Browsing Category

ବିଜ୍ଞାନ

ଶତାବ୍ଦୀର ପ୍ରଥମ ଧୂମକେତୁ ଖାଲି ଆଖିରେ ଦିଶୁଚି

ଭୁବନେଶ୍ୱର: ୨୩ବର୍ଷ ପରେ ଶତାଦ୍ଦୀର ପ୍ରଥମ ଧୂମକେତୁ ଖାଲି ଆଖିକୁ ଦେଖାଯାଉଛି। ଉତ୍ତର-ପଶ୍ଚିମ ଦିଗବଳୟ ମେଘ, ଧୂଳି ଓ ସହର ଆଲୋକରୁ ମୁକ୍ତ ରହିଲେ ଧୂମକେତୁ ଜୁଲାଇ ମାସ ୧୨ରୁ ୩୦ ତାରିଖ ଭିତରେ ଖାଲି ଆଖିରେ ଦେଖି ହୁଏ। ବିଶେଷକରି ସହର ଆଲୋକଠାରୁ ଦୂରରେ ଗ୍ରାମାଞ୍ଚଳବାସୀ ଏପରି ଏକ ବିରଳ…
Read More...

୩୬ କୋଟି ବର୍ଷ ପୂର୍ବେ ଓଜୋନ ସ୍ତରରେ ଛିଦ୍ର ପୃଥିବୀକୁ ଉତପ୍ତ କରିଥିଲା

ନୂଆଦିଲ୍ଲୀ: ସାଇନ୍ସ ଆଡଭାନ୍ସ ନାମକ ଏକ ମାଗାଜିନ୍ରେ ଆମ ବିଶ୍ୱ ବ୍ରହ୍ମାଣ୍ଡକୁ ନେଇ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଛି । ଏକ ନୂତନ ଅନୁସନ୍ଧାନକୁ ନେଇ ଏହି ଆଲେଖ୍ୟ ପ୍ରକାଶ ପାଇଛି । ଏହା ଅନୁଯାୟୀ, ପ୍ରାୟ ୬.୬୦ କୋଟି ବର୍ଷ ପୂର୍ବେ ଏକ ବଡ ଉଲକାପିଣ୍ଡ ପୃଥିବୀ ସହ ଧକ୍କା…
Read More...

ପୃଥିବୀ ଆଡକୁ ମାଡି ଆସୁଛି କୁତବ୍‌ ମିନାରଠାରୁ ୪ ଗୁଣ ବଡ ଉଲକା ପିଣ୍ଡ

ନୂଆଦିଲ୍ଲୀ: ଆଜି ମହାକାଶରୁ ଏକ ବିରାଟ ଉଲ୍‌କା ପିଣ୍ଡ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ । ଏହା ପୃଥିବୀରେ ମାଡ଼ ହେବ ନାହିଁ ବୋଲି ମହାକାଶ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି। ତେବେ ପୃଥିବୀଠାରୁ ୩୭ ଲକ୍ଷ ୬୦ ହଜାର କିଲୋମିଟର ଦୂରରେ ଏହି ଉଲ୍‌କା ପିଣ୍ଡ ଅତିକ୍ରମ କରୁଛି ବୋଲି ନାସା…
Read More...

ଭୂତାଣୁ ଚିହ୍ନଟର ନୂଆ ପଦ୍ଧତି ବିକାଶ କଲେ ଭାରତୀୟ ବିଶେଷଜ୍ଞ

ହାଇଦ୍ରାବାଦ : ବର୍ତ୍ତମାନ ପର୍ଯ୍ୟନ୍ତ ଆରଟି-ପିସିଆର ପଦ୍ଧତିକୁ ଭୂତାଣୁ ଚିହ୍ନଟ କରିବାର ସବୁଠାରୁ ନିର୍ଭରଯୋଗ୍ୟ ଉପାୟ ଭାବରେ ବିଶ୍ବ ବ୍ୟାପୀ ବିବେଚନା କରାଯାଉଥିଲା। କିନ୍ତୁ ଭାରତୀୟ ବୈଜ୍ଞାନିକମାନେ ଅନ୍ୟ ଏକ ପଦ୍ଧତି ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ଭୂତାଣୁ ଚିହ୍ନଟ ହୋଇପାରିବ। ଏହି…
Read More...

ଆଉ ଏକ ଅଧିକ କ୍ଷତିକାରଣ ଭୂତାଣୁ କୁକୁଡାରୁ ସୃଷ୍ଟି ହୋଇପାରେ: ଆମେରିକା

ନ୍ୟୁୟର୍କ: କୋବିଦ-୧୯ ରେ ସାରା ବିଶ୍ୱରେ ୩ ଲକ୍ଷ ୬୫ ହଜାର ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅର୍ଥନୀତି ପ୍ରଭାବିତ ହୋଇଛି । କୋଟି କୋଟି ଲୋକ ଜୀବିକା ଜୀବିକା ହରାଇ ବସିଛନ୍ତି । ଏହି ସ୍ଥିତିରେ ଆଉ ଏକ ଭୂତାଣୁ ସଂକ୍ରମଣକୁ ନେଇ ବିଶ୍ୱକୁ ଚେତାବନୀ ଦେଇଛନ୍ତି ଆମେରିକାର ବିଶେଷଜ୍ଞ ଡ଼.ମାଇକେଲ…
Read More...

ନାସା ଉତକ୍ଷେପଣ କଲା ସ୍ପେସ୍-ଏକ୍ସ

ଫ୍ଲୋରିଡା: ଇତିହାସ ରଚିଲା ଆମେରିକାର ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା । ଆମେରିକୀୟ ସ୍ପେସ ସଂସ୍ଥା ନାସା ୯ ବର୍ଷ ପରେ ପୁଣି ଥରେ ଇତିହାସ ରଚିଛି । ଫ୍ଲୋରିଡାର କେପ କନଭରାଲରେ ଜନ ଏଫ କେନେଡେ ସ୍ପେସ ସେଣ୍ଟରରୁ ନାସା-ସ୍ପେସଏକ୍ସ ଡେମୋ-୨କୁ ସଫଳତାର ସହିତ ଉତ୍କ୍ଷେପଣ କରିଛି । ନାସାର…
Read More...

ଆମେରିକାର ବିମାନ ଧ୍ୱଂସକାରୀ ଲେଜର୍ ଅସ୍ତ୍ର ସଫଳ ପରୀକ୍ଷଣ

ନ୍ୟୁୟର୍କ: ବିମାନ ଧ୍ୱଂସକାରୀ ଲେଜର୍ ଅସ୍ତ୍ରର ସଫଳ ପରୀକ୍ଷଣ କଥା ଯୁକ୍ତରାଷ୍ଟ୍ର ଆମେରିକାର ନୌସେନା ଦାବି କରିଛି। ୨୦୨୦ ମାର୍ଚ ୧୬ ତାରିଖ ଦିନ ଲେଜର୍ ଅସ୍ତ୍ର ପ୍ରୟୋଗ କରି ସେମାନେ ଗୋଟାଏ ଉଡ଼ନ୍ତା ଉଡ଼ାଜାହାଜ ଖସାଇ ଦେଇଥିଲେ ବୋଲି ଆମେରିକୀୟ ନୌସେନା ଦାବି କରିଛି । ଏକ ପ୍ରେସ୍ ମିଟ…
Read More...

ବାଲେଶ୍ୱର, ସମ୍ବଲପୁରରେ ଲାଗିବ ରାଡାର: ଆଇଏମଡି ଡିଜି

ଭୁବନେଶ୍ୱର: ବାତ୍ୟା ‘ଅମ୍ଫାନ’ରେ ପଶ୍ଚିମ ବଙ୍ଗ ତଥା ଓଡିଶାର ଉପକୂଳ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଛି । ତେବେ ଏହି କ୍ଷୟକ୍ଷତିକୁ ବହୁ ମାତ୍ରାରେ ଉଭୟ ରାଜ୍ୟର ସରକାର ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି । ଏଥି ନେଇ ସମସ୍ତ ଶ୍ରେୟ ଭାରତୀୟ ପାଣିପାଗ ବିଭାଗକୁ ଯାଉଛି । ଭାରତୀୟ ପାଣିପାଗ…
Read More...

ମୃତ ଦେହରେ କରୋନା ଭୂତାଣୁର ଆୟୁଷ, କ୍ଷମତାକୁ ନେଇ ହେବ ଅଧ୍ୟୟନ

ନୂଆଦିଲ୍ଲୀ: ମୃତ ଦେହରେ କରୋନା ଭୂତାଣୁର ଆୟୁଷ ଓ ଏହାର ସଂକ୍ରମଣ କରିବା କ୍ଷମତା ଉପରେ ଅଧ୍ୟୟନ କରିବାକୁ ଏମ୍‌ସ୍ ଡାକ୍ତରମାନେ ଜଣେ ମୃତ କୋଭିଡ୍-୧୯ ଆକ୍ରାନ୍ତଙ୍କ ଶବ ବ୍ୟବଚ୍ଛେଦ କରିବାକୁ ଚିନ୍ତା କରୁଥିବା କଥା ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା କହିଛନ୍ତି। ଶରୀର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ…
Read More...

ସୂର୍ଯ୍ୟ ହରାଉଛନ୍ତି ତେଜ

ନୂଆଦିଲ୍ଲୀ: ଚରାଚର ସୃଷ୍ଟିର ଆଧାର ସୂର୍ୟ୍ୟ ତାଙ୍କ ତେଜ ହରାଇ ବସୁଛନ୍ତି । ସୂର୍ୟ୍ୟକିରଣ କିରଣ ମଧ୍ୟମ ହୋଇଛି। ସୂର୍ୟ୍ୟ ଆକାଶଗଙ୍ଗାରେ ଥିବା ନିଜ ଭଳି ଅନ୍ୟ ତାରାଙ୍କ ତୁଳନାରେ କମଜୋର ହୋଇଯାଇଛନ୍ତି। ଏପରି ଦାବି କରିଛନ୍ତି କିଛି ବୈଜ୍ଞାନିକ । ଧୀରେ ଧୀରେ ସୂର୍ୟ୍ୟଙ୍କ ଚମକ୍‌ରେ ବି ହ୍ରାସ…
Read More...