Browsing Category
ଖେଳ
ତୃତୀୟ ଏସୀୟ ଯୁବ କ୍ରୀଡା ୨୦୨୫ ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
ଭୁବନେଶ୍ୱର: ତୃତୀୟ ଏସୀୟ ଯୁବ କ୍ରୀଡା ୨୦୨୫ ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଶର ଯୁବ କ୍ରୀଡାବିତମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଏକ ଟ୍ୱିଟ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମାଝୀ କ୍ରୀଡାବିତମାନଙ୍କୁ ୧୩ ସ୍ୱର୍ଣ୍ଣ, ୧୮ ରୌପ୍ୟ ଏବଂ ୧୭ କାଂସ୍ୟ…
Read More...
Read More...
ଭାରତର ବିଜୟ ପରେ ଭାବପ୍ରବଣ ହୋଇଗଲେ ସାରା ତେନ୍ଦୁଲକର
ଭାରତୀୟ ମହିଳା କ୍ରିକେଟ୍ ଦଳ ମହିଳା ODI ବିଶ୍ୱକପ୍ ଟାଇଟଲ୍ ଜିତିଛି। ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ 52 ରନରେ ପରାସ୍ତ କରି ବର୍ଷ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛି। ଏହି ଐତିହାସିକ ବିଜୟ ପାଇଁ ସମସ୍ତେ ଭାରତୀୟ ମହିଳା ଦଳକୁ ପ୍ରଶଂସା ଏବଂ ଅଭିନନ୍ଦନ ଜଣାଉଛନ୍ତି। ଏଥିରେ କିମ୍ବଦନ୍ତୀ…
Read More...
Read More...
ବାଲୁକା କୃତିରେ ଭାରତୀୟ ମହିଳା କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ସୁଦର୍ଶନ…
ଭାରତୀୟ ମହିଳା କ୍ରିକେଟ ଦଳକୁ ବାଲୁକା କୃତି ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବାଲୁକା କୃତିରେ ଅନେକ ବଲ୍ ବ୍ୟବହାର କରି ଭାରତୀୟ ମହିଳା କ୍ରିକେଟ୍ ଦଳକୁ ଶୁଭକାମନା ଜଣାଇଛନ୍ତି । ଭାରତୀୟ ମହିଳା କ୍ରିକେଟ୍ ଦଳକୁ ବିଶ୍ୱକପ-2025 ଜିତିବା ପାଇଁ…
Read More...
Read More...
ଦକ୍ଷିଣ ଆଫ୍ରିକାକୁ ହରାଇ ରେକର୍ଟ ଭାଙ୍ଗିଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍
ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ମହିଳା ODI ବିଶ୍ୱକପ୍ ଜିତିଛନ୍ତି। ଗତକାଲି ବିଳମ୍ବିତ ରାତିରେ ନଭି ମୁମ୍ବାଇର DY ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ, ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ ହୋଇ ଇତିହାସରେ…
Read More...
Read More...
ଜବରଦସ୍ତ ବିଜୟ ସହ ଅଷ୍ଟ୍ରେଲିଆ ମୁହଁରୁ ମ୍ୟାଚ୍ ଛଡ଼ାଇ ଆଣିଲା ଭାରତ
ଜବରଦସ୍ତ ବିଜୟ ସହ ଅଷ୍ଟ୍ରେଲିଆ ମୁହଁରୁ ମ୍ୟାଚ୍ ଛଡ଼ାଇ ଆଣିଲା ଭାରତ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ତୃତୀୟ ଟି-୨୦ ମ୍ୟାଚ୍ ରବିବାର ହୋବାର୍ଟରେ ଖେଳାଯାଇଥିଲା । ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ କୁ ୫ ୱିକେଟରେ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ ୬ ୱିକେଟ…
Read More...
Read More...
ଟି-୨୦ ଫର୍ମାଟକୁ ଅଲବିଦା କଲେ କେନ୍ ୱିଲିୟମସନ୍
ୱେଲିଂଟନ୍:- ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ୍ ୱିଲିଅମସନ ରବିବାର ଟ୍ୱେଣ୍ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍ ରୁ ଅବସର ଘୋଷଣା କରିଛନ୍ତି । ଟି-୨୦ ବିଶ୍ୱକପ୍ ପୂର୍ବରୁ କେନ୍ ୱିଲିଅମସନ ଙ୍କ ଟି-୨୦ ଫର୍ମାଟରୁ ସନ୍ନ୍ୟାସ ନେବା ନ୍ୟୁଜିଲାଣ୍ଡ୍ ଟିମକୁ ବଡ ଝଟକା ସହ ତାଙ୍କ ଫ୍ୟାନଙ୍କୁ ନିରାଶ…
Read More...
Read More...
କିଏ ହେବ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ର ନୂତନ ଚାମ୍ପିଅନ ?
ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ବିଶ୍ୱକୁ ମିଳିବ ନୂଆ ଚାମ୍ପିଅନ୍ । ମାସେ ଧରି ଚାଲିଥିବା ଟୁର୍ଣ୍ଣାମେଣ୍ଟ ଏବେ ଶେଷ ମୁହୂର୍ତ୍ତରେ ଆସି ଉପନିତ ହୋଇଥିବା ବେଳେ ବିଶ୍ୱକୁ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ର ନୂତନ ଚାମ୍ପିଅନକୁ ଦେଖିବା ପାଇଁ ସମସ୍ତଙ୍କ ମନରେ ଉତ୍ସାହ । ଆୟୋଜକ…
Read More...
Read More...
ସୁସ୍ଥ ହେଉଛନ୍ତି ଶ୍ରେୟସ ହେଲେ ଫେରିବେନି ଭାରତ
ବର୍ତ୍ତମାନର ଅଷ୍ଟ୍ରେଲିଆ ଗସ୍ତ ଭାରତୀୟ ପୁରୁଷ କ୍ରିକେଟ୍ ଦଳ ପାଇଁ ଏପର୍ଯ୍ୟନ୍ତ ନିରାଶାଜନକ ହୋଇଛି। ଦିନିକିଆ ସିରିଜ୍ ପରାଜୟ, ତା’ପରେ ଶ୍ରେୟସ ଆୟରଙ୍କ ଗମ୍ଭୀର ଆଘାତ ଏବଂ ତା’ପରେ ଟି-୨୦ ସିରିଜ୍ ରେ ଖରାପ ପ୍ରଦର୍ଶନ ଟିମ୍ ଇଣ୍ଡିଆ ପାଇଁ ନିରନ୍ତର ଖରାପ ଖବର ଆସିଛି। ଏବେ, ଶନିବାର,…
Read More...
Read More...
ଅବସର ନେଲେ ଭାରତୀୟ ଟେନିସ ଜଗତର କିମ୍ବଦନ୍ତୀ ରୋହନ ବୋପନ୍ନା
ଅବସର ନେଲେ ଭାରତୀୟ ଟେନିସ ଜଗତର କିମ୍ବଦନ୍ତୀ ରୋହନ ବୋପନ୍ନା ଆଜି ଅବସର ଘୋଷଣା କରିଛନ୍ତି ଷ୍ଟାର ଟେନିସ୍ ଖେଳାଳି। ସେ ପ୍ରତିଯୋଗିତା ମୂଳକ ଟେନିସକୁ କହିଛନ୍ତି ଅଲବିଦା। ବୋପନ୍ନାଙ୍କ ଅବସର ସହ ଦୀର୍ଘ ୨ ଦଶନ୍ଧି ଧରି ଟେନିସ ସହ ଜଡ଼ିତ ତାଙ୍କ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସେ ୨୦…
Read More...
Read More...
୩୩୯ ରନ୍ର ଟାର୍ଗେଟକୁ ପିଛା କରି ଟିମ୍ ଇଣ୍ଡିଆ ୫ ୱିକେଟ୍ରେ ବିଜୟୀ
ଭାରତୀୟ ମହିଳା କ୍ରିକେଟ୍ ଦଳ ୨୦୨୫ ମହିଳା ବିଶ୍ୱକପ୍ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଦମଦାର ବିଜୟ ହାସଲ କରିଛି। ୩୩୯ ରନ୍ର ଟାର୍ଗେଟକୁ ପିଛା କରି ଟିମ୍ ଇଣ୍ଡିଆ ୫ ୱିକେଟ୍ରେ ବିଜୟୀ ହୋଇଛି। ଏହା ସହିତ, ଭାରତୀୟ ଦଳ ଏବେ ଟୁର୍ଣ୍ଣାମେଣ୍ଟ୍ର ଫାଇନାଲ୍କୁ ଯିବାକୁ ପ୍ରସ୍ତୁତ।…
Read More...
Read More...