ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ:- ଆଜି ହେଉଛି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ । ସେଥିପାଇଁ ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ଛତିଶା ନିଯୋଗର ନୀତି ନିର୍ଘଣ୍ଟ ଅନୁସାରେ ସମସ୍ତ ନୀତିକାନ୍ତି ଚାଲିଛି । ରାତ୍ର ପ୍ରାୟ ୨ଟା ୨୦ରୁ ଫିଟିଛି ଶ୍ରୀମନ୍ଦିର ଦ୍ୱାର । ୩ଟା ରେ ମଙ୍ଗଳ ଆଳତି ବଢି ମଇଲମ, ତଡପଲାଗି ଓ ଅବକାଶ ନୀତି ଶେଷ ହୋଇଛି । ୫.୨୦ରେ ଗୋପାଳବଲ୍ଲଭ ୫.୫୫ରେ ସକାଳଧୂପ ଓ ୭.୧୫ରେ ଉଠିଛି ଭୋଗମଣ୍ଡପ । ତେବେ ଦୈନନ୍ଦିନ ନୀତିକାନ୍ତି ଆଗକୁ ବଢିଛି । ଦିନ ୧୨ ଟା ୩୦ ସୁଦ୍ଧା ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ । ଗ୍ରହଣ ସ୍ପର୍ଶ ମାତ୍ରେ ମହାପ୍ରଭୁଙ୍କର ମହାସ୍ନାନ ହେବ । ତତ୍ ପରେ ଖଇକୋରା ଭୋଗ ହୋଇ ଅନ୍ୟାନ୍ୟ ନୀତିକାନ୍ତି ଆଗକୁ ବଢିବ ।

Five more doors inside the complex of the Puri Lord Jagannath Temple  complex will dazzle with all new look as plans are afoot to coat the gates  in the 12th-century shrine with