ପାକିସ୍ତାନରେ ବୋମା ବିସ୍ଫୋରଣ, ୯ଜଣ ପରାକ୍ରମୀ ଯବାନ ସହିଦ
ପାକିସ୍ତାନ: ପାକିସ୍ତାନରେ ବୋମା ବିସ୍ଫୋରଣ, ୯ଜଣ ପରାକ୍ରମୀ ଯବାନ ସହିଦ । ଏଭଳି ଘଟଣା ଘଟିଛି ଗୁରୁବାର ଦିନ । ପାକିସ୍ତାନର ଖୈବର୍-ପଖତୁନଖ୍ବା ଅଞ୍ଚଳରେ ଘଟିଥିବାଏପରି ଘଟଣାରେ ୧୭ଜଣ ଆହତ ହୋଇଥିବା ଜାଣିବାକୁ ମିଳିଛି । ଏହି ଆତ୍ମଘାତୀ ବିସ୍ଫୋରଣ ଘଟଣା ପାଇଁ ଏପର୍ଯ୍ୟନ୍ତ କୌଣସି…
Read More...
Read More...