Browsing Tag

ITISHREE SETHI

ପଞ୍ଜାବର ମୋହାଲିରେ ବୃଦ୍ଧଙ୍କୁ ଘୋଷାଡ଼ି ମାରିଲା ଗାଈ

ପଞ୍ଜାବ: ବୃଦ୍ଧଙ୍କୁ ଘୋଷାଡ଼ି ମାରିଲା ଗାଈ । ଏଭଳି ଘଟଣା ଘଟିଛି ପଞ୍ଜାବର ମୋହାଲିରେ। ଜଙ୍ଗଲୀ ଜନ୍ତୁଙ୍କ ପରି ଆତଙ୍କ ସୃଷ୍ଟି କରିଛି ଗାଈ । ପ୍ରାୟ ଶହେ ମିଟର ଘୋଷାଡ଼ି ନେଇ ବୃଦ୍ଧଙ୍କୁ ମାରିଛି ଗାଈ । ତେବେ ବୃଦ୍ଧ ଜଣକ ୮୩ ବର୍ଷିୟ ସରୂପ ସିଂ ବୋଲି ଜଣାପଡିଛି । ଏହି ଭୟଙ୍କର ଘଟଣାର ଚିତ୍ର…
Read More...

ଜମି ମାପ ପାଇଁ ଲାଞ୍ଚ ନେଉଥିବା ବେଳେ ରାଜସ୍ବ ନିରୀକ୍ଷାକଙ୍କୁ ମାଡି ବସିଲା ଭିଜିଲାନ୍ସ

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ: ଜମି ମାପ ପାଇଁ ଲାଞ୍ଚ ନେଉଥିବା ବେଳେ ରାଜସ୍ବ ନିରୀକ୍ଷାକଙ୍କୁ ମାଡି ବସିଲା ଭିଜିଲାନ୍ସ। ଲାଞ୍ଚୁଆ ରାଜସ୍ୱ ନିରୀକ୍ଷକ ହେଲେ ବାଦାମପାହାଡ଼ ତହସିଲ ଅନ୍ତର୍ଗତ ଜୟପୁର ସର୍କଲ ର ରାକେଶ ପାତ୍ର। ସୂଚନ ଅନୁଯାୟୀ ରାଇରଙ୍ଗପୁର ର ବାସିନ୍ଦା ରାମଦାସ ସାହୁ ନାମକ…
Read More...

ସାଗର ମଧ୍ୟକୁ ଏକାଧିକ କ୍ରୁଜ୍ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ

ଉତ୍ତର କୋରିଆ : ସାଗର ମଧ୍ୟକୁ ଏକାଧିକ କ୍ରୁଜ୍ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ । ଆଜି ପ୍ରତ୍ୟୁଷରେ ଉତ୍ତର କୋରିଆ କୋରୀୟ ଉପଦ୍ବୀପର ପଶ୍ଚିମ ଉପକୂଳରେ ଥିବା ୟେଲୋ ସି ମଧ୍ୟକୁ ଏକାଧିକ କ୍ରୁଜ୍ ମିସାଇଲ୍ ନିକ୍ଷେପ କରିଛି। ଭୋର୍ ପ୍ରାୟ ୪ଟା ସମୟରେ ନିକ୍ଷେପ କରାଯାଇଥିବା…
Read More...

ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ବିଜୁଳିର ପ୍ରକୋପ

ପାଣିପାଗ: ରାଜ୍ୟରେ ପ୍ରବଳ ବର୍ଷା । ବିଶେଷ ଭାବରେ ଭୁବନେଶ୍ୱର ଓ କଟକରେ ପ୍ରବଳ ମାତ୍ରାରେ ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ବିଜୁଳିର ପ୍ରଭାବ ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ପାଣି ଜମିଥିବା ଦେଖିବାକୁ ମିଳିଛି । ସ୍ଥାନେ ସ୍ଥାନେ ଜଳବନ୍ଧୀର ସମସ୍ୟ ମଧ୍ୟ ସୃଷ୍ଟି ହୋଇଛି…
Read More...

ପୁଣି ଥରେ ସ୍କୁଲକୁ ଫେରି ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଛି ବିଷମକଟକ ଆଙ୍କୁଲପଦର୍ ଗ୍ରାମର ମିନତୀ

ବିଷମକଟକ/ରବିନ୍ଦ୍ର କୁମାର ସାହୁ: ବିଷମ କଟକ ବ୍ଲକର ହଜାରିଡାଙ୍ଗ ଗ୍ରାମ ପଞ୍ଚାୟତର ଆଙ୍କୁଲପଦର୍ ଗ୍ରାମର ମିନତୀ ପିଡ଼ିକାକା କେବେ ଭାବିନଥିଲା ଯେ, ଅଧାରୁ ବନ୍ଦ ହୋଇଥିବା ପାଠପଢା ପୁଣି ଆରମ୍ଭ ହୋଇପାରିବ । ହେଲେ ସ୍କୁଲ ଯିବାର ତାଙ୍କ ସ୍ବପ୍ନ ପୁଣି ଥରେ ସତ ହୋଇଛି। ମିନତୀ ପୁଣି ଥରେ…
Read More...

ସାଧାରଣ ନିର୍ବାଚନକୁ ଦୃଷ୍ଟି ରେ ରଖୀ ବିଷମକଟକ ବ୍ଲକ କଂଗ୍ରେସ ପକ୍ଷରୁ ଏକ କର୍ମୀ ସମ୍ମିଳନୀର ଆୟୋଜନ

ବିଷମକଟକ/ ରବିନ୍ଦ୍ର କୁମାର ସାହୁ: ସାଧାରଣ ନିର୍ବାଚନକୁ ଦୃଷ୍ଟି ରେ ରଖୀ ସମସ୍ତ ରାଜନୈତିକ ଦଳ ନିଜ ନିଜ ସଂଗଠନ ମଜବୁତ କରୁଥିବା ବେଳେ କଂଗ୍ରେସ ମଧ୍ୟ ନିଜର ଦଳ ବଳ ସଜାଡ଼ିବା ଆରମ୍ଭ କରିଦେଇଛି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ପୂର୍ତ୍ତ ବଙ୍ଗଳା ଠାରେ ବିଷମକଟକ ବ୍ଲକ କଂଗ୍ରେସ ପକ୍ଷରୁ…
Read More...

ଅଭିନବ ଉପାୟରେ ଚୋର ମାନଙ୍କୁ କାବୁ କଲେ ସିକ୍ୟୁରିଟି ଗାର୍ଡ ଏବଂ କର୍ମଚାରୀ

କୋରାପୁଟ/ଯୋଗେନ୍ଦ୍ର ପଟ୍ଟନାୟକ: ଅଭିନବ ଉପାୟରେ ଚୋର ମାନଙ୍କୁ କାବୁ କଲେ ସିକ୍ୟୁରିଟି ଗାର୍ଡ ଏବଂ କର୍ମଚାରୀ। ବୈପାରିଗୁଡା ନିକଟସ୍ଥ ମାଲାଗୁଡା ଠାରେ ନିର୍ମାଣ ଚାଲିଥିବା ପାଣି ପମ୍ପ ହାଉସ ନିକଟରେ ପାଣି ଟାଙ୍କି ନିର୍ମାଣ କାମରେ ବ୍ୟବହାର ପାଇଁ ରଖାଯାଇଥିବା ଲୁହା ଛଡ଼ ଏବଂ ଏକ ଟ୍ରାକ୍ଟରର…
Read More...

ସଇଁନ୍ତଳା ବ୍ଲକ ଅନ୍ତର୍ଗତ ବୁଢ଼ାବାହାଲ ଗ୍ରାମ ପଞ୍ଚାୟତ ହାଇସ୍କୁଲର କଳା ଶିଷକ ଶ୍ରୀଯୁକ୍ତ ପର୍ଶୁରାମ ସାହୁଙ୍କୁ ବିଦାୟ…

ଟିଟିଲାଗଡ / ପ୍ରଶାନ୍ତ କୁମାର ମେହେର : ସଇଁନ୍ତଳା ବ୍ଲକ ଅନ୍ତର୍ଗତ ବୁଢ଼ାବାହାଲ ଗ୍ରାମ ପଞ୍ଚାୟତ ହାଇସ୍କୁଲର କଳା ଶିଷକ ଶ୍ରୀଯୁକ୍ତ ପର୍ଶୁରାମ ସାହୁଙ୍କୁ ବିଦ୍ୟାଳୟ ଓ ଶିଷକଙ୍କ ତରଫରୁ ଶୁକ୍ରବାର ପୂର୍ବାହ୍ନରେ ବିଦ୍ୟାଳୟର ପରିସରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।  ଭାରାପ୍ରାପ୍ତ…
Read More...

ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି

ପାକିସ୍ତାନ: ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି। ପେଟ୍ରୋଲ ଓ ଡିଜେଲ ଦର ୩୦୦ ଟଙ୍କା ପାର୍ କରିଛି। ଏହି ଦରବୃଦ୍ଧି ଏବେ ସମସ୍ତଙ୍କ ଲାଗି ଚିନ୍ତାର କାରଣ ହୋଇଛି । ପାକିସ୍ତାନ ଇତିହାସରେ ପ୍ରଥମ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩୦୦ ଟଙ୍କା ଅତିକ୍ରମ କରିଛି। ଆର୍ଥିକ ସଂକଟ…
Read More...

ଟ୍ରେନରେ ଦୁର୍ଘଟଣାରେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

ଯାଜପୁର/ ଚକ୍ରଧର ମହାଳିକ : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କୁହିକା ପଞ୍ଚାୟତର ଗନ୍ଧାପାଳ ଗ୍ରାମର ୬୫ ବର୍ଷୀୟ ଗୁଣନିଧି ବାରିକଙ୍କର ଆଜି ମାଲବାହୀ ଟ୍ରେନରେ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏ ଦୁର୍ଘଟଣା ସମ୍ପର୍କରେ ମୃତକଙ୍କ ପୁଅ ବିକାଶ ସୂଚନା ଦେଇଛନ୍ତି । ଗତ କିଛି ବର୍ଷ…
Read More...