୨.୪୩ ଲକ୍ଷ କୋଟି ଟଙ୍କାର ନିବେଶ ଓ ୮ ଲକ୍ଷ ନିଯୁକ୍ତି ସୁଯୋଗ – ଶିଳ୍ପ ମନ୍ତ୍ରୀ
ଆରବ ଏମିରେଟ୍ସ (UAE) ରେ ତିନି ଦିନିଆ ନିବେଶକ ସମ୍ପର୍କ କାର୍ଯ୍ୟକ୍ରମ ପରେ ଓଡ଼ିଶାର ଅର୍ଥନୈତିକ ଅଗ୍ରଗତିକୁ ଏକ ବଡ଼ ଧରଣର ଗତି ମିଳିଛି। ଏଥିରେ ୨,୪୩,୦୬୨ କୋଟି ଟଙ୍କାର ବିପୁଳ ନିବେଶ ପ୍ରସ୍ତାବ ମିଳିଥିବା ବେଳେ ପ୍ରାୟ ୮ ଲକ୍ଷ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବାର ଆଶା…
Read More...
Read More...