Browsing Tag

odisha govt

ଫନିକୁ ପୁରିଲା ୩ ବର୍ଷ: କେବେ ମିଳିବ ଦୃଷ୍ଟିହୀନ ଭାଗ୍ୟଧରଙ୍କୁ ପକ୍କାଘର ?

(ଗୋପ/ଜୟନ୍ତ କୁମାର ସେଠୀ): ଗରିବ ଅସହାୟ ମାନଙ୍କ ପାଇଁ ସରକାରଙ୍କର କେତେ କଣ ଯୋଜନା । ପ୍ରଧାନମନ୍ତ୍ରୀ ଅ।ବାସ ଯୋଜନା ,ବିଜୁ ପକ୍କା ଘର, ମୋ କୁଡିଅ। ଅ।ଦି ଯୋଜନାରେ ସରକାର ଗରିବ ଗୁରୁବା ମାନଙ୍କୁ ଯୋଗାଇ ଦେଉଛନ୍ତି ପକ୍କା ଘର। କିନ୍ତୁ ପୁରୀ ଜିଲ୍ଲା ଗୋପ ବ୍ଲକ ବଣିଅ। ସାହି ୨…
Read More...

ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କଲା ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ

ଭୁବନେଶ୍ୱର: ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୧୮-୧୯ ବର୍ଷ ପାଇଁ ୧,୪୦,୨୭,୧୦୩ ଟଙ୍କା ଲାଭାଂଶ ବାବଦରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡିଶା କ୍ଷଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ  ଚିନ୍ମୟ ସାହୁ ଏହି ପରିମାଣର…
Read More...

ଏଥର ମାତ୍ର ୧୧ ଦିନ ଖରାଛୁଟି: ଜୁନ ୬ରୁ ଜୁନ୍ ୧୬ ପିଲାଙ୍କୁ ମିଳିବ ଛୁଟି

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ରୌଦ୍ର ତାପ । ଯାହାକୁ ନଜରରେ ରଖି ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଗଣଶିକ୍ଷା ବିଭାଗ । ରାଜ୍ୟର ସ୍କୁଲ ଗୁଡ଼ିକ ପାଇଁ ଖରା ଛୁଟି ଘୋଷଣା କରିଛନ୍ତି ସରକାର। ତେବେ ଚଳିତ ବର୍ଷ କିନ୍ତୁ ଖରାଛୁଟି ଅବଧିକୁ କମାଇ ଦେଇଛନ୍ତି ରାଜ୍ୟ…
Read More...

ଘୁଞ୍ଚିଛି ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ସମ୍ପତି ତାଲିକା ଦାଖଲର ସମୟ ସୀମା

ଭୁବନେଶ୍ୱର : ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସମ୍ପତି ତାଲିକା ଦାଖଲ ବାଧ୍ୟତାମୂଳକ କରିଛନ୍ତି  । କିନ୍ତୁ କିଛି ବିଭାଗୀୟ ଅଧିକାରୀ ମାନେ ନିଜର ସମ୍ପତି ତାଲିକା ଦାଖଲ କରିବାରେ ଅବହେଳା କରୁଥିବା ଜଣାପଡିଛି  । ଯେଉଁଥି ପାଇଁ ୨୦୨୧ ପାଇଁ ସମ୍ପତି ତାଲିକା ଦାଖଲର…
Read More...

ସରକାରୀ ଚାକିରିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମିଳିବ ସପ୍ତମ ବେତନ କମିଶନର ଶେଷ ବକେୟା ଅର୍ଥ

ଭୁବନେଶ୍ବର: ସରକାରୀ ଚାକିରିଆଙ୍କ ପାଇଁ ମୁଖ୍ୟମନ୍ତୀଙ୍କ ବଡ଼ ଘୋଷଣା । ସପ୍ତମ ବେତନ କମିଶନ ବାବଦ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏ ସଂକ୍ରାନ୍ତରେ ସରକାରୀ ଘୋଷଣା ପ୍ରକାଶ…
Read More...