Browsing Category

ପାକିସ୍ତାନ

ଖରାପ ପଦର୍ଶନ ପାଇଁ ହୋଇପାରେ ନେତୃତ୍ୱ ବଦଳି ।

ପାକିସ୍ତାନ ଖେଳାଳିଙ୍କ ପଦର୍ଶନ ଏବେ ଦିନକୁ ଦିନ ଖରାପ ହୋଇ ଚାଲିଛି । ଏପରିକି ଲଗାତାର ଭାବେ ଗୋଟିଏ ପରେ ଗୋଟିଏ ଟୁର୍ଣ୍ଣାମେଣ୍ଟ ହାରୁଛି ଦଳ । ଏପରିକି ଗତ ୪ ବର୍ଷ ହବେ ଗୋଟିଏ ବି ଆଇସିସି ଟ୍ରଫି ଜିତିନି ଦଳ । ନିକଟରେ ଚାଲିଥିବା ଟି ୨୦ ବିଶ୍ୱକପ୍‌ରେ ମଧ୍ୟ ସୁପ୍‌ର ୮ରୁ ବିଦା ହୋଇଥିଲା ଦଳ…
Read More...

ପାକିସ୍ତାନ ଉପରେ ପଡିଲା ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ।

ଜଳୁଛି ମଧ୍ୟପ୍ରାଚ୍ୟ । ଯାହା ଫଳସ୍ୱରୁପ ଅଧିକାଂଶ ଦେଶକୁ ଏବେଠାରୁ ଘାରିଲାଣି ତେଲ ସଙ୍କଟ । ଇରାନ୍ ବିରୋଧରେ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଦିନକୁ ଦିନ ନେଉଛି ଭୟଙ୍କର ରୂପ । ତେବେ ଏହି ଯୁଦ୍ଧ ପାକିସ୍ତାନ ପାଇଁ ପାଲଟିଛି ବଡ଼ ବିପର୍ଯ୍ୟୟ । ଯାହାର ଫଳସ୍ୱରୁପ ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ୍…
Read More...

ପାକିସ୍ତାନ ଖେଳାଳୀଙ୍କୁ ୫୦ ଲକ୍ଷ ଜୋରିମାନା

ଟି-୨୦ ବିଶ୍ୱକପରେ ପାକିସ୍ତାନର ଖରାପ ପ୍ରଦର୍ଶନ ପରେ, ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏକ ବଡ଼ ପଦକ୍ଷେପ ନେଇଛି। ବୋର୍ଡ ତାର ଖେଳାଳିମାନଙ୍କ ଉପରେ ଜରିମାନା ଲଗାଇବାକୁ ଯୋଜନା କରୁଛି।ଶୁଣିବାକୁ ମିଳୁଛି, ପ୍ରତ୍ୟେକ ପାକିସ୍ତାନୀ ଖେଳାଳିଙ୍କୁ ୫୦ ଲକ୍ଷ ପାକିସ୍ତାନୀ ଟଙ୍କା ଅର୍ଥାତ୍…
Read More...

ଅପରେସନ ସିନ୍ଦୂର ପରେ ଅପରେସନ ସିନ୍ଦୂର ୨.୦

ବିଶ୍ୱ ଦେଖିବ ଭାରତର ପରାକ୍ରମ ପଣ ଅପରେସନ ସିନ୍ଦୂର ପରେ ଏବେ ଅପରେସନ ସିନ୍ଦୂର ୨.୦ । । ଥରହର ହେବ ଶତ୍ରୁ । ଆକାଶରୁ ହେବ ନିଆଁ ବର୍ଷା । ଛାରଖାର ହେବ ଶତ୍ରୁ ସୈନ୍ୟ । ମାଟିରେ ମିଶିଯିବ ଖାସ୍ କରି ପାକିସ୍ତାନ । କାରଣ ଏଥର ଆଉ ତ୍ରାହି ନାହିଁ । ପୁଣି ଥରେ ପାକିସ୍ତାନକୁ ସ୍ପଷ୍ଟ ଚେତାବନୀ…
Read More...

ବାଂଲାଦେଶ ଖେଳାଳିଙ୍କୁ ଆଇପିଏଲ୍‌ରୁ ବାଦ କରିବା ପରେ ଜଳୁଛି ବାଂଲାଦେଶ କ୍ରିକେଟ୍ ବୋର୍ଡ

ଦିନକୁ ଦିନ ବଢି ବଢି ଚାଲିଛି ବାଂଲାଦେଶ ଓ ଭାରତ ମଧ୍ୟରେ ତିକ୍ତତାର ସୀମା । ଯାହା ବର୍ତ୍ତମାନ କ୍ରିକେଟ୍ ମଇଦାନକୁ ଆସିଲାଣି । ଆଇପିଏଲରୁ ବାଂଲାଦେଶ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବିଦା କରାଯିବା ପରେ ଏବେ ରାଗରେ ଜଳୁଛି ବାଂଲା କ୍ରିକେଟ୍ ବୋର୍ଡ୍ । ଅନେକ ବାଦ ବିବାଦ ପରେ ତାଙ୍କୁ…
Read More...

ସମଗ୍ର ଦୁନିଆ ନୂଆବର୍ଷ ପାଳନ କରୁଥିବା ବେଳେ ସୁଧୁରୁନି ପାକିସ୍ତାନ

ସମଗ୍ର ଦୁନିଆ ନୂଆବର୍ଷ ପାଳନ କରୁଥିବା ବେଳେ ସୁଧୁରୁନି ପାକିସ୍ତାନ । ପୁଞ୍ଚ ଜିଲ୍ଲାରେ ଏକ ପାକିସ୍ତାନୀ ଡ୍ରୋନ୍ ନିୟନ୍ତ୍ରଣ ରେଖା (LoC) ପାର କରି ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଏବଂ ନିଶାଦ୍ରବ୍ୟ ଥିବା ସନ୍ଦେହଜନକ ଏକ ସାମଗ୍ରୀ ପକାଇବା ପରେ ଜମ୍ମୁ ଏବଂ କାଶ୍ମୀରର ସୁରକ୍ଷା ଏଜେନ୍ସିଗୁଡ଼ିକ…
Read More...

ଆମେରିକା ରିପୋର୍ଟର ବଡ ଖୁଲାସା ୨୦୨୬ରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ !

ଇଂରାଜୀ ନବବର୍ଷ ୨୦୨୬ କୁ ସ୍ୱାଗତ କରିବା ପାଇଁ ଏବେ ସମଗ୍ର ଦେଶ ପ୍ରସ୍ତୁତ ହେଉଥିବାବେଳେ । ଭାରତ - ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ତେବେ ଆମରିକାର ପ୍ରମୁଖ ଥିଙ୍କ୍ ଟ୍ୟାଙ୍କ୍ କାଉନ୍‌ସିଲ ଅନ୍ ଫରେନ୍ ରିଲେସନ୍ସର ନୂଆ ରିପୋର୍ଟ ଅନୁଯାୟୀ , ୨୦୨୬ରେ…
Read More...

ଇମ୍ରାନ୍ ଖାନ୍ ଏବଂ ପତ୍ନୀଙ୍କୁ ୧୭ ବର୍ଷ ଜେଲ୍ ଦଣ୍ଡାଦେଶ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇର ସଂସ୍ଥାପକ ଇମ୍ରାନ୍ ଖାନ୍ ଏବଂ ପତ୍ନୀ ବୁଶରା ବିବିଙ୍କୁ ହୋଇଛି ଜେଲ୍ ଦଣ୍ଡାଦେଶ । 'ତୋଷାଖାନା-୨' ମାମଲାରେ ଫେଡେରାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସିର ଏକ ସ୍ୱତନ୍ତ୍ର କୋର୍ଟ ଇମ୍ରାନ ଓ ତାଙ୍କ ପତ୍ନୀଙ୍କୁ ଏହି ସଜା ପ୍ରଦାନ କରିଛନ୍ତି । ଆଜି…
Read More...

ପାକିସ୍ତାନୀ ଭିକାରୀଙ୍କୁ ଫେରାଇଲା ସାଉଦି ଆରବ

ବିଦେଶରେ ସଂଗଠିତ ଭିକ୍ଷାବୃତ୍ତି ଏବଂ ଅପରାଧିକ କାର୍ଯ୍ୟକଳାପ ଉପରେ ବଢ଼ୁଥିବା ଚିନ୍ତା ମଧ୍ୟରେ ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ପାକିସ୍ତାନୀ ନାଗରିକଙ୍କ ଉପରେ ଯାଞ୍ଚକୁ କଡ଼ାକଡ଼ି କରିଛନ୍ତି। ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଏହି ଧାରା ଦେଶର ଅନ୍ତର୍ଜାତୀୟ…
Read More...

ପାକିସ୍ତାନ ସ୍କୁଲରେ ପଢାଯିବ ସଂସ୍କୃତ ଓ ଗୀତାଜ୍ଞାନ

ଏହି ସପ୍ତାହରେ ପାକିସ୍ତାନର ଶିକ୍ଷା କ୍ଷେତ୍ରରେ ଏପରି ଏକ ପରିବର୍ତ୍ତନ ହୋଇଛି, ଯାହା ବିଭାଜନ ପରଠାରୁ କେବେ ହୋଇନଥିଲା । ଏବେ ପାକିସ୍ତାନରେ ପଢାହେବ ସଂସ୍କୃତ ଓ ଗୀତାଜ୍ଞାନ । ଲାହୋର ବିଶ୍ୱବିଦ୍ୟାଳୟ ପରିଚାଳନା ବିଜ୍ଞାନର ଏକ ଶ୍ରେଣୀଗୃହ ଭିତରେ ମହାଭାରତ ଓ ଭଗବଦ୍ ଗୀତାର ଅଂଶ ସମେତ…
Read More...