Browsing Category

ପ୍ରଯୁକ୍ତି ବିଦ୍ୟା

ରାତିରେ ଚାଲୁ ରଖୁଛନ୍ତି କି? ମିଳିବ ଅନେକ ଲାଭ…

ଆଜିକାଲି ଇଣ୍ଟରନେଟ୍ ଆମ ଜୀବନର ଏକ ଅଂଶ ପାଲଟିଛି। ଦିନ ହେଉ କି ରାତି, ପ୍ରତ୍ୟେକ ଘରେ Wi-Fi ଚାଲୁ ଅଛି। ଇଣ୍ଟରନେଟ୍ ବିନା ସ୍ମାର୍ଟଫୋନ୍, ଲାପଟପ୍, ସ୍ମାର୍ଟ ଟିଭି ଏବଂ ଅନ୍ୟାନ୍ୟ ଗ୍ୟାଜେଟ୍ ଅସମ୍ପୂର୍ଣ୍ଣ ମନେହୁଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ରାତିରେ ଶୋଇବା ସମୟରେ Wi-Fi ଚାଲୁ…
Read More...

ନୂଆ ଫିଚର ଆଣିଲା ହ୍ୱାଟସଆପ୍, ମେସେଜ୍ ପଢିବା ହେଲା ଆହୁରି ସହଜ

ନୂଆଦିଲ୍ଲୀ: କଣ ଆପଣ ବି ଅନେକ ସମୟରେ ମେସେଜ୍ ପଢିବାକୁ ଭୁଲିଯାଉଛନ୍ତି କି? କିମ୍ବା ବେଳେ ବେଳେ ଅନେକ ଗୁଡିଏ ମେସେଜ ଦେଖି ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି କି? ଯଦି ହଁ ତେବେ ଆପଣଙ୍କ ପାଇଁ ଏକ ଦମଦାର ଫିଚର ଆଣିଛି ହ୍ୱାଟସଆପ୍  । ହ୍ୱାଟସଆପ୍ ଏବେ ଏକ ନୂତନ ଏଆଇ ଫିଚର୍ ଲଞ୍ଚ କରିଛି  । ଯାହା…
Read More...

ସାବଧାନ, ଆପଣଙ୍କ ଗୁଗୁଲ ପାସୱାର୍ଡ ହେଉଛି ଚୋରୀ

ନୂଆଦିଲ୍ଲୀ: ଯଦି ଆପଣ ସ୍ମାର୍ଟଫୋନ୍, ଲାପଟପ୍, ଜିମେଲ୍ କିମ୍ବା ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି, ତେବେ ହୋଇଯାଆନ୍ତୁ ସତର୍କ  । ଏବେ ଏକ ବଡ଼ ସାଇବର ଆକ୍ରମଣରେ ସାରା ବିଶ୍ୱର ୧୬୦୦ କୋଟିରୁ ଅଧିକ ପାସୱାର୍ଡ ଏବଂ ଇମେଲ୍ ଆଇଡି ଇଣ୍ଟରନେଟରେ ଲିକ୍ ହୋଇଛି। ସାଇବର ସୁରକ୍ଷା ବିଶେଷଜ୍ଞଙ୍କ…
Read More...

କଣ ଆପଣଙ୍କ ଫୋନରେ ବି ଚାଲୁନି ୟୁଟ୍ୟୁବ୍, କରନ୍ତୁ ଏହି କାମ

ନୂଆଦିଲ୍ଲୀ: କଣ ଆପଣ ବି ଆପଣଙ୍କ ଆଇଫୋନରେ ୟୁଟ୍ୟୁବ ଚଲାଇ ପାରୁନାହାଁନ୍ତି କି ? ଯଦି ହଁ ତେବେ ଚିନ୍ତା କରନ୍ତୁ ନାହିଁ । କାରଣ କେବଳ ଆପଣ ନୁହେଁ ଅନେକ ଆଇଫୋନ ଉପଭୋକ୍ତା ମଧ୍ୟ ଏହି ସମସ୍ୟାର ସମ୍ମୁଖିନ ହେଉଛନ୍ତି । ୟୁଟ୍ୟୁବ ଖୋଲିବା ମାତ୍ରେ ହିଁ ଆପ୍ ବାରମ୍ବାର ବନ୍ଦ ହୋଇଯାଉଛି । ତେବେ…
Read More...

ଏଲନ ମସ୍କଙ୍କ ମାଲିକାନାରେ ଥିବା ଷ୍ଟାରଲିଙ୍କ ଭାରତରେ ସାଟେଲାଇଟ୍ ଯୋଗାଯୋଗ ସେବା ପାଇଁ ଲାଇସେନ୍ସ ପାଇଥିବା ସୂଚନା…

ହାଇଦ୍ରାବାଦ-: ଏଲନ ମସ୍କଙ୍କ ମାଲିକାନାରେ ଥିବା ଷ୍ଟାରଲିଙ୍କ ଭାରତରେ ସାଟେଲାଇଟ୍ ଯୋଗାଯୋଗ ସେବା ପାଇଁ ଲାଇସେନ୍ସ ପାଇଥିବା ସୂଚନା ମିଳିଛି । ଟେଲିକମ୍ ବିଭାଗ ପକ୍ଷରୁ ଏହି ଲାଇସେନ୍ସ ପାଇବାରେ ଷ୍ଟାରଲିଙ୍କ ତୃତୀୟ କମ୍ପାନୀ ହୋଇଛି । ସୂଚନା ଅନୁଯାୟୀ, ଭାରତରେ ଏହି ସେବା ପ୍ରଦାନ କରିବା…
Read More...

ସଫଳ ହୋଇପାରିଲାନି EOS-09 ଉପଗ୍ରହ ଉତକ୍ଷେପଣ

ଶ୍ରୀହାରିକୋଟା-: ସଫଳ ହେଲାନି ଇସ୍ରୋ ମିଶନ । ହୋଇପାରିଲାନି EOS-09 ଉପଗ୍ରହ ଉତକ୍ଷେପଣ । ଉତକ୍ଷେପଣ ବେଳେ ତୃତୀୟ ସୋପାନରେ ବାଧା ଉପୁଜିଛି । ୧୦୧ ତମ ସାଟେଲାଇଟ ଲଞ୍ଚ କରିଥିଲା ଇସ୍ରୋ । PSLV-C61 ରକେଟ ସୟାୟତାରେ ଉତକ୍ଷେପଣ ହୋଇଥିଲା । ସକାଳ ୫ଟା ୫୯ ମିନିଟ ବେଳେ ଶ୍ରୀହରିକୋଟାର ସତୀଶ…
Read More...

କାଉଣ୍ଟର-ଡ୍ରୋନ୍ ସିଷ୍ଟମ ‘ଭାର୍ଗବାସ୍ତ୍ର’ର ସଫଳ ପରୀକ୍ଷଣ କରିଛି ଭାରତ

ଗୋପାଳପୁର-: ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନତିରେ, ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଲିମିଟେଡ୍ (ଏସଡିଏଏଲ୍) ‘ଭାର୍ଗବାସ୍ତ୍ର’ ନାମକ ଏକ କମ ମୂଲ୍ୟର, କାଉଣ୍ଟର-ଡ୍ରୋନ୍ ସିଷ୍ଟମକୁ ସଫଳତାର ସହ ବିକଶିତ ଏବଂ ପରୀକ୍ଷଣ କରିଛି । ଏହି ଅତ୍ୟାଧୁନିକ ପ୍ରଣାଳୀ…
Read More...

ଭାରତୀୟ ୱେବସାଇଟ୍‌ ଉପରେ ପାକିସ୍ତାନ ହ୍ୟାକରଙ୍କ ଆକ୍ରମଣ…

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଅପରେସନ ସିନ୍ଦୁର । ଏବେ ଭାରତ ଉପରେ ପ୍ରତିଶୋଧ ନେବା ପାଇଁ ନୂଆ ନୂଆ ଷଡଯନ୍ତ୍ର ରଚୁଛି ପାକିସ୍ତାନ । ସେମଧ୍ୟରୁ ପାକିସ୍ତାନ ହ୍ୟାକର ମାନେ ଭାରତ ଉପରେ ସାଇବର ଆଟାକ ଆରମ୍ଭ କରିଛି । ସାଇବର ଆଟାକର ଏକ ରିପୋର୍ଟ ଅନୁଯାୟୀ ଭାରତର ପ୍ରାୟ ୧୫ ଲକ୍ଷରୁ…
Read More...

ହ୍ୱାଟ୍ସଆପ୍ ର ନୂଆ ଫିଚର୍ ଯେତିକି ସୁବିଧା ସେତିକି ଦ୍ୱନ୍ଦମୟ!

ରିପୋର୍ଟର୍ସ ଟୁଡେ ବ୍ୟୁରୋ ; ମେଟା ଆଣିଛି ନୂଆ ନୀତି । ହ୍ୱାଟ୍ସଆପରେ ବଡ ପରିବର୍ତ୍ତନ ହୋଇଛି । ଏମିତି ଏକ ଫିଚର ଯାହା ଦ୍ୱାରା ହ୍ବାଟ୍ସଆପରେ ସ୍ପାମ ମେସେଜ ହ୍ରାସ ହୋଇପାରିବ ଏଥିରେ ଉପଭୋକ୍ତାଙ୍କ ପାଇଁ ବ୍ରଡକାଷ୍ଟ ମେସେଜ ଉପରେ ଲିମିଟ ସେଟ ହୋଇଯାଇଛି । ଏ ଫିଚର ଆଣ୍ଡ୍ରୋଏଡ୍ ବିଟା…
Read More...

ଭୂମିକମ୍ପ ହେବା ମାତ୍ରେ ଘରଟି ପବନରେ ଉଡ଼ିଯିବ; ନୂତନ ପ୍ରଯୁକ୍ତିବିଦ୍ୟା ଜୀବନ ବଞ୍ଚାଇବ !

ସାରା ବିଶ୍ୱରେ ପ୍ରଯୁକ୍ତିବିଦ୍ୟା ଦ୍ରୁତ ଗତିରେ ବିସ୍ତାର ହେଉଛି। ଜାପାନରେ ଏକ ନୂତନ ପ୍ରଯୁକ୍ତିବିଦ୍ୟା ବିକଶିତ ହୋଇଛି। ଯାହା ଦ୍ଵାରା ଲୋକମାନେ ଭୂମିକମ୍ପ ସମୟରେ ସୁରକ୍ଷା ପାଇପାରିବେ। ଏହା ସହିତ ଘରଟି ଭୁଶୁଡ଼ିବାରୁ ରକ୍ଷା ପାଇବ। ଜାପାନୀ କମ୍ପାନୀ ଏୟାର ଡାନସିନ୍ ଏକ ଏପରି…
Read More...