(ରିପୋର୍ଟସ ଟୁଡେ): ଆସନ୍ତା କାଲ ଦିଲ୍ଲିରେ ଜିଏସଟି ସମ୍ପର୍କିତ କାଉନସିଲି ବୈଠକ ଅନୁଷ୍ଟିତ ହେବାକୁ ଯାଉଛି । ସେଇ କାଉନସିଲି ବୈଠକରେ ଅର୍ଥମନ୍ତ୍ରୀ ଶଶୀ ଭୁଷଣ ବେହେରା ଯୋଗ ୍ଦେବେ । ଦିନକୁ ଦିନ ତୈଳଦର ବୃଦ୍ଧିକୁ ନେଇ ଜନ ଅସନ୍ତୋଷ ଦେଖାଦେଉଥିବା ବେଳେ । ପେଟ୍ରୋଲ ଆଉ ଡିଜେଲକୁ ଜିଏସଟି ପରିଭୃକ୍ତ କରିବା ନେଇ ଆଲୋଚନା କରିବେ ।