ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଆଜି ଓଡିଶା ଗ୍ରସ୍ତରେ ଆସିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ଥିବା ଡାକୋଡା ବୁଲି ଦେଖିଛନ୍ତି ।ତାଙ୍କ ସହ ଏକ ଟିମ ମଧ୍ୟ ବୁଲି ଡାକେଟା ଦେଖିଛନ୍ତି ।ତେବେ ଇଣ୍ଡୋନେସିଆ ରଷ୍ଟ୍ରଦୂତଙ୍କ ସହ ଏସ କ୍ରିଷ୍ଣମୂର୍ତ୍ତି ଓ ଓଡିଶା ଚିପ ସେକ୍ରେଟେରୀ ଲୋକଶେବା ଭବନରେ ପ୍ରଦୀପ ଜେନା ରଷ୍ଟ୍ରଦୂତଙ୍କୁ ସମ୍ମାନିତ କରିଛନ୍ତି । ଡାକୋଟାକୁ ଦେଖି ଭାବ ବିହ୍ୱଳ ହୋଇଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରଦୂତ । ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିବା ସହ ଦୁର୍ବିପାକ ମୁକାବିଲା ଓ ଜଳ ପରିଚାଳନାରେ ଓଡ଼ିଶା ଚମ୍ପିଆନ ବୋଲି ସେ କହିଛନ୍ତି । ଅଧିକାରୀଙ୍କୁ ପ୍ରଶିକ୍ଷଣ ନେବାକୁ ସେ ଇଣ୍ଡୋନେସିଆ ସରକାରଙ୍କୁ ସୁପାରିସ କରିବେ ବୋଲି କହିଛନ୍ତି । ଆଗାମୀ ବର୍ଷ ବାଲିଯାତ୍ରାକୁ ୭୫ବର୍ଷ ପୂରିବ ।ଓଡ଼ିଶା -ଇଣ୍ଡୋନେସିଆ ମଧ୍ୟରେ ସ୍ବତନ୍ତ୍ର କାର୍ୟ୍ୟକ୍ରମ କରାଯିବ ବୋଲି ସେ କହିଛନ୍ତି । ଓଡ଼ିଶା ସରକାରଙ୍କ ବାଲିଯାତ୍ରରେ ଏଥର ଇଣ୍ଡୋନେସିଆ ରାଷ୍ଟ୍ରଦୂତ କହିଛନ୍ତି ।