ପୁଣି ଚମକିଲେ ଦୌଡରାଣୀ ଦୂତି ଚାନ୍ଦ

0

( ମମତା ସାମଲ) : ମାଲେସିଆରେ ଚାଲିଥିବା ଏସିଆନ କ୍ରୀଡାରେ ପୁଣି ଚମକିଲେ ଓଡିଆ ଧାବିକା ଦୂତି ଚାନ୍ଦ । ୨୦୦ ମିଟର ଦୌଡ ପ୍ରତିଯୋଗିତାର ଫାଇନାଲ୍ରେ ରୌପ ପଦକ ଜିତିଛନ୍ତି । ୨୩.୨୦ ସେକେଣ୍ଡରେ ଦୁଇଶହ ମିଟର ଅତିକ୍ରମ କରିଛନ୍ତି ଦୂତୀ । ଏହା ପୂର୍ବରୁ ୧୦୦ ମିଟର ଦୌଡରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ ଦୂତି । ତାଙ୍କ ଏଭଳି ସଫଳତା ପରେ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।