(ରିପୋର୍ଟସ ଟୁଡେ): ପ୍ରାୟ ୩୦ ଦିନ ଧରି ସାରା ଓଡିଶା ରେ ଆନ୍ଦୋଳନ ଯୋର ହେବାରେ ଲାଗିଛି । ସ୍ଥାୟୀ ନିଯୁକ୍ତି ଦାବିରେ ବ୍ଲକ ଗ୍ରାଣ୍ଡ ଶିକ୍ଷକ ୨୭ ଦିନ ହେବ ରାଜରାସ୍ତାରେ ବସିବା ହେଉ କି ଯୁନିଅର ଶିକ୍ଷକ ସମାନ କାମକୁ ସମାନ ଦରାମା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇବା ହେଉ ଦିନକୁ ଦିନ ସରକାରୀ କର୍ମଚାରୀଙ୍କ ଦାବି ବଢିବାରେ ଲାଗିଛି ସିନା କମିବାର ନାମ ନେଉନି ।
ସେପଟେ ପଶ୍ଚିମ ଓଡିଶାରେ ଓକିଲମାନଙ୍କ ସ୍ଥାଇ ବେଚଂ କେବେ ସ୍ୱାଭିବିକ ହେବ ସରକାରୀ କାର୍ଯ୍ୟାଳୟ ନେଇ ତିବ୍ର ଆନ୍ଦୋଳନ ବଢିବା ବେଳେ କଟକରେ ଓକିଲଙ୍କୁ ମାଡ ମାରିବା ଘଟଣାର ତିବ୍ର ସ୍ୱର ଏ ପର୍ଯ୍ୟନ୍ତ କମିନି । ତା ସହ ଏପଟେ ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କ ଆନ୍ଦୋଳନ ମଧ୍ୟ ଯାରି ରହିଛି । ତାହାଲେ ଆସନ୍ତୁ ଶୁଣିବା ପିସିସି ସଭାପତି ଓ ବିଜେଡି ନେତା ସମିର ଦାସ ୟା ଉପରେ କ’ଣ ପ୍ରତିକ୍ରିୟା ରଖିଛନ୍ତି ।