Browsing Category

ପାଣିପାଗ

ବର୍ଷା ଓ ପବନରେ ଛିଡିଲା ବିଦ୍ୟୁତ ତାର , ଭାଙ୍ଗିଲା ଡାଳ: ଯାତାୟାତ ବାଧାପ୍ରାପ୍ତ

ହିନ୍ଦୋଳ/ ଗୌତମ ମୁଦୁଲି: ପାଗରେ ହୋଇଛି ପରିବର୍ତ୍ତନ । ରାଜ୍ୟର ବିଭିନ୍ନ ଜାଗାରେ ଘଡଘଡି ସହ ବର୍ଷା ହୋଇଛି । ସେହିପରି ହିନ୍ଦୋଳରେ ମଧ୍ୟ ଆରମ୍ଭ ହୋଇଯାଇଛି ବର୍ଷା ସାଙ୍ଗକୁ ପବନ । ଫଳରେ କିଛି ଯାଗରେ ଗଛ ଉପୁଡି ପଢିଥିବା ବେଳେ କିଛି ସ୍ଥାନରେ ବିଦ୍ୟୁତ ତାର ଛିଡି ପଡିଛି । ଯାହାପାଇଁ କି…
Read More...

ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା: ୫ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା। ୩ ଘଣ୍ଟା ପାଇଁ ୫ ଜିଲ୍ଲାକୁ ବର୍ଷା ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।ଢେଙ୍କାନାଳ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର। ହାଲୁକାରୁ ମଧ୍ୟମ ଧରଣର ବର୍ଷାର…
Read More...

ଆଜିଠୁ ବଦଳିବ ପାଗ: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା  । ପଶ୍ଚିମା ଝଡ ପ୍ରଭାବରେ ସପ୍ତୋହ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଗାମି ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର,…
Read More...

କିଛି ଜିଲ୍ଲାରେ ହେବ ହାଲୁକାରୁ ମଧ୍ୟମ ଧରଣର ବର୍ଷା

ବ୍ୟୁରୋ : ବଦଳିବ ପାଣିପାଗ । କିଛି ଜିଲ୍ଲାରେ ଆସନ୍ତାକାଲି ଠାରୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରିଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ, ଆସନ୍ତା ୧୯ ତାରିଖରେ କଟକ, ଯାଜପୁର, ଜଗତସିଂହପୁର,…
Read More...

୧୯ ରୁ ୨୧ ମଧ୍ୟରେ ରାଜ୍ୟରେ ହାଲୁକା ଧରଣର ବର୍ଷା ସମ୍ଭାବନା..

୧୯ ରୁ ୨୧ ମଧ୍ୟରେ ୯ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ଜାରୀ । ଜଗତସିଂହପୁର, କେନ୍ଦ୍ରପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜରେ ବର୍ଷା ହେବା ସମ୍ଭାବନା । ୧୯ ତାରିଖ…
Read More...

୩୫ ଡିଗ୍ରୀ ସେଲସିୟସ୍ ଛୁଇଁଛି ଭୁବନେଶ୍ୱରର ତାପମାତ୍ରା

ଭୁବନେଶ୍ୱର: ଶୀତ ସରୁ ସରୁ ରାଜ୍ୟରେ ଆରମ୍ଭ ହୋଇଗଲାଣି ଟାଇଁ ଟାଇଁ ଖରା । ଦିନ ସହ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ବୃଦ୍ଧି ହୋଇଛି। ଏଥିସହ ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଛୁଇଁଛି ଏବଂ ଆଗାମୀ ସାତ ଦିନ ପାଇଁ ପାଗ ଶୁଖିଲା ରହିବ ବୋଲି ଭାରତୀୟ…
Read More...

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର (ଓମ ପ୍ରକାଶ ମିଶ୍ର) :   ଜିଲ୍ଲାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ସତର୍କତା ମୂଳକ ପଦକ୍ଷେପ ସଂପର୍କିତ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ସମ୍ମିଳନୀ…
Read More...

୫ ତାରିଖରେ କୁହୁଡି ପାଇଁ ୯ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଘନ କୁହୁଡି ନେଇ ବୁଧବାର ଅର୍ଥାତ୍‌ ଫେବୃଆରୀ ୫ରେ ୯ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର ଓ ନୟାଗଡକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେପଟେ ଉପର ମୁହାଁ ହେବାରେ…
Read More...

ବଦଳୁଛି ପାଗ ସକ୍ରିୟ ହୋଇପାରେ ପଶ୍ଚିମ ଝଡ

ବ୍ୟୁରୋ : ଆଜିକାଲି ପାରଦ ବୃଦ୍ଧି ଯୋଗୁ କେବଳ ସକାଳ ଏବଂ ସନ୍ଧ୍ୟାରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଛି, କିନ୍ତୁ ଏବେ ଦିଲ୍ଲୀ-ଏନସିଆରରେ କିଛି ଦିନ ପାଇଁ ସକାଳେ ହାଲୁକା କୁହୁଡ଼ି ମଧ୍ୟ ଦେଖାଯିବ। ପାଣିପାଗ ବିଭାଗ ଅନୁଯାୟୀ, ଫେବୃଆରୀ ୫ ତାରିଖରୁ ତାପମାତ୍ରା ସର୍ବନିମ୍ନ ୧୦ ଡିଗ୍ରୀ ଏବଂ…
Read More...

ଆଜି ୩୪ ଡିଗ୍ରୀ ଟପିଛି ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା

ଭୁବନେଶ୍ବର : ମାଘରେ ବାଘ ପରି ଖରା । ଏବେ ଠାରୁ ଜଳିଲାଣି ସାରା ରାଜ୍ୟ । ଫେବ୍ରୁଆରୀ ଆରମ୍ଭରୁ ବଢିଲା ପାରଦ । ଆଜି ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୪ ଡିଗ୍ରୀ ଟପିଛି । ଦ୍ବିପ୍ରହର ସାଢେ ୨ଟା ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୩୪.୪ ଡିଗ୍ରୀ ସେଲସିୟସ ରେକଡ କରାଯାଇଛି। ରାଜ୍ୟର ଅନେକ…
Read More...