Browsing Tag

KORAPUT

କୁନ୍ଦୁରା ବ୍ଲକ ସ୍ତରୀୟ ଏସଡିସି କପ୍ ଦୁଇ ଦିନିଆ କାର୍ଯ୍ୟକ୍ରମ ଶୁଭାରମ୍ଭ

କୋରାପୁଟ: କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ ସଦର ମହକୁମ୍ମା ସ୍ଥିତ ଅରବିନ୍ଦ ଶିକ୍ଷା ନିକେତନ ଖେଳ ପଡିଆ ଠାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ କୋରାପୁଟ ପକ୍ଷରୁ ଦୁଇ ଦିନିଆ  ଫୁଟବଲ ଓ ଭଲିବଲ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ପୂର୍ବତନ ମନ୍ତ୍ରୀ ତଥା କୋଟପାଡ଼ ବିଧାୟିକା…
Read More...

ବିଏସଏଫ ୧୫୫ ବାଟାଲିୟାନ ଏବଂ ଲକ୍ଷ୍ମୀପୁର ମେଡିକାଲ ପକ୍ଷରୁ ସଫେଇ ଅଭିଯାନ

କୋରାପୁଟ (ସଞ୍ଜୟ କୁମାର ପାଣି) :  ଲକ୍ଷ୍ମୀପୁର ବିଏସଏଫ ୧୫୫ ବାଟାଲିୟନ ଏବଂ ଲକ୍ଷ୍ମୀପୁର ମେଡିକାଲ ପକ୍ଷରୁ ଆଜି ସହର ସଫେଇ କରି ସ୍ଵଚ୍ଛତା ଅଭିଯାନ ଆରମ୍ଭ କରିଥିଲେ। ଏହି ଅବସରରେ ବିଏସଏଫ ୧୫୫ ବାଟାଲିୟନର ଜବାନ ମାନେ ଲକ୍ଷ୍ମୀପୁର ବିଭିନ୍ନ ସ୍ଥାନରେ ବୁଲି ବୁଲି  ସଫେଇ କରିବା ସହ,…
Read More...

ରେଳ ଧାରଣାରେ ପଥର ଓ ମାଟି ଅତଦା ପଡିଥିବାରୁ ଠପ ହୋଇପଡିଛି ରେଳ ଚାଳାଚଳ

କୋରାପୁଟ : ରେଳ ଧାରଣାରେ ପଥର ଓ ମାଟି ଅତଦା ପଡିଥିବାରୁ ଠପ ହୋଇପଡିଛି ରେଳ ଚାଳାଚଳ । କୋରାପୁଟ – ଜଗଦଲପୁର-କିରଣଡୁଲ ଠାରେ ଯୁଦ୍ଧକାଳିନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ତେବେ ଟ୍ରେନ ଚଳାଚଳ ସ୍ୱାଭାବିକ ହେବାପାଇଁ ଆହୁରି ସମୟ ଲାଗିପାରେ ବୋଲି କୁହାଯାଉଛି । ମାନବର – ଜରଟି ଷ୍ଟେସନ…
Read More...

ହିନ୍ଦୁ ମହାସଂଗଠନ ତରଫରୁ ଜନ୍ମାଷ୍ଟମୀ ନନ୍ଦୋତ୍ସବ ପାଳନ

କୋରାପୁଟ : ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ପାପୀମାନଙ୍କ ସଂଖ୍ୟ ବଢିଥାଏ ପ୍ରଭୁ ସ୍ୱୟଂ ଧରାପୃଷ୍ଠରେ ଅବତରଣ କରନ୍ତି ।ସେଥିପାଇଁ ଅଜି କୋରାପୁଟ ଜିଲ୍ଲା ଜୟପୁର ବାସୀ ହିନ୍ଦୁ ମହା ସଂଗଠନ ତରଫରୁ ଜନ୍ମଷ୍ଟମୀ ଓ ନନ୍ଦୋତ୍ସବ ପାଳନ କରିଛନ୍ତି । ହିନ୍ଦୁ ମହା ସଂଗଠନ ତରଫରୁ ଆୟୋଜିତ ଶ୍ରୀ…
Read More...

ଅଭିନବ ଉପାୟରେ ଚୋର ମାନଙ୍କୁ କାବୁ କଲେ ସିକ୍ୟୁରିଟି ଗାର୍ଡ ଏବଂ କର୍ମଚାରୀ

କୋରାପୁଟ/ଯୋଗେନ୍ଦ୍ର ପଟ୍ଟନାୟକ: ଅଭିନବ ଉପାୟରେ ଚୋର ମାନଙ୍କୁ କାବୁ କଲେ ସିକ୍ୟୁରିଟି ଗାର୍ଡ ଏବଂ କର୍ମଚାରୀ। ବୈପାରିଗୁଡା ନିକଟସ୍ଥ ମାଲାଗୁଡା ଠାରେ ନିର୍ମାଣ ଚାଲିଥିବା ପାଣି ପମ୍ପ ହାଉସ ନିକଟରେ ପାଣି ଟାଙ୍କି ନିର୍ମାଣ କାମରେ ବ୍ୟବହାର ପାଇଁ ରଖାଯାଇଥିବା ଲୁହା ଛଡ଼ ଏବଂ ଏକ ଟ୍ରାକ୍ଟରର…
Read More...

ଲାଗିଛି ମାଓ ପୋଷ୍ଟର: ଚିନ୍ତାଗୁଡା ଡ୍ୟାମ ନର୍ମାଣକୁ ବିରୋଧ କରି ମାଓ ପୋଷ୍ଟର

କୋରାପୁଟ (ସୁନ୍ଦର କୁମାର ପାଣି) : କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ମାଓ ପୋଷ୍ଟର । ଚିନ୍ତାଗୁଡା ଡ୍ୟାମ ନିର୍ମାଣକୁ ବିରୋଧ କରି ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ସିପିଆଇ ମାଓବାଦୀ ଶ୍ରୀକାକୁଲମ ଡିଭିଜନାଲ କମିଟି ପକ୍ଷରୁ ପୋଷ୍ଟର ଲଗାଯାଇଛି। ନାରାୟଣପାଟଣା ଥାନା ଚିନ୍ତାଗୁଡ଼ା ଗାଁ ନିକଟ…
Read More...

୨୪ ନିର୍ବାଚନକୁ ନେଇ ପଟାଙ୍ଗି ନିର୍ବାଚନ ମଣ୍ଡଳୀ କଂଗ୍ରେସ ଛାତ୍ର ସାଂଗଠନିକ ସ୍ୱାଗତ ସମ୍ବର୍ଦ୍ଧନା

କୋରାପୁଟ/ଦଶରଥ ମାଛ : ୨୪ ନିର୍ବାଚନକୁ ନେଇ ପଟାଙ୍ଗି ନିର୍ବାଚନ ମଣ୍ଡଳୀ କଂଗ୍ରେସ ଛାତ୍ର ସାଂଗଠନିକ ସ୍ୱାଗତ ସମ୍ବର୍ଦ୍ଧନା | ନନ୍ଦପୁର ବ୍ଲକ ଅଧିନସ୍ଥ ୧୨ଗୋଟି ଗ୍ରାମ ପଞ୍ଚାୟତରୁ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ଓ ଛାତ୍ର ସଭାପତିଙ୍କ ନେତୃତ୍ୱରେ ଶତାଧିକ ଉଚ୍ଚଶିକ୍ଷିତ ଯୁବକ…
Read More...

ରାଇଜିଙ୍ଗି ଷ୍ଟାର ପୁଟବଲ ଟୁନାର୍ମେଣ୍ଟ ଉଦଯାପିତ

କୋରାପୁଟ : ସେମିଳିଗୁଡ଼ା ବ୍ଲକ  ଦଳେଇଗୁଡା ପଞ୍ଚାୟତ କଣ୍ଟାଗୁଡା ଗ୍ରାମ ନିକଟସ୍ଥିତ  ଫୁଟବଲ ପଡ଼ିଆ ଠାରେ ରାଜିଙ୍ଗି ଷ୍ଟାର ପୁଟବଲ ଟୁନାର୍ମେଣ୍ଟ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ସତନ୍ତ୍ର  ଅତିଥି ଭାବେ ଜୟରାମ ପୂଜାରୀ ଯୋଗ ଦେଇଥିଲେ।…
Read More...

କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ହାଟଗୁଡା ଓ ରାଜପୁଟ ଗସ୍ତ

ସେମିଳିଗୁଡା:ସ୍ବାଧୀନତା ଦିବସରେ କୋରାପୁଟରେ ପତ୍ତାକା ଉତ୍ତୋଳନ କରିବାକୁ ଆସିଥିବା କୃଷି ମନ୍ତ୍ରୀ ଆଜି ସେମିଳିଗୁଡା ବ୍ଲକର ରାଜପୁଟ ପଞ୍ଚାୟତର ମିଲେଟ ମିଶନ କାର୍ଯ୍ୟକ୍ରମ ତଦାରଖ କରିଥିଲେ।ସମସ୍ତ ୟୁନିଟ ବୁଲି ଦେଖିବା ସହ ଏହାର ଡାଟାବେସ ଠିକ ଭାବେ ପ୍ରସ୍ତୁତ କରିବାପାଇଁ…
Read More...

ସମିତି ଉପାଧ୍ୟକ୍ଷଙ୍କ ନାଁ ନଥିବାରୁ ଫଳକ ଭାଙ୍ଗିଦେଲେ ସମର୍ଥକ

କୋରାପୁଟ/ସଞ୍ଜୟ କୁମାର ପାଣି: ସମିତି ଉପାଧ୍ୟକ୍ଷଙ୍କ ନାଁ ନଥିବାରୁ ଫଳକ ଭାଙ୍ଗିଦେଲେ ସମର୍ଥକ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୁସୁମଗୁଡ଼ା ଗ୍ରାମ ପଞ୍ଚାୟତ ଫୁଲଝଡ଼ି ଗ୍ରାମକୁ ୩୨୬ ନମ୍ବର ଜାତୀୟ ରାଜପଥ ଠାରୁ ରାସ୍ତା ମରାମତି ନିମନ୍ତେ ଗତକାଲି ଗ୍ରାମୀଣ ଉନ୍ନୟନ ବିଭାଗ…
Read More...