Browsing Category

ଖେଳ

ଟସ୍ ଜିତିଲା ଅଷ୍ଟ୍ରେଲିଆ ; ପ୍ରଥମେ ବୋଲିଂ କରିଲା ଭାରତୀୟ ଦଳ

ଟସ୍ ଜିତିଲା ଅଷ୍ଟ୍ରେଲିଆ । ପ୍ରଥମେ  ବୋଲିଂ କରିବ ଭାରତୀୟ ଦଳ । ୨୦୨୫ ମହିଳା ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଛନ୍ତି  । ଏହି ମ୍ୟାଚ୍ ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଉଛି। ଟସ୍ ଅଷ୍ଟ୍ରେଲିଆ ସପକ୍ଷରେ ପଡ଼ିଛି। ଦଳର…
Read More...

କେନବେରାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି୨୦ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଛି

କେନବେରାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି୨୦ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଛି । ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା । ବର୍ଷା ଯୋଗୁଁ ମ୍ୟାଚ୍ ଆରମ୍ଭରୁ ଦୁଇଥର ପ୍ରଭାବିତ ହୋଇଥିଲା । ବର୍ଷା ପାଇଁ ୨୦ ଓଭରକୁ ୧୮ ଓଭରକୁ ହ୍ରାସ କରାଯାଇଥିଲା…
Read More...

ମହାମାୟୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ 

ଯାଜପୁର : ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଓଡିଶାର ସବୁ ଜିଲ୍ଲାରେ ପାଳନ କରାଯାଉଛି, ଶିଶୁ ମହୋତ୍ସବ ସୁରଭି-2025 କାର୍ଯ୍ୟକ୍ରମ ।  ସୁକିନ୍ଦା ବ୍ଲକ ଦୁଧୁଜୋରୀ ପଂଚାୟତ ମଠଛକ ସ୍ଥିତ, ମହାମାୟୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଙ୍ଗଳପୁର ଠାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

“ପ୍ରତିଭା-୨୦୨୫” ଉଦଯାପିତ

ଅନୁଗୁଳ : ଅନୁଗୁଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ପ୍ରତିଭା’ ପକ୍ଷରୁ ବାର୍ଷିକ ରାଜ୍ୟ ସ୍ତରୀୟ ଉତ୍ସବ ୨୦୨୫ ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାକୁ ମୁଖ୍ୟ ଅତିଥି ରୂପେ ଉଦଘାଟନ କରିଥିଲେ ନଗରପାଳ ଅକ୍ଷୟ କୁମାର ସାମନ୍ତ। ଶ୍ରୀ ସାମନ୍ତ ଅନୁଷ୍ଠାନର ଉଚ୍ଚ ପ୍ରଶଂସା କରିବା ସହ ଅନୁଗୁଳରେ…
Read More...

ଆଇସିୟୁରେ ଭର୍ତ୍ତି ହେଲେ ଶ୍ରେୟସ ଆୟର, ଅବସ୍ଥା ଗୁରୁତ୍ୱପୂର୍ଣ୍ଣ…

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଭାରତୀୟ ଦିନିକିଆ ଉପ-ଅଧିନାୟକ ଶ୍ରେୟସ ଆୟରଙ୍କ ଆୟରଙ୍କ ପାଞ୍ଜରାରେ ଆଘାତ ଲାଗିଥିଲା। ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ। ଆୟରଙ୍କୁ ସିଡନୀ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ପାଞ୍ଜରାରେ ଆଘାତ ଯୋଗୁଁ ସେ ଆଭ୍ୟନ୍ତରୀଣ ରକ୍ତସ୍ରାବ ଅନୁଭବ…
Read More...

ସିଡନୀରେ ରୋହିତ ବିରାଟ ଙ୍କ ପାଓ୍ବାର ଶୋ

ସିଡନୀରେ ରୋହିତ ଶର୍ମାଙ୍କ ପାଓ୍ବାର ଶୋ । ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରେ ୫୦ତମ ଓ ଦିନିକିଆରେ ୩୩ ଶତକ ହାସଲ କଲେ ରୋହିତ । ୧୦୫ ବଲରେ ଏହି ସଫଳତା ପାଇଛନ୍ତି ହିଟ୍‌ମ୍ୟାନ । ସେହିପରି ବିରାଟ କୋହଲି ୨ଟି ଡକ୍‌ ପରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ…
Read More...

FIH ଜୁନିଅର ହକି ବିଶ୍ୱକପ୍ 2025 ରୁ ଓହରି ଯାଇଛି ପାକିସ୍ତାନ…

ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା କ୍ରୀଡାକୁ ପ୍ରଭାବିତ କରୁଛି। କ୍ରିକେଟ୍ ପଡ଼ିଆରେ ମୁହାଁମୁହିଁ ହେବାଠାରୁ ଆରମ୍ଭ କରି ହାତ ନ ମିଳାଇବା, ଟ୍ରଫି ପ୍ରଦାନ ନକରିବା ପର୍ଯ୍ୟନ୍ତ ପରିଲକ୍ଷିତ ହେଉଛି । ଏହାର ପ୍ରଭାବ ହକିରେ ମଧ୍ୟ ଦୃଶ୍ୟମାନ ହେଉଛି। ପାକିସ୍ତାନ ଚଳିତ ବର୍ଷ ଭାରତରେ…
Read More...

ଦ୍ୱିତୀୟ ଦିନିକିଆ ବିଜୟ ସହ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଦିନିକିଆରେ ପରାଜିତ ହୋଇଛି ଟିମ ଇଣ୍ଡିଆ । ଘରୋଇ ଅଷ୍ଟ୍ରେଲିଆ ଦଳ ୨ ଓ୍ବିକେଟ୍ ରେ ବିଜୟୀ ହୋଇଛି । ଦ୍ୱିତୀୟ ଦିନିକିଆ ବିଜୟ ସହିତ କଙ୍ଗାରୁ ଦଳ ତିନୋଟି ମ୍ୟାଚ୍ ବିଶିଷ୍ଟ ସିରିଜକୁ କବଜା କରିଛି । ୨୬୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୨୨ ବଲ ବାକି ଥାଇ ୮…
Read More...

ନକଭିଙ୍କୁ ବିସିସିଆଇର ଚେତାବନୀ

ଭାରତକୁ ଫେରିଲାନି, ଏସିଆ କପ୍ । ଏବେ କଠୋର ହୋଇଛି ବି.ସି.ସି.ଆଇ । ଟ୍ରଫିକୁ ଲାଗି ରହିଥିବା ବିବାଦ, ପୁଣିଥରେ ଆରମ୍ଭ ହୋଇଛି । ଚଳିତ ବର୍ଷ ଏସିଆ କପରେ, ଭାରତ ଚାମ୍ପିୟନ ହୋଇଥିଲା । କିନ୍ତୁ ନକଭି, ଟ୍ରଫିକୁ ନେଇ ହୋଟେଲ ଭିତରକୁ ପଳାଇଥିଲେ । ତେଣୁ ସେହି ୱିନର ଟ୍ରଫି,  ଆଜିଯାଏଁ ମଧ୍ୟ…
Read More...

ଅଷ୍ଟ୍ରେଲିଆ ପ୍ରଥମ ODI ଜିତିଲା; ଟିମ୍ ଇଣ୍ଡିଆ 7 ୱିକେଟରେ ହାରିଗଲା

ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ସାତ ୱିକେଟରେ ପରାସ୍ତ କରି ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ ରେ ଆଗୁଆ ରହିଛି। ବର୍ଷା ଯୋଗୁଁ ମ୍ୟାଚ୍ ଚାରି ଥର ବନ୍ଦ ହୋଇଥିଲା, ଯାହା ଫଳରେ ମ୍ୟାଚ୍ କୁ ୨୬ ଓଭରକୁ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରଥମେ…
Read More...