୍ୟ ସମାପ୍ତ ହେବ

ଭୁବନେଶ୍ୱର-: ରାଜ୍ୟରେ ପ୍ରଶାସନିକ ସୀମା ପୁନର୍ଗଠନ ନେଇ ଜାରି ହେଲା ଶେଷ ସମୟସୀମା । ଆସନ୍ତା ଜୁନ୍ ୩୦ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ପ୍ରଶାସନିକ ସୀମା ପୁନର୍ଗଠନ କାର୍ଯ୍ୟ ସମାପ୍ତ ହେବ । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଓଡ଼ିଶା ସରକାର ଦେଶରେ ଆଗାମୀ…
Read More...

ରାଜ୍ୟରେ ନୂଆ ଏନଏସି ଗଠନ ପାଇଁ ତ୍ୱରିତ ହୋଇଛି ପ୍ରକ୍ରିୟା

ଭୁବନେଶ୍ୱର-: ରାଜ୍ୟରେ ନୂଆ ଏନଏସି ଗଠନ ପାଇଁ ତ୍ୱରିତ ହୋଇଛି ପ୍ରକ୍ରିୟା । ୨୦ଟି ନୂଆ ଏନଏସି ପାଇଁ ଜିଲ୍ଲାରୁ ଆସିଲା ରିପୋର୍ଟ । ତର୍ଜମା ପାଇଁ ପଞ୍ଚାୟତିରାଜ ବିଭାଗକୁ ପଠାଇଲା ନଗର ଉନ୍ନୟନ ବିଭାଗ । ବିଭାଗର ତର୍ଜମା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ଗଠନ ହେବ ଏନଏସି । ଏନେଇ ସୂଚନା…
Read More...

ସୂଚନା ଅଧିକାର ଆକ୍ଟ ୨୦୨୫ର ସେକ୍ସନ ଅଧିନରେ ମନୋଜ କୁମାରଙ୍କୁ ଏହି ନିଯୁକ୍ତି ଦିଆଯାଇଛି

ଭୁବନେଶ୍ୱର-: ରାଜ୍ୟ ସରକାରଙ୍କ ନୂଆ ସୂଚନା କମିଶନରଙ୍କ ନିଯୁକ୍ତି । ଆଇଏଏସ ମନୋଜ କୁମାର ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର । ଅବସରପ୍ରାପ୍ତ ଆଇଏଏସ ଅଫିସର ମନୋଜ ପରିଡାଙ୍କୁ ମିଳିଛି ନୂଆ ଦାୟିତ୍ଵ । ୧୯୮୬ ମସିହାର ଆଇଏଏସ୍ ଅଫିସର ହେଉଛନ୍ତି ମନୋଜ କୁମାର । ପୂର୍ବରୁ ବିଭିନ୍ନ…
Read More...