Browsing Tag

Dhenkanal

ସରକାରଙ୍କ ପକ୍ଷରୁ ପାଳନ ହେଉଛି  ଆଙ୍ଗନ କା ଉତ୍ସବ

ଆଉ କୁପୋଷଣ ର ଶିକାର ହେବେ ନାହିଁ ଶିଶୁ । ୧ ବର୍ଷରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ବିକାଶ ପାଇଁ ଅଙ୍ଗନବାଡି କେନ୍ଦ୍ରରେ ପାଳିତ ହେଉଛି ଆଙ୍ଗନ କା ଉତ୍ସବ ।ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ର ସହଯୋଗରେ ଏହି ଦିବସ ପାଳନ କରାଯାଉଥିବା ବେଳେ ପିତା ଙ୍କ ହାତରୁ ପ୍ରସ୍ତୁତ…
Read More...

ମାଆ ଙ୍କୁ ସ୍ୱାଗତ ପାଇଁ ଚଳଚଂଚଳ ଢେଙ୍କାନାଳ ସହର

ଧରାବତରଣ କରିବେ ଧନଦାତ୍ରୀ । ବିଶ୍ଵ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ସରିଲା ମାଟି ଅନୁକୁଳ । ପୂଜା ପ୍ରସ୍ତୁତିକୁ ନେଇ ଏବେ ଢେଙ୍କାନାଳ ସହର ହୋଇଛି ବେଶ୍ ଚଳଚଞ୍ଚଳ । ୪୧ ଗୋଟି ବଜାର କମିଟିର ସଭାପତି ଓ ସମ୍ପାଦକ ଙ୍କୁ ନେଇ ପ୍ରଥମ ଗଜଲକ୍ଷ୍ମୀ ପୂଜା ବୈଠକ ମଧ୍ୟ ସରିଛି । ଯେଉଁଥିରେ ସର୍ବ…
Read More...

ଛତୁ ତୋଳିବାକୁ କେନ୍ଦ୍ରକରି ଗଣ୍ଡଗୋଳ , ଟାଙ୍ଗିଆ ଚୋଟ ରେ ଯୁବକ ଗୁରୁତର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ପଞ୍ଚାୟତ ଜାମୁନାଳୀ ଗାଁରେ ଛତୁ ତୋଳିବାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଛି। ଏଥିରେ ଜଣେ ସମ୍ପର୍କୀୟ ଭାଇଙ୍କ ଟାଙ୍ଗିଆ ଚୋଟରେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି।ଗୁରୁତର ଯୁବକ ହେଉଛନ୍ତି ଜାମୁନାଳୀ ଗାଁର ସରୋଜ ମୁଣ୍ଡା। ସୂଚନା ଅନୁଯାୟୀ, ଛତୁ…
Read More...

ରାଷ୍ଟ୍ର ପ୍ରେମର ବାର୍ତ୍ତା ନେଇ ତ୍ରିରଙ୍ଗା ଯାତ୍ରା

ଢେଙ୍କାନାଳରେ ଆଜି ଜିଲ୍ଲା ସ୍ତରୀୟ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି। ଜିଲ୍ଲା ପ୍ରଶସନ ପକ୍ଷରୁ ଆୟୋଜିତ ଏହି ତ୍ରିରଙ୍ଗା ଯାତ୍ରାରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆବାଳ ବୃଦ୍ଧ ବନୀତା ସାମିଲ ହୋଇଥିଲେ। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ହିନ୍ଦୋଳ ବିଧାୟିକା ସିମାରାଣୀ ନାୟକ,…
Read More...

କପିଳାସ ନିକଟରେ ହୋଇଥିବା ଦୁର୍ଘଟଣାରେ ଜଣେ ମୃତ

ଢେଙ୍କାନାଳ ଗଂଦିଆ ଥାନା ଅନ୍ତର୍ଗତ କପିଳାସ ହରିପୁର ରାସ୍ତାରେ ବସ୍ କାର ମୁହାଁମୁହିଁ ଧକ୍କା ଘଟଣା। ଦୁର୍ଘଟଣାରେ କାର୍ ଚାଳକ ମୃତ। ମୃତକ ହେଲେ ଭୁବନ ବନ୍ଦାଳ ସାହିର  ରଞ୍ଜିତ ମଲ୍ଲିକ। ତିନି ଗୁରୁତର ଆହତ ହେଲେ ରାଜୁ ମଲ୍ଲିକ, ଶିଖର ମଲ୍ଲିକ ଓ ସନ୍ତୋଷ ସାହୁ। ସମସ୍ତେ ଗୋଟିଏ ସାହିର।କାର୍…
Read More...

ରାଜଲକ୍ଷ୍ମୀଙ୍କର ନୁତନ ମନ୍ଦିର ରତ୍ନମୁଦ ଉତ୍ସବ

ଢେଙ୍କାନାଳ ସହରର ମୀନା ବଜାର ମଉଡମଣୀ ରାଜଲକ୍ଷ୍ମୀଙ୍କର ନୁତନ ମନ୍ଦିର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ଜିଲ୍ଲାର ବହୁ ପ୍ରତିଷ୍ଠିତ ବ୍ୟକ୍ତି ରାଜନେତା ତଥା ବୁଦ୍ଧିଜୀବି ଓ ଜନସାଧାରଣ ସାମିଲ ହୋଇଥିଲେ। ମନ୍ଦିର ପରିସରରେ ଭଜନ କିର୍ତ୍ତନ ସହ ହୋମ ଯଜ୍ଞ ଆଦି କର୍ମ ହୋଇଥିଲା।…
Read More...

ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୮ ତମ ଜନ୍ମଦିନ ଅବସରରେ ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଥିବା ରକ୍ତ ଭଣ୍ଡାରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଛି। ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ଉକ୍ତ ରକ୍ତଦାନ ଶିବିର ରେ ପୂର୍ବତନ ନଗରପାଳ…
Read More...

ଢ଼େଙ୍କାନାଳରେ ପୁଣି ଏକ ଦନ୍ତାହାତୀର ମୃ..

ଢ଼େଙ୍କାନାଳରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ। ଢ଼େଙ୍କାନାଳ ବନଖଣ୍ଡ କପିଳାସ ବନାଞ୍ଚଳ ଅନ୍ତର୍ଗତ ଦେଓଝର ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ ହୋଇଛି।ଦନ୍ତା ଟିର ଆନୁମାନିକ ବୟଷ ୧୦ ରୁ ୧୨ ବର୍ଷ ହେବ। ହାତୀ ହାତୀ ମଧ୍ୟରେ ଲଢେ଼ଇ ଯୋଗୁଁ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ର…
Read More...

ମା କନକଦୁର୍ଗାଙ୍କ ତ୍ରିଦିନାତ୍ମକ ବିଶ୍ଵ ଶାନ୍ତି ମହାଯଜ୍ଞ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଖଡଗପ୍ରସାଦ ପାଟଣା ଗ୍ରାମର ଇଷ୍ଟ ଦେବୀ ମା କନକଦୁର୍ଗାଙ୍କ ତ୍ରିଦିନାତ୍ମକ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ  ହୋଇଯାଇଛି। ତା ସହିତ ମା'ଙ୍କର ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ କରାଯାଇ ମା' କନକଦୁର୍ଗା ଙ୍କର ବିଗ୍ରହକୁ ନୁତନ ମନ୍ଦିର ରେ ପ୍ରତିଷ୍ଠା…
Read More...

ଭାରତମାତା ସେବା ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର

ରାଷ୍ଟ୍ରୀୟ ନବ ବର୍ଷ ଉପଲକ୍ଷେ ଭାରତମାତା ସେବା ଅନୁଷ୍ଠାନ ପକ୍ଷରୁ ହସ୍ପିଟାଲ ରକ୍ତ ଭଣ୍ଡାର ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଖରାଦିନରେ ରକ୍ତର ଅଭାବ ଓ ଏହାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଶିବିରର ଆୟୋଜନ କରାଯାଉଥିବା ଆୟୋଜକ କହିଛନ୍ତି। ଢେଙ୍କାନାଳ ରକ୍ତଭଣ୍ଡାର…
Read More...