ବଜାରରୁ ହଟିବ ୨ହଜାର ଟଙ୍କିଆ ନୋଟ୍

ନୂଆଦିଲ୍ଲୀ:ଭାରତୀୟ ରିଜର୍ଭ ବ୍ୟାଙ୍କ ବଜାରରୁ ୨୦୦୦ ହଜାର ଟଙ୍କିଆ ନୋଟ୍ ଫେରାଇନେବାକୁ ଘୋଷଣା କରିଛି। ଗ୍ରାହକମାନେ ବ୍ୟାଙ୍କରେ ସେପ୍ଟେମ୍ବର ୩୦ ସୁଦ୍ଧା ୨ହଜାର ଟଙ୍କିଆ ନୋଟ ଫେରାଇ ଦେବାକୁ ଆଜି ଘୋଷଣା କରିଛି। ବଜାରରୁ ହଟିବ ୨ହଜାର ଟଙ୍କିଆ ନୋଟ୍ ।ଆଉ ଛପା ହେବନି ୨ହଜାର ଟଙ୍କିଆ ନୋଟ୍ ।୨ ହଜାର ଟଙ୍କିଆ ନୋଟ ଫେରେଇ ନେବାକୁ ଜଈଓ ର ନିଷ୍ପତ୍ତି
ଡ଼ିସେମ୍ବର ପରେ ୨ହଜାର ଟଙ୍କା ଅଚଳ ।ଏବେ ବଜାରରେ ଥିବା ୨ହଜାର ଟଙ୍କା ସଚଳ ରହିବ ।ଥରକେ ସର୍ବାଧିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବଦଳାଇ ହେବ
ଆଜି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇ କୁହାଯାଇଛି ଯେ ବଜାରରୁ ଧୀରେ ଧୀରେ ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯିବ । ତେବେ ଏବେ ବଜାରରେ ଉପଲବ୍ଧ ୨ ହଜାର ଟଙ୍କିଆ ନୋଟ ବୈଧ ରହିବ । ବିଦାୟ ନେଲେ ବି ଏବେ ଅଚଳ ହେବନି ୨ ହଜାର ଟଙ୍କିଆ ନୋଟ୍। ମେ’ ୨୩ରୁ ବ୍ୟାଙ୍କମାନଙ୍କରେ ବଦଳାଇ ହେବ ୨ ହଜାର ଟଙ୍କିଆ।