Browsing Tag

New Delhi

ନିଜକୁ ଫିଟ ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟର ଶେୟସ ଆୟର

କମବ୍ୟକ କରିବେ ଶ୍ରେୟସ ଆୟର । ନିଜକୁ ଫିଟ ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟର ଶେୟସ ଆୟର । ଏହା ସହ ରଣଜୀ ଟ୍ରଫି ୨୦୨୪ରେ ମୁମ୍ବାଇର ଆଗାମୀ ସେମି ଫାଇନାଲ୍ ମଧ୍ୟ ଖେଳିବେ । ମୁମ୍ବାଇ ବାନ୍ଦ୍ରାର ବିକେସି ପଡିଆରେ ଖେଳା ଯାଇଥିବା କ୍ଵାର୍ଟର ଫାଇନାଲ୍ରେ ବରୋଦା ବିପକ୍ଷରେ…
Read More...

ସନ୍ଥନଙ୍କ ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ଚେନ୍ନାଇ: ରାଜୀବ ଗାନ୍ଧି ହତ୍ୟା ମାମଲାର ଅନ୍ୟତମ ଦୋଷୀ ସନ୍ଥନଙ୍କ ପରଲୋକ ।  ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧି ସରକାରୀ  ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବର୍ଷ ହୋଇଥିବା କୁହାଯାଉଛି । ତେବେ ତାଙ୍କର ଲିଭର ଫେଲ ହୋଇଥିବା ଯୋଗୁ ତାଙ୍କର ମୃତ୍ୟୁ…
Read More...

କଚ୍ଛ ବନ୍ଦର ନିକଟରୁ ଜବତ ହୋଇଛି ୩୩୦୦ କେଜି ଡ୍ରଗ୍ସ

ଗୁଜରାଟରେ ନୌସେନା, ଏନସିବି ଓ ଗୁଜରାଟ ଏଟିଏସର ବଡ଼ ସଫଳତା। କଚ୍ଛ ବନ୍ଦର ନିକଟରୁ ପର୍ଦ୍ଦାଫାଶ ହୋଇଛି ଡ୍ରଗ୍ସ କାରବାର । ଭାରତୀୟ ନୌସେନା ସମୁଦ୍ର ଭିତରେ ୩୩୦୦ କେଜିର ଡ୍ରଗ୍ସ ଜବତ କରିଛି । ଏହି ସହ ଏହି ମାମଲାରେ ୫ଜଣ ଅନ୍ତର୍ଜାତୀୟ ଡ୍ରଗ୍ସ ମାଫିଅରଙ୍କୁ ଗିରଫ କରିଛି ଲନସିବି । ତେବେ ଜବତ…
Read More...

କେଜ୍ରିୱାଲଙ୍କୁ ଅଷ୍ଟମ ଥର ସମନ ପଠାଇଲା ଇଡି

ଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ପୁଣି ଅଷ୍ଟମ ସମନ ପଠାଇଲା ଇଡି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଥରେ ନୋଟିସ ଜାରି କରିଛି । ଦିଲ୍ଲୀର ମଦ ଦୁର୍ନୀତି ମାମଲାର ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନ…
Read More...

ସଫଳ ହୋଇଛି ଶାମିଙ୍କ ସର୍ଜରୀ , ମେଡିକାଲରୁ ସେୟାର କଲେ ଫଟେରା

ସଫଳ ହୋଇଛି ଭାରତୀୟ କ୍ରିକେଟ ଟିମର ସୁପରଷ୍ଟାର ବୋଲର ମହମ୍ମଦ ଶାମିଙ୍କ ସର୍ଜରୀ । ତେବେ ଦିନିକିଆ ବିଶ୍ୱକପ ପରେ ଆହତ ହୋଇଥିବା ଶାମି ଟିମରୁ ବାଦ ପଡିଛନ୍ତି । ବିଶ୍ୱ କପରେ ତାଙ୍କ ଗୋଇଠିରେ ଆଘାତ ଲାଗିଥିଲା । ଏବେ ତାଙ୍କ ଗୋଇଠି ସର୍ଜରୀ ସଫଳ ହୋଇଥିବା କୁହାଯାଉଛି । ସର୍ଜରୀ ପରେ ତାଙ୍କର…
Read More...

୪ ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ

ନୂଆଦିଲ୍ଲୀ: ଇତିହାସ ରଚିବାକୁ ଯାଉଛି ଇସ୍ରୋ । ଭାରତର ନିଜ ରକେଟରେ ପ୍ରଥମ ଥର ପାଇଁ ବାୟୁ ସେନାର ୪ ଜଣ ଅଧିକାରୀଙ୍କୁ ମହାକାଶ ପଠାଉଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଏହି ‘ଗଗନଯାନ’ ଅଭିଯାନ ପାଇଁ ୪ଜଣ ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି । ଏହି ଭାରତୀୟ ମହାକାଶଚାରୀ ଭାରତୀୟ…
Read More...

ଆଉ ନାହାନ୍ତି ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସ

ନୂଆଦିଲ୍ଲୀ: ଆଉ ନାହାନ୍ତି ବିଶିଷ୍ଟ ଗଜଲ ଗାୟକ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପଙ୍କଜ ଉଧାସ । ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଦୀର୍ଘ ଦିନ ହେବେ ସେ ଅସୁସ୍ଥ ଥିଲେ । ପଙ୍କଜଙ୍କ ମୃତ୍ୟୁ ନେଇ ତାଙ୍କ ଝିଅ ନାୟାବା ଉଧାସ ସୂଚନା ଦେଇଛନ୍ତି । ଏହି ଖବର ଜଣାପଡ଼ିବା ପରେ…
Read More...

ସପ୍ତମ ସମନରେବି ଇଡିରେ ହାଜର ହେବେନି କେଜ୍ରିୱାଲ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ହାଜର ହେବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସପ୍ତମ ଥର ନୋଟିସ କରିଛି ଇଡ଼ି। ହେଲେ ସବୁ ଥର ଭଳି ଏଥର ମଧ୍ୟ ଇଡ଼ି ନୋଟିସକୁ ବେଖାତିର କରିଛନ୍ତି କେଜ୍ରିୱାଲ।  ଆମ୍ ଆଦମୀ ପାର୍ଟି କହିଛି ଯେ ଏହି ମାମଲା କୋର୍ଟରେ ଅଛି । ମାର୍ଚ୍ଚ ୧୬ରେ…
Read More...

ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସ୍ଥଗିତ

ନୂଆଦିଲ୍ଲୀ: ସ୍ଥଗିତ ରହିଲା ଚାଷୀ ଆନ୍ଦୋଳନ । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ସଂଯୁକ୍ତ କିଶାନ ମୋର୍ଚ୍ଚା। ଏମଏସପି ଦାବି ନେଇ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନ ଏହି ଘୋଷଣା କରିଛି। ୨୯ ତାରିଖରେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି ନିଆଯିବ।…
Read More...

ଗାନ୍ଧୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ହାଇକୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ହାଇକୋର୍ଟରୁ ବଡ଼ ଝଟକା । ୨୦୧୮ ରେ ଅମିତ ଶାହାଙ୍କ ବିରୋଧରେ ମନ୍ତବ୍ୟ ମାମଲାରେ ଏହାର ରାୟ ଦେବାବେଳେ କୋର୍ଟ ରାହୁଲ ଗାନ୍ଧୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ବର୍ତ୍ତମାନ ଏହି ମାମଲାରେ ରାହୁଲଙ୍କ ବିରୋଧରେ ଶୁଣାଣି ନିମ୍ନ ଅଦାଲତରେ…
Read More...