୨୦୦୦ କିଲୋମିଟର କ୍ଷମତା ବିଶିଷ୍ଟ ଅଗ୍ନି ପ୍ର।।ଇମ୍ ର ସଫଳ ପରୀକ୍ଷଣ

ବାଲେଶ୍ୱର(ରିପୋର୍ଟର୍ସ ଟୁଡେ) ଭାରତ ସୋମବାର ଦିନ ସଫଳତାର ସହ ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ ହୋଇଯାଇଛି । ଏହି ପରୀକ୍ଷଣ ଓଡିଶାର ଚାନ୍ଦିପୁର ରୁ କରାଯାଇଛି । ଅବଦୁଲ କାଲାମ୍ ଦ୍ୱୀପରୁ ଡିଆରଡିଓ ଦ୍ୱାରା ଏହା ପରୀକ୍ଷା କରାଯାଇଥିଲା । ଏହ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୧୦୦୦ରୁ ୨୦୦୦ କିଲୋମିଟର ରହିଛି । ୧୦୦୦ କିଲୋଗ୍ରାମ୍ର ଆଣବିକ ଅସ୍ତ୍ର ବହନ କରିବାର କ୍ଷମତା ରଖିଛି । ଭାରତର ପ୍ରଥମ ମଧ୍ୟବର୍ତ୍ତି ଅଗ୍ନି କ୍ଷେପଣାସ୍ତ୍ର ୧୯୮୯ ରେ ହୋଇଥିଲା । ପ୍ରଥମ ଅଗ୍ନି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଦୂରତା ୭୦୦ ରୁ ୯୦୦ କିଲୋମିଟର ଥିଲା ।