Browsing Category

ବିଜ୍ଞାନ

ଆମେରିକାର ବିମାନ ଧ୍ୱଂସକାରୀ ଲେଜର୍ ଅସ୍ତ୍ର ସଫଳ ପରୀକ୍ଷଣ

ନ୍ୟୁୟର୍କ: ବିମାନ ଧ୍ୱଂସକାରୀ ଲେଜର୍ ଅସ୍ତ୍ରର ସଫଳ ପରୀକ୍ଷଣ କଥା ଯୁକ୍ତରାଷ୍ଟ୍ର ଆମେରିକାର ନୌସେନା ଦାବି କରିଛି। ୨୦୨୦ ମାର୍ଚ ୧୬ ତାରିଖ ଦିନ ଲେଜର୍ ଅସ୍ତ୍ର ପ୍ରୟୋଗ କରି ସେମାନେ ଗୋଟାଏ ଉଡ଼ନ୍ତା ଉଡ଼ାଜାହାଜ ଖସାଇ ଦେଇଥିଲେ ବୋଲି ଆମେରିକୀୟ ନୌସେନା ଦାବି କରିଛି । ଏକ ପ୍ରେସ୍ ମିଟ…
Read More...

ବାଲେଶ୍ୱର, ସମ୍ବଲପୁରରେ ଲାଗିବ ରାଡାର: ଆଇଏମଡି ଡିଜି

ଭୁବନେଶ୍ୱର: ବାତ୍ୟା ‘ଅମ୍ଫାନ’ରେ ପଶ୍ଚିମ ବଙ୍ଗ ତଥା ଓଡିଶାର ଉପକୂଳ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଛି । ତେବେ ଏହି କ୍ଷୟକ୍ଷତିକୁ ବହୁ ମାତ୍ରାରେ ଉଭୟ ରାଜ୍ୟର ସରକାର ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି । ଏଥି ନେଇ ସମସ୍ତ ଶ୍ରେୟ ଭାରତୀୟ ପାଣିପାଗ ବିଭାଗକୁ ଯାଉଛି । ଭାରତୀୟ ପାଣିପାଗ…
Read More...

ମୃତ ଦେହରେ କରୋନା ଭୂତାଣୁର ଆୟୁଷ, କ୍ଷମତାକୁ ନେଇ ହେବ ଅଧ୍ୟୟନ

ନୂଆଦିଲ୍ଲୀ: ମୃତ ଦେହରେ କରୋନା ଭୂତାଣୁର ଆୟୁଷ ଓ ଏହାର ସଂକ୍ରମଣ କରିବା କ୍ଷମତା ଉପରେ ଅଧ୍ୟୟନ କରିବାକୁ ଏମ୍‌ସ୍ ଡାକ୍ତରମାନେ ଜଣେ ମୃତ କୋଭିଡ୍-୧୯ ଆକ୍ରାନ୍ତଙ୍କ ଶବ ବ୍ୟବଚ୍ଛେଦ କରିବାକୁ ଚିନ୍ତା କରୁଥିବା କଥା ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା କହିଛନ୍ତି। ଶରୀର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ…
Read More...

ସୂର୍ଯ୍ୟ ହରାଉଛନ୍ତି ତେଜ

ନୂଆଦିଲ୍ଲୀ: ଚରାଚର ସୃଷ୍ଟିର ଆଧାର ସୂର୍ୟ୍ୟ ତାଙ୍କ ତେଜ ହରାଇ ବସୁଛନ୍ତି । ସୂର୍ୟ୍ୟକିରଣ କିରଣ ମଧ୍ୟମ ହୋଇଛି। ସୂର୍ୟ୍ୟ ଆକାଶଗଙ୍ଗାରେ ଥିବା ନିଜ ଭଳି ଅନ୍ୟ ତାରାଙ୍କ ତୁଳନାରେ କମଜୋର ହୋଇଯାଇଛନ୍ତି। ଏପରି ଦାବି କରିଛନ୍ତି କିଛି ବୈଜ୍ଞାନିକ । ଧୀରେ ଧୀରେ ସୂର୍ୟ୍ୟଙ୍କ ଚମକ୍‌ରେ ବି ହ୍ରାସ…
Read More...

ଅନ୍ତରୀକ୍ଷ ଟେକ୍ନୋଲୋଜି କ୍ଷେତ୍ରରେ ଦେଶକୁ ଅଜୟ କରିବା ଇସ୍ରୋର ଲକ୍ଷ୍ୟ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଇସ୍ରୋର ଚନ୍ଦ୍ରାୟନ ୨ ମିଶନ ଯଦିଓ ସୁଫଳ ଦେଇନାହିଁ, କିନ୍ତୁ ଭାରତୀୟ ବୈଜ୍ଞାନିକ ଦେଶକୁ ଅନ୍ତରିକ୍ଷ ଟେକ୍ନୋଲୋଜିରେ ଅଜୟ କରିବାକୁ ମନସ୍ତ କରିଛନ୍ତି । ତେଣୁ ଦେଶର ଦୁଇ ବଡ ବଡ ସଂଗଠନ ଇସ୍ରୋ ଓ ଆଇଆଇଟି ଦିଲ୍ଲୀ ଏକା ସାଙ୍ଗରେ କାମ କରିବାକୁ ନିଷ୍ପତ୍ତି…
Read More...

ବିପଦ: ପୃଥିବୀ ସହ ଧକ୍କା ହେବ ଗ୍ରହପିଣ୍ଡ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପୃଥିବୀ ବାସୀଙ୍କ ପାଇଁ ବିପଦ । ପୃଥିବୀ ସହ ଧକ୍କା ଖାଇବ ଗ୍ରହପିଣ୍ଡ ୟୁକେ- ୩ । ଅକ୍ଟୋବର ୩୧ରେ ୟୁକେ-୩ ପୃଥିବୀ ସହ ଧକ୍କା ଖାଇବ ବୋଲି କହିଛି ନାସା । ନାସା ଅନୁଯାୟୀ, ଏହାର ଗତି ଘଣ୍ଟା ପ୍ରତି ୨୦ ହଜାର ମାଇଲ ରହିଛି । ଏହା ପୃଥିବୀ ଆଡକୁ ଦ୍ରୁତ ବେଗରେ…
Read More...

ବିକ୍ରମକୁ ଖୋଜିବାରେ ନାସା ପୁଣି ବିଫଳ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଚନ୍ଦ୍ରାୟନ-୨ର ଲ୍ୟାଣ୍ଡର ବିକ୍ରମକୁ ଖୋଜିବାରେ ପୁଣି ଥରେ ବିଫଳ ହୋଇଛି ଆମେରିକୀୟ ମହାକାଶ ଏଜେନ୍ସି ନାସା ।ନାସା ଦ୍ୱାରା ଏବେ ଉତ୍ତୋଳନ କରାଯାଇଥିବା ଫଟ୍ରୋରେ ବିକ୍ରମର କୌଣସି ଚିହ୍ନବର୍ଣ୍ଣ ନାହିଁ । ଏହାକୁ ନେଇ ନାସା ପକ୍ଷରୁ କୁହାଯାଇଛି, ବିକ୍ରମ…
Read More...

ଅନ୍ତରୀକ୍ଷ-ବାୟୁର ମିଳନ ଖୋଜିବ ନାସା ଉପଗ୍ରହ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆମେରିକାର ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ନାସା ଗୁରୁବାର ଏକ ଉପଗ୍ରହ ଲଞ୍ଚ କରିଛି । ବାୟୁ ଓ ଅନ୍ତରୀକ୍ଷ ପରସ୍ପର ସହ କେଉଁଠାରେ ମିଳୁଛି ତାହା ଖୋଜିବ । ଏହି ଉପଗ୍ରହର ନାମ ଇକୋସ୍ଫେରିକ କନେକସନ ଏକ୍ସପ୍ଲୋରର । ଏହି ଉପଗ୍ରହକୁ ପ୍ଲୋରିଡା ତଟରୁ କିଛି ଦୂର…
Read More...

ନୋବେଲ ହାସିଲରେ ରେକର୍ଡ କରିଥିବା ପରିବାର

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶ୍ୱର ସର୍ବୋଚ୍ଚ ପୁରସ୍କାର ନୋବେଲରେ ସମ୍ମାନିତ ହୋଇଥାନ୍ତି ବ୍ୟକ୍ତି ବିଶେଷ । ଏହି କ୍ରମରେ ଆସନ୍ତୁ ଜାଣିବା ଏପରି ଏକ ପରିବାର ବିଷୟରେ ଯେଉଁ ପରିବାର ସର୍ବାଧିକ ନୋବେଲ ହାତେଇବାରେ ରେକର୍ଡ କରିଛି । ଏହି…
Read More...

ଋସାୟନ ନୋବେଲରେ ୩ ବୈଜ୍ଞାନିକ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ରସାୟନ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବୁଧବାର ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ଚଳିତ ନୋବେଲ ଦିଆଯାଉଥିବା ବେଳେ ରସାୟନ କ୍ଷେତ୍ର ପାଇଁ ମଧ୍ୟ ତିନି ଜଣଙ୍କ ନାମ ଘୋଷଣା ହୋଇଛି । ଏହି ତିନିଜଣ ହେଲେ…
Read More...