Browsing Tag

New Delhi

ପ୍ରାଣ ହରାଇଥିବା ଯୁବ କୃଷକ ଶୁଭକରନଙ୍କ ପରିବାରକୁ କ୍ଷତି ପୂରଣ ଘୋଷଣା କଲେ ପଞ୍ଜାବ ସରକାର

ଚଣ୍ଡିଗଡ଼: ଶୁଭକରନଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କଲେ ପଞ୍ଜାବ ସରକାର  । ପଞ୍ଜାବ-ହରିୟାଣା ସୀମାରେ କୃଷକ ଆନ୍ଦୋଳନରେ ପ୍ରାଣ ହରାଇଥିଲେ  ଯୁବ କୃଷକ ଶୁଭକରନ ସିଂହ  । ଆଜି ତାଙ୍କ ପରିବାର ପାଇଁ  ୧ କୋଟି ଟଙ୍କାର ଆର୍ଥିକ ସହାୟତା ସହ ତାଙ୍କ ସାନ ଭଉଣୀଙ୍କୁ ସରକାରୀ ଚାକିରି ଦିଆଯିବ…
Read More...

ଆଇପିଏଲ ପୂର୍ବରୁ ଗୁଜରାଟ ଟାଇଟନ୍ସ ବଡ ଝଟକା

ନୂଆଦିଲ୍ଲୀ:ଆଇପିଏଲ ରୁ ବାଦ ପଡିଛନ୍ତି ଭାରତର ଷ୍ଟାର ଦ୍ରୁତ ବୋଲର ମହମ୍ମନ ଶାମି । ଶାମି ଆଇସିସି ୱାର୍ଲଡ କପ ୨୦୨୩ ପରଠୁ ସେ ଆଉ ପଡିଆରେ ନଜର ଆସିନାହାନ୍ତି । ଏମିତି କି ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ସେ ନଜର ଆସି ନାହାନ୍ତି । ଏହାରି ଭିତରେ ଆଉ ଏକ ଖବର ସାମନାକୁ ଆସୁଛି ଯେ…
Read More...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ପୁଣି ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଦିଲ୍ଲୀ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ସପ୍ତମ ଥର ସମନ ପଠାଇଛି । ଇଡି ତାଙ୍କୁ ଆଜି ଏକ ସମନ ଜାରି କରି ଫେବ୍ରୁଆରୀ ୨୬ରେ କେନ୍ଦ୍ରୀୟ ଏଜେନ୍ସିରେ ହାଜର ହେବାକୁ କହିଛି । ତେବେ ଦିଲ୍ଲୀ ଅବକାରୀ ନୀତି ମାମଲା ସହ ଜଡିତ ମନି ଲଣ୍ତରିଂ ଅଭିଯୋଗରେ ଇଡି ଆମ୍ ଆଦମୀ…
Read More...

ତୁଷାରପାତରେ ଫସିରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ସେନା

ନୂଆଦିଲ୍ଲୀ: ଗତକାଲି ସିକ୍କିମର ନାତୁଲାରେ ହଠାତ ହୋଇଛି ପ୍ରବଳ ତୁଷାରପାତ । ଫଳରେ ଫସିରହିଛନ୍ତି ୫ଶହରୁ ଅଧିକ ପର୍ଯ୍ୟଟକଙ୍କ ସହ ପ୍ରାୟ ୧୭୫ଟି ଫସିରହିଥିବା କୁହାଯାଉଛି । ଶେଷରେ ତ୍ରିଶକ୍ତି କର୍ପସର ସେନାମାନେ ସହାୟତାର ହାତ ବଢ଼ାଇଛନ୍ତି। ଫସି ରହିଥିବା ପର୍ଯ୍ୟଟକ ମାନଙ୍କୁ ସୁରକ୍ଷିତ ଭାବରେ…
Read More...

ବିନା ଲଢେଇରେ ରାଜ୍ୟ ସଭାକୁ ଗଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: ରାଜ୍ୟସଭାକୁ ନିର୍ବାଚିତ ହେଲେ ସୋନିଆ । ସୋନିଆ ଗାନ୍ଧୀଙ୍କ ସମେତ ସମସ୍ତ ତିନିଜଣ ପ୍ରାର୍ଥୀ ରାଜସ୍ଥାନରୁ ରାଜ୍ୟସଭା ନିର୍ବାଚନରେ ବିନା ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି। ଏହି ତିନିଜଣ ସଦସ୍ୟଙ୍କ ମଧ୍ୟରେ କଂଗ୍ରେସର ସୋନିଆ ଗାନ୍ଧୀ ଏବଂ ମଦନ ରାଥୋଡ ଏବଂ ବିଜେପିର ଚୁନିଲାଲ…
Read More...

ସରକାରଙ୍କ ସହ ଆଲୋଚନା ପରେ ବି ଥମୁନି ଚାଷୀ ଆନ୍ଦୋଳନ

ଦିଲ୍ଲୀ:  ସରକାରଙ୍କ ସହ ଆଲୋଚନା ପରେ ବି ଥମୁନି ଚାଷୀ ଆନ୍ଦୋଳନ । ଏହା ପରେ ବି ଜାରି ରହିବ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ୫ବର୍ଷର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ର ନୂତନ ପ୍ରସ୍ତାବକୁ କୃଷକମାନେ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହା ପରେ ଫେବୃଆରୀ ୨୧ରେ 'ଦିଲ୍ଲୀ ଚଲୋ ଅଭିଯାନ' କରି…
Read More...

ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ୍

ଲକ୍ଷ୍ନୌ: ମାନିହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ୍। କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ମାନହାନିକର ମନ୍ତବ୍ୟ ଦେଇଥିବାରୁ ମାମଲା ରୁଜୁ ହୋଇଥିଲା। ଏହି ଆଧାରରେ ଆଜି ଉତ୍ତରପ୍ରଦେଶ ସୁଲତାନପୁର ଡିଷ୍ଟ୍ରିକ୍ଟ ସିଭିଲ କୋର୍ଟରେ ହାଜର ହୋଇଥିଲେ ରାହୁଲ ଗାନ୍ଧୀ।…
Read More...

ଆଫଗାନିସ୍ତାନ ଫୈଜାବାଦରେ ଅନୁଭୂତ ହୋଇଛି ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଆଫଗାନିସ୍ତାନ ଫୈଜାବାଦରେ ଅନୁଭୂତ ହୋଇଛି ଭୂକମ୍ପ ଝଟକା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଫୈଜାବାଦଠାରୁ ୧୩୧ କିଲୋମିଟର ଦୂର ଏବଂ ୧୩୦ କିଲୋମିଟର ଗଭୀରରେ ଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି।…
Read More...

ବାଣ ଫ୍ୟାକ୍ଟିରେ ବିସ୍ଫୋରଣ ଘଟି ୯ ଜଣଙ୍କ ମୃତ୍ୟୁ

ତାମିଲନାଡୁ: ତାମିଲନାଡୁର ଭେମ୍ବାକୋଟରଇରେ ଏକ ବାଣ ଫ୍ୟାକ୍ଟ୍ରିରେ ଭୟାବହ ବିସ୍ଫୋରଣ । ଯେଉଁଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଥିବା ନେଇ ସୂଚନା ରହିଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲସ ପ୍ରାରମ୍ଭିକ ଯାଞ୍ଚ କରି ବିସ୍ଫୋରଣ କାରଣ…
Read More...

୧୯ ବର୍ଷ ବୟସରେ ଅଭିନେତ୍ରୀ ସୁହାନୀ ଭଟନଗରଙ୍କ ପରଲୋକ

ମୁମ୍ବାଇ: ପରଲୋକରେ  ଆମୀର ଖାନ୍‌ଙ୍କ ଚଳଚ୍ଚିତ୍ର ‘ଦଙ୍ଗଲ’ରେ ‌ଅଭିନୟ କରିଥିବା ଅଭିନେତ୍ରୀ ସୁହାନୀ ଭଟନଗର । ମାତ୍ର ୧୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ଲୋକେ ସୁହାନୀଙ୍କ ଦଙ୍ଗଲ୍‌ ଗାର୍ଲ ଭାବେ ଜାଣନ୍ତି। ଏହି ଖବର ଏବେ ପ୍ରଶଂସକଙ୍କୁ ସ୍ତବ୍ଧ   କରି ଦେଇଛି।  କିଛି ସମୟ ପୂର୍ବରୁ…
Read More...