ମାଟ୍ରିକର ବାକି ୩ଟି ପରୀକ୍ଷା ପାଇଁ ନିୟମରେ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ୱର: ଚଳିତ ବର୍ଷ ଚାଲିଛି ମାଟ୍ରିକ ପରୀକ୍ଷା । କପି ରେକିବା ପାଇଁ ନିଆ ଯାଇଛି ଅନେକ ପଦକ୍ଷେପ । ପଶ୍ନପତ୍ର କଡାସୁରକ୍ଷା ବଳୟରେ ରହୁଥିବାବେଳେ ସଠିକ ସମୟରେ ପହଁଞ୍ଚୁଛି ନୋଡାଲ ସେଣ୍ଟରରେ । କିନ୍ତୁ ଆସନ୍ତା କାଲି ଠାରୁ ସେହି ସମୟକୁ ପରିବର୍ତ୍ତନ କରି ନୂତନ ସମୟ ଲଗୁ କରାଯାଇଛି । ସକାଳ ୬:୩୦ମିନିଟିରେ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ନେଇ ଟିମ ବାହାରିବା ସହିତ ୬:୪୫ରୁ ୭:୩୦ ମଧ୍ୟରେ ହସ୍ତାନ୍ତର ହେବ ପରିକ୍ଷା ପ୍ରଶ୍ନପତ୍ର । ନିୟମ ଅନୁଯାଇ କାର୍ଯ୍ୟନହେଲେ କର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି କହିଛ ମାଧ୍ୟମିକ ଶିକ୍ଷା ବୋଡ ।