Browsing Category

ବିଶ୍ୱ

ପାକିସ୍ତାନର ଆକ୍ରମଣକୁ ନିନ୍ଦା

ବାଂଲାଦେଶ :- ଗତକାଲି ରାତିରେ ପାକିସ୍ତାନ, ଆଫଗାନିସ୍ତାନ ଉପରେ ପୁଣି ଆକ୍ରମଣ କରିଛି। ପାକିସ୍ତାନୀ ବାୟୁସେନାର ଯୁଦ୍ଧ ବିମାନ ଗୁଡ଼ିକ, ରାଜଧାନୀ କାବୁଲର ଅନେକ ଅଞ୍ଚଳକୁ ଟାର୍ଗେଟ କରିଥିଲା । ଯେଉଁଥିରେ ଏକ ହସ୍ପିଟାଲ ମଧ୍ୟ ସାମିଲ ଥିଲା। ଫଳରେ ୪୦୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୨୫୦…
Read More...

ମଧ୍ୟପ୍ରାଚ୍ୟରେ ବଢିଚାଲିଛି ଉତେଜନା ଆଉ ଦିନକୁ ଦିନ ଏହାର ସ୍ଥିତି ଜଟିଳ ହେଉଛି ।

ମଧ୍ୟପ୍ରାଚ୍ୟରେ ବଢିଚାଲିଛି ଉତେଜନା ଆଉ ଦିନକୁ ଦିନ ଏହାର ସ୍ଥିତି ଜଟିଳ ହେଉଛି । ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକାର ସେନା ଇରାନର ଖାର୍ଗ ଦ୍ୱୀପରେ ପ୍ରବଳ ବୋମା ମାଡ଼ କରିଛି। ଇରାନ ଖାର୍ଗ ଦ୍ୱୀପରେ…
Read More...

ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନି ଗୁରୁତର ଆହତ! ଟ୍ରମ୍ପଙ୍କ ବଡ଼ ଦାବି

New Delhi: ଆମେରିକାର ପୂର୍ବତନ ରାଷ୍ଟ୍ରପତି Donald Trump ଇରାନର ନୂତନ ସର୍ବୋଚ୍ଚ ନେତା Mojtaba Khameneiଙ୍କ ସମ୍ପର୍କରେ ଏକ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। Fox News ସହିତ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ମୋଜତାବା ଖାମେନି ଜୀବିତ ଥିଲେ ମଧ୍ୟ ସେ ଗୁରୁତର ଭାବେ ଆହତ…
Read More...

ମଧ୍ୟପ୍ରାଚ୍ୟ ସମସ୍ୟା ମଧ୍ୟରେ ଇରାନ ସହ ୩ ପର୍ଯ୍ୟାୟ ଆଲୋଚନା: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଅଶାନ୍ତି ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଓ ତାଙ୍କ ଇରାନୀ ପ୍ରତିପକ୍ଷଙ୍କ ମଧ୍ୟରେ ଗତ କିଛି ଦିନ ମଧ୍ୟରେ ତିନୋଟି ପର୍ଯ୍ୟାୟର ଆଲୋଚନା ହୋଇଥିବା କଥା MEA ଗୁରୁବାର ସୂଚନା ଦେଇଛି। MEA ଅନୁସାରେ, ଏହି ଆଲୋଚନାରେ ମଧ୍ୟପ୍ରାଚ୍ୟର…
Read More...

ପ୍ରତିରକ୍ଷା ଚୁକ୍ତି ନେଇ ଚର୍ଚ୍ଚା ମଧ୍ୟରେ ସାଉଦି ଆରବ ଗସ୍ତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ

ନୂଆଦିଲ୍ଲୀ :ପାକିସ୍ତାନର ପ୍ରଧାନମନ୍ତ୍ରୀ ସେହେବାଜ୍ ସରିଫ୍ ଗୁରୁବାର ଏକ ସରକାରୀ ଗସ୍ତରେ ସାଉଦି ଆରବରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ହୋଇଥିବା ପ୍ରତିରକ୍ଷା ଚୁକ୍ତି ନେଇ ଆନ୍ତର୍ଜାତୀୟ ମଞ୍ଚରେ ଚର୍ଚ୍ଚା ବଢ଼ିଛି। ସୂଚନା ଅନୁସାରେ, ପାକିସ୍ତାନ ଏବଂ…
Read More...

ଯୁଦ୍ଧ ମଧ୍ୟରେ ଆହତ ହେଲେ କି ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମିନୀ

ନୂଆଦିଲ୍ଲୀ: ଆମେରିକା ଓ ଇସ୍ରାଏଲ୍‌ର ଆକ୍ରମଣ ସହିତ ମଧ୍ୟପ୍ରାଚ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମିନୀଙ୍କୁ ନେଇ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ଯୁଦ୍ଧ ସମୟରେ ଆହତ ହୋଇଥିଲେ ମଧ୍ୟ ସେ ବର୍ତ୍ତମାନ ସୁରକ୍ଷିତ ଓ ସୁସ୍ଥ ଅଛନ୍ତି ବୋଲି ଇରାନ…
Read More...

ମଧ୍ୟପ୍ରାଚ୍ୟ ସଙ୍କଟ ସତ୍ତ୍ୱେ LPG ଓ LNGର ରହିବନି ଅଭାବ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଅଞ୍ଚଳର ତଣ୍ଟାତଣି ସତ୍ତ୍ୱେ ଭାରତରେ LPG ଓ LNG ଯୋଗାଣରେ କୌଣସି ଅଭାବ ହେବ ନାହିଁ ବୋଲି କେନ୍ଦ୍ର ସରକାର ପକ୍ଷରୁ ସ୍ପଷ୍ଟ କରାଯାଇଛି। ସରକାରୀ ସୂଚନା ଅନୁସାରେ ବିଶ୍ୱବ୍ୟାପୀ ଭାବେ ଅଶୋଧିତ ତୈଳର କୌଣସି ଅଭାବ ନାହିଁ ଏବଂ ଭାରତର ଇନର୍ଜି ସୁରକ୍ଷା ପାଇଁ…
Read More...

ସେୟାର ବଜାରରେ ହାହାକାର: ଦ୍ୱିତୀୟ ଦିନ ଲଗାତାର କ୍ରାସ୍

ନୂଆଦିଲ୍ଲୀ: ହୋଲିର ଖୁସି ମଧ୍ୟରେ ନିବେଶକଙ୍କ ପାଇଁ ଆସିଛି ଦୁଃଖଦ ଖବର। ଲଗାତାର ଦ୍ୱିତୀୟ ଦିନ ପାଇଁ ଘରୋଇ ପୁଞ୍ଜି ବଜାରରେ ଭୟଙ୍କର ପତନ ଦେଖିବାକୁ ମିଳିଛି। ଆଜି ବଜାର ଖୋଲିବା ସହିତ BSE Sensex ପ୍ରାୟ ୧୭୦୦ ଅଙ୍କ ଓ NIFTY 50 ୫୩୦ ପଏଣ୍ଟ ହ୍ରାସ ପାଇଥିଲା। ପ୍ରତିଶତ ଆଧାରରେ ସେନସେକ୍ସ…
Read More...

ଇସ୍ରାଏଲର କଠୋର ଚେତାବନୀ: ଇରାନର ନୂଆ ସର୍ବୋଚ୍ଚ ନେତା ହେବେ ଟାର୍ଗେଟ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବିବାଦ ଆହୁରି ତୀବ୍ର ରୂପ ନେଇଛି। Israel Katz କଠୋର ଚେତାବନୀ ଜାରି କରି କହିଛନ୍ତି ଯେ, ଇରାନରେ ସର୍ବୋଚ୍ଚ ନେତା ପଦରେ ଯେକୌଣସି ନୂଆ ବ୍ୟକ୍ତି ଚୟନ ହେଉନା କାହିଁକି, ଯଦି ସେ ଇସ୍ରାଏଲ ବିରୋଧରେ କାର୍ଯ୍ୟ କରିବେ କିମ୍ବା ଦେଶର ଧ୍ୱଂସ ପାଇଁ ଷଡଯନ୍ତ୍ର…
Read More...

ଆମେରିକା–ଇରାନ ଯୁଦ୍ଧ: ଅଶୋଧିତ ତୈଳ ଦରରେ ୧୨% ବୃଦ୍ଧି, ଭାରତ ଉପରେ ପ୍ରଭାବ

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ବଢୁଥିବା ବିବାଦର ପ୍ରଭାବ ଏବେ ବିଶ୍ୱ ତୈଳ ବଜାରରେ ସ୍ପଷ୍ଟ ଭାବେ ଦେଖାଦେଇଛି। ଅଶୋଧିତ ତୈଳ ଦର ନିକଟତମ ସମୟରେ ପ୍ରାୟ ୧୨ ପ୍ରତିଶତ ବଢିଥିବାରୁ ଆନ୍ତର୍ଜାତୀୟ ବଜାରରେ ଚିନ୍ତାର ପରିସ୍ଥିତି ସୃଷ୍ଟି ହୋଇଛି। ବିଶ୍ୱର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତୈଳ…
Read More...