Browsing Tag

KORAPUT

ରଥଯାତ୍ରା ଦେଖିବା ପାଇଁ ବୈପାରିଗୁଡା ସହରକୁ ଭକ୍ତଙ୍କ ସୁଅ ଛୁଟିଛି

ବୈପାରିଗୁଡା;( ଯୋଗେନ୍ଦ୍ର ପଟ୍ଟନାୟକ);-ରଥଯାତ୍ରା ଦେଖିବା ପାଇଁ ବୈପାରିଗୁଡା ସହରକୁ ଭକ୍ତଙ୍କ ସୁଅ ଛୁଟିଛି । ପହଣ୍ଡି ବିଜେ ସମୟରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ସୃଷ୍ଟି ହୋଇଥିଲା ଯେ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଓ ମଝି ମଝିରେ ଟିକେ ଝିପ୍ ଝିପ୍ ବର୍ଷା ସଭ୍ୱେ…
Read More...

ବିଶାଳ ଜନସମୁଦ୍ର ମଧ୍ୟରେ କୋରାପୁଟରେ ମୁଖ୍ୟମନ୍ତ୍ରୀଙ୍କ ନିଆରା ପ୍ରଚାର

ଭୁବନେଶ୍ୱର:  ରାଜନୀତିରେ ନିଜର ସ୍ବଚ୍ଛ ଓ ସରଳ ଚିନ୍ତାଧାରା ପାଇଁ ସାରା ଦେଶରେ ପ୍ରଶଂସିତ ନବୀନ ପଟ୍ଟନାୟକ ଆଜି ନିଆରା ଶୈଳୀରେ କୋରାପୁଟର ଓଏମ୍‌ପି ପଡିଆରେ ନିର୍ବାଚନ ପ୍ରଚାର କରିଛନ୍ତି। ପ୍ରଚାରରେ ଲମ୍ବା ଲମ୍ବା ଭାଷଣ ନ ଥିଲା, କି କାହାକୁ କଟୁ ସମାଲୋଚନା ନ ଥିଲା । ବ୍ୟକ୍ତିଗତ ଆରୋପ ଓ…
Read More...

କୋରାପୁଟ ପାତାଳି ନଦୀରେ ଡଙ୍ଗାବୁଡି ଘଟଣା ; ୪ ମୃତଦେହ ଉଦ୍ଧାର

କୋରାପୁଟ : କୋରାପୁଟ ପାତାଳୀ ନଦୀରେ ଡଙ୍ଗା ବୁଡି ଘଟଣା । ନିଖୋଜ ଥିବା ୪ଜଣ ମୃତ ଦେହ ଆଜି ଉଦ୍ଧାର ହୋଇଛି । ଓଡ୍ରାଫ ଟିମ ଓ ନନ୍ଦନପୁର ଅଗ୍ନିଶମ ବିଭାଗ ଦ୍ୱାରା ନଦୀରୁ ନିଖୋଜ ୪ ମୃତ ଦେହ ଉଦ୍ଧାର ହୋଇଛି । ଆଜି ଶଶିରେଖା ଆଲର୍ବ, ନବିନା ଆଲର୍ବ, ପୁଷ୍ପାଞ୍ଜଳି ଆଲର୍ବ ଓ କ୍ରାନ୍ତି ସୀମାଙ୍କ…
Read More...

କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାରେ  ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। 5T…
Read More...

ରେଳ ଧାରଣା ପଡିଛି ଖଣ୍ଡ ବିଖଣ୍ଡିତ ମୃତ ଦେହ

କୋରାପୁଟ/ସୁନ୍ଦର କୁମାର ପାଣି : କୋରାପୁଟ ଜିଲ୍ଲା ଜର୍ଟି ରେଳ ଷ୍ଟେସନ ନିକଟରେ ଘଟିଛି ଅଭାବନୀୟ ଘଟଣା । ରେଳ ଧାରଣାରେ ପଡିଛି ଦୁଇ ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳି ନଥିବା ବେଳେ ଟ୍ରେନରୁ ଖସି ସେମାନଙ୍କ ମୃତ୍ୟୁ ହୋଇଥିବା ଅନୁମାନ…
Read More...

ରେଳଧାରଣାରେ ମୃତଦେହ

କୋରାପୁଟ ଜିଲ୍ଲା ଜୟପୁର ରେଳପଥର ଜରଟି ରେଳ ଷ୍ଟେସନରେ ୨ଜଣ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ଶରୀର ପଡିଥିବା ଦେଖିବାକୁ ମିଳିଛି ।ତେବେ ଏହା ଦୁର୍ଘଟଣା ,ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ ।ଘଟଣା ସ୍ଥଳରେ ଜିଆର୍ପି ପହଞ୍ôଚ ତଦନ୍ତ ଆରମ୍ଭ କରିଛି ।
Read More...

କୁନ୍ଦୁରା ବ୍ଲକ ସ୍ତରୀୟ ଏସଡିସି କପ୍ ଦୁଇ ଦିନିଆ କାର୍ଯ୍ୟକ୍ରମ ଶୁଭାରମ୍ଭ

କୋରାପୁଟ: କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ ସଦର ମହକୁମ୍ମା ସ୍ଥିତ ଅରବିନ୍ଦ ଶିକ୍ଷା ନିକେତନ ଖେଳ ପଡିଆ ଠାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ କୋରାପୁଟ ପକ୍ଷରୁ ଦୁଇ ଦିନିଆ  ଫୁଟବଲ ଓ ଭଲିବଲ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ପୂର୍ବତନ ମନ୍ତ୍ରୀ ତଥା କୋଟପାଡ଼ ବିଧାୟିକା…
Read More...

ବିଏସଏଫ ୧୫୫ ବାଟାଲିୟାନ ଏବଂ ଲକ୍ଷ୍ମୀପୁର ମେଡିକାଲ ପକ୍ଷରୁ ସଫେଇ ଅଭିଯାନ

କୋରାପୁଟ (ସଞ୍ଜୟ କୁମାର ପାଣି) :  ଲକ୍ଷ୍ମୀପୁର ବିଏସଏଫ ୧୫୫ ବାଟାଲିୟନ ଏବଂ ଲକ୍ଷ୍ମୀପୁର ମେଡିକାଲ ପକ୍ଷରୁ ଆଜି ସହର ସଫେଇ କରି ସ୍ଵଚ୍ଛତା ଅଭିଯାନ ଆରମ୍ଭ କରିଥିଲେ। ଏହି ଅବସରରେ ବିଏସଏଫ ୧୫୫ ବାଟାଲିୟନର ଜବାନ ମାନେ ଲକ୍ଷ୍ମୀପୁର ବିଭିନ୍ନ ସ୍ଥାନରେ ବୁଲି ବୁଲି  ସଫେଇ କରିବା ସହ,…
Read More...

ରେଳ ଧାରଣାରେ ପଥର ଓ ମାଟି ଅତଦା ପଡିଥିବାରୁ ଠପ ହୋଇପଡିଛି ରେଳ ଚାଳାଚଳ

କୋରାପୁଟ : ରେଳ ଧାରଣାରେ ପଥର ଓ ମାଟି ଅତଦା ପଡିଥିବାରୁ ଠପ ହୋଇପଡିଛି ରେଳ ଚାଳାଚଳ । କୋରାପୁଟ – ଜଗଦଲପୁର-କିରଣଡୁଲ ଠାରେ ଯୁଦ୍ଧକାଳିନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ତେବେ ଟ୍ରେନ ଚଳାଚଳ ସ୍ୱାଭାବିକ ହେବାପାଇଁ ଆହୁରି ସମୟ ଲାଗିପାରେ ବୋଲି କୁହାଯାଉଛି । ମାନବର – ଜରଟି ଷ୍ଟେସନ…
Read More...

ହିନ୍ଦୁ ମହାସଂଗଠନ ତରଫରୁ ଜନ୍ମାଷ୍ଟମୀ ନନ୍ଦୋତ୍ସବ ପାଳନ

କୋରାପୁଟ : ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ପାପୀମାନଙ୍କ ସଂଖ୍ୟ ବଢିଥାଏ ପ୍ରଭୁ ସ୍ୱୟଂ ଧରାପୃଷ୍ଠରେ ଅବତରଣ କରନ୍ତି ।ସେଥିପାଇଁ ଅଜି କୋରାପୁଟ ଜିଲ୍ଲା ଜୟପୁର ବାସୀ ହିନ୍ଦୁ ମହା ସଂଗଠନ ତରଫରୁ ଜନ୍ମଷ୍ଟମୀ ଓ ନନ୍ଦୋତ୍ସବ ପାଳନ କରିଛନ୍ତି । ହିନ୍ଦୁ ମହା ସଂଗଠନ ତରଫରୁ ଆୟୋଜିତ ଶ୍ରୀ…
Read More...