Browsing Category
ପାଣିପାଗ
ସର୍ବନିମ୍ନ ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି: ବଢ଼ିବ ଖରା ପ୍ରକୋପ
ଭୁବନେଶ୍ୱର : ଜାନୁଆରୀ ସରିନି ହେଲେ ସରିଗଲାଣି ଶୀତ । ମାଘରେ ବାଘୁଆ ଶୀତ କୁହାଯାଉଥିବା ବେଳେ ମାଘ ମାସ ନସରୁଣୁ ଆସିଗଲାଣି ଖରା । କମିଲାଣି ଶୀତ ବଢିଲାଣି ତାତି । ଆଜିଠୁ ସର୍ବନିମ୍ନ ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଏବଂ ଖରା ପ୍ରକୋପ ବଢ଼ିବ ବୋଲି ଭୁବନେଶ୍ବର…
Read More...
Read More...
ଆସନ୍ତାକାଲି ଠାରୁ ଛଟପଟ କରିବ ଖରା
ଭୁବନେଶ୍ୱର; କାଲିଠୁ ପ୍ରବଳ ଖରା । ଫେବୃଆରୀରୁ ନହେଉଣୁ ଖରାରୁ ତ୍ରାହି ନାହିଁ । ଆସନ୍ତାକାଲି ଠାରୁ ପଥଚାରୀଙ୍କୁ ଛଟପଟ କରିବ ଖରା । ଗୋଟିଏ ସପ୍ତାହ ପର୍ଯ୍ୟନ୍ତୁ ତାତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଖାଲି ୪୮ ଘଣ୍ଟା ଘନ କୁହୁଡି ଅସ୍ତବ୍ୟସ୍ତ କରିବ । ସ୍ବାଭାବିକ…
Read More...
Read More...
ରାଜ୍ୟରେ କଲବଲ କରୁଛି କୁହୁଡି: ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ
ଭୁବନେଶ୍ୱର: ସକାଳୁ ରାଜ୍ୟରେ କଲବଲ କଲାଣି କୁହୁଡି । ଆଜି ବଡ଼ି ଭୋରରୁ ଟ୍ୱିନ ସିଟି ସହ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି । ଏଥିଯୋଗୁ ହୋଇ ପଡ଼ିଛି । ବୁଧବାର ଗଞ୍ଜାମ, ଗଜପତି, ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ାରେ ଘନ କୁହୁଡ଼ି ଦେଖାଯିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ…
Read More...
Read More...
ଆସନ୍ତା ତିନି ଦିନ ଆଉ ବଢ଼ିବ ରାତି ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ଶୀତ ଆହୁରି କମିପାରେ । ଆସନ୍ତା ତିନି ଦିନ ରାତି ତାପମାତ୍ରା ଆଉ ୨ରୁ ୪ ଡିଗ୍ରୀ ବଢ଼ିବ । ଏହା ପ୍ରଭାବରେ ରାତିରେ ଶୀତ କମିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ବଢ଼ିବା ସହ ଦିନ ବେଳାର ତାତି ବି ଉପରମୁହାଁ …
Read More...
Read More...
କାଲିଠୁ ରାଜ୍ୟରେ ବଢିବ ତାପମାତ୍ରା କମିବ ଶୀତ
ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲିଠୁ ତାପମାତ୍ରା ବଢିବା ସହିତ ଶୀତର ପ୍ରକୋପ କମିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଶୀତ କମିବା ନେଇ ସମ୍ଭାବନା କରହିଛି । ଆସନ୍ତା ୨୨ ଏବଂ ୨୩ ରେ ବଙ୍ଗୋପସାଗରରେ ଗୁରୁଚାପ ବଳୟ ସୃଷ୍ଟି ହେବାର…
Read More...
Read More...
ପାରଦ ଖସିଥିବାରୁ ଓଡିଶାରେ ଜାଡ ପ୍ରବଳ
ଭୁବନେଶ୍ୱର; ଥରୁଛି ଓଡିଶା । କୁହୁଡି ସାଙ୍ଗକୁ ସୁଲୁ ସୁଲିଆ ପବନ । ଓଃ କି ଶୀତ । ସକାଳୁ ସକାଳୁ କୁହୁଡି ଚାଦରରେ ଘୋଡି ହୋଇଥାଏ ରାସ୍ତାଘାଟ । ଏହି କୁହୁଡି ପାଇଁ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେପଟେ ପାରଦ ଖସିଥିବାରୁ ଓଡିଶାରେ ଜାଡ ପ୍ରବଳ । ଆହୁରି ୪ରୁ ୫ଦିନ…
Read More...
Read More...
କୁହୁଡି ଘେରରେ ରାଜ୍ୟ ; ୩ଜିଲ୍ଲାକୁ ୟେଲ୍ଲୋ ଆଲର୍ଟ
ଭୁବନେଶ୍ୱର : ରାଜ୍ୟରେ ଲାଗି ରହିଛି ଶୀତ । ତା ସାଙ୍ଗକୁ କୁହୁଡି । ଏନେଇ ୩ ଜିଲ୍ଲାକୁ ୟେଲ୍ଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କଳାହାଣ୍ଡି , କନ୍ଧମାଳ ଏବଂ କୋରାପୁଟକୁ ସତର୍କ କରାଯାଇଛି । ଅନ୍ୟପଟେ ଆସନ୍ତା ୧୭ରୁ ରାଜ୍ୟରେ ପୁଣି ବଢିବ ଶୀତ । ସ୍ୱାଭାବିକଠାରୁ ୨ରୁ ୪…
Read More...
Read More...
୧୪ ତାରିଖ ଯାଏଁ ୧୦ ଜିଲ୍ଲାରେ କୁହୁଡି ସମ୍ଭାବନା
ଭୁବନେଶ୍ୱର : ରାଜ୍ୟରେ କୁହୁଡି ଯୋଗୁଁ ଯାତାୟତ କଷ୍ଟକର ହୋଇପଡିଛି । ୧୪ ତାରିଖ ଯାଏଁ ୧୦ ଜିଲ୍ଲାରେ କୁହୁଡି ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । । ଜିଲ୍ଲାଗୁଡିକ ହେଲା – ଝାରସୁଗୁଡା, ପୁରୀ, ସମ୍ବଲପୁର, କଳାହାଣ୍ଡି, ଯାଜପୁର, ଭଦ୍ରକ, ଗଞ୍ଜାମ, ଜଗତସିଂହପୁର…
Read More...
Read More...
କୁହୁଡ଼ି ଚାଦର ତଳେ ସାରା ଓଡ଼ିଶା: ୫୦ ମିଟର ଆଗକୁ ଦୃଶ୍ୟମାନ କଷ୍ଟକର
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଜାରି ରହିଛି ଶୀତର ପ୍ରଭାବ । ଜାନୁଆରୀ ପ୍ରଥମ ସପ୍ତାହରୁ ସାରା ଓଡିଶାରେ ଶୀତ ଜୋର ଧରିଛି। କୁହୁଡ଼ି ଚାଦର ତଳେ ସାରା ଓଡ଼ିଶା। ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଯାଇଛି। ରାଜଧାନୀ ଭୁବନେଶ୍ବର ଓ କଟକରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି।…
Read More...
Read More...
ଆଗକୁ ବଢିବ ରାତିର ତାପମାତ୍ରା ;ଧିରେ ଧିରେ କମିବ ଶୀତ;ଆସନ୍ତା ଦୁଇ ଦିନ ରାଜ୍ୟରେ ଘନ କୁହୁଡି ଦୃଶ୍ୟମାନ ହୋଇପାରେ
ଭୁବନେଶ୍ୱର; ଆଗକୁ ବଢିବ ରାତିର ତାପମାତ୍ରା । ଧିରେ ଧିରେ କମିବ ଶୀତ । ଆସନ୍ତା ଦୁଇ ଦିନ ରାଜ୍ୟରେ ଘନ କୁହୁଡି ଦୃଶ୍ୟମାନ ହୋଇପାରେ । ସକାଳୁ ଭଦ୍ରକ,କେନ୍ଦ୍ରାପଡା , ଜଗତସିଂହପୁର,ପୁରୀ,କେନ୍ଦୁଝର,ସମ୍ବଲପୁର,ଝାରୁସୁଗୁଡା,ବଲାଙ୍ଗୀର କଳାହାଣ୍ଡି ଓ ଗଞ୍ଜାମରେ କୁହୁଡି ହୋଇଛି । ଗୁରୁବାର…
Read More...
Read More...