Browsing Category
ବିଶ୍ୱ
ଖାର୍ଗ ଦ୍ୱୀପ ଆକ୍ରମଣ ପରେ ଟ୍ରମ୍ପଙ୍କ ବଡ଼ ଚେତାବନୀ, ବଢିଲା ବିଶ୍ୱରେ ଉତ୍ତେଜନା
Iran-US War: ମଧ୍ୟପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ Donald Trump ଇରାନକୁ ନେଇ ଆକ୍ରମକ ବକ୍ତବ୍ୟ ଦେଇ ବିଶ୍ୱ ମଞ୍ଚରେ ଚର୍ଚ୍ଚାକୁ ଜୋରଦାର କରିଛନ୍ତି। Kharg Island ଉପରେ ଆକ୍ରମଣ ପରେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ବିଶ୍ୱସ୍ତରରେ ଚିନ୍ତା ବଢାଇ ଦେଇଛି।
ଟ୍ରମ୍ପ ତାଙ୍କ…
Read More...
Read More...
ପାକିସ୍ତାନୀ ଟ୍ରାନ୍ସଜେଣ୍ଡର କାର୍ଯ୍ୟକର୍ତ୍ତାଙ୍କ ବିବାଦୀୟ ବୟାନ, ସୋସିଆଲ୍ ମିଡିଆରେ ଚର୍ଚ୍ଚା
Pakistan: ପାକିସ୍ତାନର ଜଣେ ଟ୍ରାନ୍ସଜେଣ୍ଡର କାର୍ଯ୍ୟକର୍ତ୍ତା ହିନା ବଲୁଚଙ୍କ ବିବାଦୀୟ ବୟାନକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ସେ ଦେଇଥିବା ମତାମତକୁ ନେଇ ବିଭିନ୍ନ ପକ୍ଷରୁ ପ୍ରତିକ୍ରିୟା ଆସୁଛି।
ଏକ ସାକ୍ଷାତକାରରେ ହିନା ବଲୁଚ କହିଥିଲେ ଯେ, ପାକିସ୍ତାନରେ ଲୋକମାନେ…
Read More...
Read More...
ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ତୈଳ ସଙ୍କଟ, ଇସଲାମାବାଦରେ ୩୦ ଦିନ ପାଇଁ ମାଗଣା ପରିବହନ
Pakistan: ଇରାନ ସମ୍ପର୍କିତ ଭୂରାଜନୈତିକ ତଣାପୋଡ଼ା ମଧ୍ୟରେ ପାକିସ୍ତାନରେ ତୈଳ ସଙ୍କଟ ଗଭୀର ହେଉଥିବା ଦେଖାଯାଇଛି। ତୈଳ ଅଭାବ ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦର ଦ୍ରୁତ ଗତିରେ ବୃଦ୍ଧି ପାଇଛି, ଯାହା ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି।
ଏହି ପରିସ୍ଥିତିକୁ ଦେଖି ପାକିସ୍ତାନର…
Read More...
Read More...
ଆମେରିକାରେ ଟ୍ରମ୍ପଙ୍କ ନୂତନ ଶୁଳ୍କ ନୀତି: ବ୍ରାଣ୍ଡେଡ୍ ଔଷଧରେ ୧୦୦% ଟାରିଫ୍
ଆମେରିକା: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରିଛନ୍ତି। ପ୍ରଥମ ନିର୍ଦ୍ଦେଶ ଅନୁସାରେ, ଆମେରିକାକୁ ଆମଦାନି ହେଉଥିବା ବ୍ରାଣ୍ଡେଡ୍ ଔଷଧ ଉପରେ ୧୦୦% ଶୁଳ୍କ ଲାଗୁ କରାଯାଇଛି। ଦ୍ୱିତୀୟ ନିର୍ଦ୍ଦେଶରେ ଇସ୍ପାତ,…
Read More...
Read More...
ଲଞ୍ଚ ହେଲା ଆର୍ଟେମିସ୍-୨ ମିଶନ, ୫୩ ବର୍ଷ ପରେ ପୁଣି ଚନ୍ଦ୍ର ନିକଟକୁ ମାନବ ଯାତ୍ରା
New Delhi: ଆମେରିକାର ଅନ୍ତରିକ୍ଷ ସଂସ୍ଥା NASA ପକ୍ଷରୁ ସବୁଠୁ ମହତ୍ତ୍ୱାକାଂକ୍ଷୀ ଆର୍ଟେମିସ୍-୨ ମିଶନକୁ ସଫଳତାର ସହ ଲଞ୍ଚ କରାଯାଇଛି। ୫୩ ବର୍ଷ ପରେ ପୁଣିଥରେ ମାନବ ଚନ୍ଦ୍ର ନିକଟକୁ ଯାତ୍ରା କରୁଥିବାରୁ ଏହା ଐତିହାସିକ ମିଶନ ଭାବେ ଦେଖାଯାଉଛି।ଫ୍ଲୋରିଡାର Kennedy Space Centerରୁ ୪…
Read More...
Read More...
ଇରାନର ଇସଫାହାନରେ ଆମେରିକାର ଭୟଙ୍କର ଆକ୍ରମଣ, ବଙ୍କର-ବଷ୍ଟର ବୋମାରେ କମ୍ପିଲା ସହର
New Delhi: ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ ଘଟିଥିବା ସୂଚନା ମିଳିଛି। United States ପକ୍ଷରୁ Iranର Isfahan ସହରରେ ଥିବା ଏକ ମହତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ଠିକଣା ଉପରେ ଶକ୍ତିଶାଳୀ ବାୟୁ ଆକ୍ରମଣ କରାଯାଇଛି। ରିପୋର୍ଟ ଅନୁସାରେ, ଏହି ଆକ୍ରମଣରେ ପ୍ରାୟ ୯୦୦ରୁ ୧୦୦୦ କିଲୋ ଓଜନର…
Read More...
Read More...
ଟ୍ରମ୍ପଙ୍କ ବିରୋଧରେ ୮୦ ଲକ୍ଷ ଲୋକ
ଗତ ଶନିବାର ଆମେରିକାରେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ "ନୋ କିଙ୍ଗସ୍ ରାଲି"ରେ ୮୦ ଲକ୍ଷ ଲୋକ ସାମିଲ ହୋଇଥିଲେ । ୫୦ଟି ରାଜ୍ୟର, ୩,୩୦୦ ରୁ ଅଧିକ ସ୍ଥାନରେ ଏହି ପ୍ରଦର୍ଶନ କରାଯାଇଥିଲା। ଆୟୋଜକମାନେ କହିଛନ୍ତି ଯେ, ଅକ୍ଟୋବରରେ ପୂର୍ବ ନୋ କିଙ୍ଗସ୍ ପ୍ରଦର୍ଶନ ତୁଳନାରେ, ଏଥର ପ୍ରାୟ ୧୦…
Read More...
Read More...
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସାମ୍ନାକୁ ଆସିଲା ବଡ ଖବର ।
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପ୍ରଭାବରେ ଏବେ ଦେଶରେ ଆର୍ଥିକ ସଙ୍କଟ ଦେଖିବାକୁ ମିଳିଛି । ଦେଶବ୍ୟାପୀ ଲକ୍ ଡାଉନ ସମ୍ପର୍କରେ ଗୁଜବ ସମ୍ପର୍କରେ ସରକାର ଏକ ଦୃଢ଼ ଏବଂ ସ୍ପଷ୍ଟ ମତ ଗ୍ରହଣ କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଦୃଢ଼ ଭାବରେ କହିଛନ୍ତି ଯେ…
Read More...
Read More...
ଆଜି ମୁମ୍ବାଇ ଓ କୋଲକତା
ଚଳିତ ସିଜିନର ଓଚଖର ଦ୍ୱିତୀୟ ମ୍ୟାଚ୍, ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ମ୍ୟାଚ ଟି ମୁମ୍ବାଇର ଘରୋଇ ପଡ଼ିଆ, ୱାଙ୍ଖଡେ ଷ୍ଟାଡିୟମରେ ସନ୍ଧ୍ୟା ୭:୩୦ ରେ ଆରମ୍ଭ ହେବ । ଏବଂ ସନ୍ଧ୍ୟା ୭ ଟାରେ ଟସ୍ ପଡିବ। ପୂର୍ବରୁ ଗଓ ପାଞ୍ଚ ଥର ଚାମ୍ପିଅନ୍…
Read More...
Read More...
ନେପାଳରେ ରାଜନୀତିକ ହଲଚଲ: ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଗିରଫ
New Delhi: ନେପାଳର ରାଜନୀତିରେ ବଡ଼ ଉତ୍ତେଜନା ସୃଷ୍ଟି ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ KP Sharma Oliଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ନୂତନ ପ୍ରଧାନମନ୍ତ୍ରୀ Balen Shah ଦାୟିତ୍ୱ ଗ୍ରହଣ କରିବା ପରେ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବା କୁହାଯାଉଛି। ସରକାର ଗଠନ ପରେ…
Read More...
Read More...