Browsing Category

ରାଜନୀତି

ଲେନିନ ମହାନ୍ତିଙ୍କୁ ଖୋଲା ଚ୍ୟାଲେଞ୍ଜ୍‌ କଲେ ଅରବିନ୍ଦ ମହାପାତ୍ର

ଭୁବନେଶ୍ଵର: ଲେନିନ ମହାନ୍ତିଙ୍କୁ ଖୋଲା ଚ୍ୟାଲେଞ୍ଜ୍‌ କଲେ ଅରବିନ୍ଦ ମହାପାତ୍ର । ଭୁଲ ଭୁଲେୟା କାହାଣୀ ନ କହି, ଅଭିଯୋଗର ପ୍ରମାଣ ଦିଅନ୍ତୁ । ଯଦି ଅଭିଯୋଗ ଅଛି ତଥ୍ୟ ସହିତ କୁହନ୍ତୁ । କାହା ସହ କେଉଁଦିନ, କେତେବେଳେ ବସିଥିଲି କହିଲେ ଭଲ ହେବ । ସଂଗଠିତ କରିବା ଅଭିଯୋଗ ନେଇ କହିଲେ ମୁଁ…
Read More...

ନାଁ ନ ନେଇ ନବୀନ-ପାଣ୍ଡିଆନଙ୍କୁ ଶ୍ରୀମୟୀଙ୍କ ତେର୍ଚ୍ଛାବାଣ

ପୁଣି ବିଜେଡିକୁ ଟାର୍ଗେଟ କରିଛନ୍ତି ଶ୍ରୀମୟୀ ମିଶ୍ର। କୁକୁର-ବାଘ, ଗାଈ-ହାତୀ ଉପାଖ୍ୟାନ ଦେଇ ବିଜେଡିକୁ ଶ୍ରୀମୟୀ ଟାର୍ଗେଟ କରିଛନ୍ତି । ନାଁ ନ ନେଇ ନବୀନ ଓ ପାଣ୍ଡିଆନଙ୍କୁ ମାରିଛନ୍ତି ତେର୍ଚ୍ଛା ବାଣ । ପିଲା, ମାଆ, ବାପା ଓ ଜୀବଜନ୍ତୁଙ୍କ ଉଦାହରଣ ଛଳରେ ଟାର୍ଗେଟ କରିଛନ୍ତି ଶ୍ରୀମୟୀ ।…
Read More...

ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ନେତ୍ରୀ ଏଲିନା ଦାସ…

ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ନେତ୍ରୀ ଏଲିନା ଦାସ । ବିଜେଡିକୁ ଏଲିନା ଦାଶ ଟାର୍ଗେଟ କରି କହିଛନ୍ତି,ବିଜେଡିକୁ ଏବେ ପ୍ରଭୁ ଜଗନ୍ନାଥ ହିଁ ଭରସା। ତାଳ ଗଛର ବରଡ଼ା ଉପାଖ୍ୟାନ ଦେଇ ଦଳୀୟ ଶୃଙ୍ଖଳାକୁ ତାତ୍ସଲ୍ୟ କରି ସେ କହିଛନ୍ତି, ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି। ମଝି…
Read More...

ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କଲେ ସଭାପତି ନବୀନ ପଟ୍ଟନାୟକ

ବିଜେଡିରୁ ବିଦାହେଲେ ଦୁଇ ବିଧାୟକ । ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କଲେ ସଭାପତି ନବୀନ ପଟ୍ଟନାୟକ । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା ହେଲେ ଦୁଇ ବିଧାୟକ । ଦୁଇ ବିଧାୟକଙ୍କୁ ଦଳରୁ ନିଲମ୍ବନ କଲେ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ…
Read More...

ନବୀନଙ୍କ ଉତ୍ତରାଧିକାରୀ ନେଇ ବଡ କଥା କହିଲେ ସମ୍ବିତ ରାଉତରାୟ ।

ବିଜେଡି ଦଳରେ ଦଳୀୟ ଅସନ୍ତୋଷ ଓ କନ୍ଦଳ ମଧ୍ୟରେ ବିଜେଡି ନେତା ସମ୍ବିିତ ରାଉତରାୟ ଆଉ ଏକ ବଡ ଖୁଲାସା କରିଛନ୍ତି । ଯାହା ପୁଣି ଥରେ ବିଜେଡି ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଠିଆ କରୁଛି ସେ କହିଛନ୍ତି, ଅନେକ ନେତା ନିଜ ବ୍ୟକ୍ତିଗତ ଉଦ୍ୟମରେ ରାଜନୈତିକ ଭବିଷ୍ୟତ ଦେଖୁଛନ୍ତି। ଦଳରେ ତ୍ରୁଟି…
Read More...

୧୮ ତାରିଖ ସୁଦ୍ଧା ସୁଭଦ୍ରା ଟଙ୍କା

୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କାଜ୍ଝ ଗତକାଲି ମୁଖ୍ୟମନ୍ତ୍ରୀ କହିଥିବା ବେଳେ, ଆଜି ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଛନ୍ତି । ୪ଲକ୍ଷ ୫୭ହଜାର ୬୮୧ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ତାଲିକାରେ ନୂଆ ୧ ଲକ୍ଷ ୭୮ ହଜାର ୩୯୮ ହିତାଧିକାରୀଙ୍କୁ ସାମିଲ…
Read More...

ବିଗିଡିଲା ଧନଖରଙ୍କ ସ୍ୱାସ୍ଥ୍ୟଅବସ୍ଥା, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖର ଗତ ସପ୍ତାହରେ ଦୁଇଥର ଅଚେତ ହୋଇଯିବା ପରେ ସୋମବାର ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବେଦିକ ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଭର୍ତ୍ତି ହୋଇଥିଲେ, ଯେଉଁଠାରେ ତାଙ୍କର MRI କରାଯିବ।  ଅଧିକାରୀମାନେ କହିଛନ୍ତି ଯେ ଧନଖର ଜାନୁଆରୀ ୧୦ ତାରିଖରେ ଶୌଚାଳୟରେ ଦୁଇଥର…
Read More...

ଅନୁମୋଦନ ହୋଇଛି ମାଷ୍ଟରପ୍ଲାନ, ବଦଳିବ ଲୋକସେବା ଭବନ

ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଲେ । ଗୋଟିଏ ସ୍ଥାନରେ ରହିବ ଲୋକସେବା ଭବନ ଓ ନୂଆ ବିଧାନସଭା । ନୂଆ ଲୋକସେବା ଭବନଟି ୭୧ ଏକର ଜମିରେ ନିର୍ମାଣ ହେବାକୁ ଥିବାବେଳେ ଏଥିନିମନ୍ତେ ୩୬୨୩…
Read More...

ଖୁବଶୀଘ୍ର ଓଡ଼ିଶା ଆସିବେ ନିତିନ ନବୀନ: ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ଵର: ଖୁବଶୀଘ୍ର ଓଡ଼ିଶା ଆସିବେ ନିତିନ ନବୀନ । ବିଜେପି କାର୍ଯ୍ୟକାରୀ ସଭାପତି ନିତିନ ନବୀନ ଓଡ଼ିଶା ଆସିବେ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ନିଗମ ବୋର୍ଡ ନେଇ ଆଲୋଚନା ହୋଇଛି, ଖୁବଶୀଘ୍ର ଘୋଷଣା ହେବ ବୋଲି କହିଛନ୍ତି ଶ୍ରୀ ସାମଲ୍ । ତେବେ ବିଜେପିର…
Read More...

ନୂଆ ଦଳ ଗଠନ ନେଇ ମହମ୍ମଦ ମୋକିମ୍ ଙ୍କ ବଡ଼ ସୂଚନା, ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ

ଭୁବନେଶ୍ଵର: ନୂଆ ଦଳ ଗଠନ ନେଇ ମହମ୍ମଦ ମୋକିମ୍ ଙ୍କ ବଡ଼ ସୂଚନା। ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ କହିଲେ ପୂର୍ବତନ ବିଧାୟକ ମୋକିମ। ନୂଆ ଦଳ ନେଇ ସମୀକରଣ ଚାଲିଛି, ପୂରା ରାଜ୍ୟରୁ ମତାମତ ନିଆଯାଉଛି। ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ କହିଲେ ମୋକିମ୍। ତେବେ ନୂଆ ଦଳ ଗଠନ…
Read More...