Browsing Category

ରାଜନୀତି

ରାଜ୍ୟସଭା ନିର୍ବାଚନରେ ବିଜୟୀ ମନମୋହନ ସାମଲ, ସୁଜିତ କୁମାର, ସନ୍ତୃପ୍ତ ମିଶ୍ର ଓ ଦିଲୀପ ରାୟ

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନରେ ଚାରିଟି ଆସନ ପାଇଁ ହୋଇଥିବା ଭୋଟିଂରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ମନମୋହନ ସାମଲ୍ ଓ ସୁଜିତ୍ କୁମାର୍, ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ । ପ୍ରଥମ ପସନ୍ଦ ଭୋଟର ଫଳାଫଳ ଅନୁସାରେ ମନମୋହନ ସାମଲ ଓ ସୁଜିତ…
Read More...

ଓଡ଼ିଶାରେ ଆଗକୁ ବଡ଼ ରାଜନୈତିକ ପରିବର୍ତ୍ତନ: ବିଜୟ ମହାପାତ୍ରଙ୍କ ବଡ଼ ବୟାନ

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନକୁ ନେଇ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଆଗାମୀ ଦିନରେ ଓଡ଼ିଶାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ।ବିଜୟ ମହାପାତ୍ର କହିଛନ୍ତି ଯେ ସେ ଛଅ ମାସ ପୂର୍ବରୁ ମଧ୍ୟ କହିଥିଲେ ଯେ ୨୦୨୬ ବର୍ଷ ଓଡ଼ିଶା…
Read More...

ବିହାର ରାଜ୍ୟସଭା ନିର୍ବାଚନରେ NDAର କ୍ଲିନ୍ ସ୍ୱିପ୍, ମହାମେଣ୍ଟକୁ ଝଟକା

Bihar: ବିହାରରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମହାମେଣ୍ଟ (NDA) ବଡ଼ ସଫଳତା ହାସଲ କରିଛି। ମୋଟ ୫ଟି ଆସନ ପାଇଁ ହୋଇଥିବା ଭୋଟିଂରେ ୫ଟି ଯାକ ଆସନ NDA ଖାତାକୁ ଯାଇଛି। ଏହା ସହ ବିହାରରେ ମହାମେଣ୍ଟକୁ ବଡ଼ ପରାଜୟ ସହ ମୁହାଁ ଦେବାକୁ ପଡ଼ିଛି। ରାଜ୍ୟସଭା…
Read More...

ବିହାରରେ ମହାମେଣ୍ଟକୁ ଧୋକା ଦେଇଛି କଂଗ୍ରେସ

ସାତଟି ରାଜ୍ୟରେ ରାଜ୍ୟସଭା ନିର୍ବାଚନରେ ​​୨୬ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ସାରିଛନ୍ତି, ଯେଉଁଥିରେ ଶରଦ ପାୱାର, ରାମଦାସ ଅଠାୱଲେ, ଅଭିଷେକ ମନୁ ସିଂଘଭି, ଏମ. ଥାମ୍ବି ଦୁରାଇ, ବିନୋଦ ତାୱଡେ ଏବଂ ବାବୁଲ ସୁପ୍ରିୟୋଙ୍କ ଭଳି ପ୍ରମୁଖ ନେତା ସାମିଲ ଅଛନ୍ତି।ତଥାପି, ବିହାର,…
Read More...

ରାଜ୍ୟସଭା ନିର୍ବାଚନରେ ୧୧ ବିଧାୟକଙ୍କ କ୍ରସ୍ ଭୋଟିଂ

ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ସରଗରମ ହୋଇଛି ରାଜନୀତି । କେବଳ କଂଗ୍ରେସରୁ ନୁହେଁ, ବିଜେଡିରୁ ବି ହୋଇଛି କ୍ରସ ଭୋଟିଂ । ରାଜ୍ୟସଭା ନିର୍ବଚନରେ ମୋଟ ୧୧ ବିଧାୟକଙ୍କ କ୍ରସ୍ ଭୋଟିଂ ହୋଇଥିବା ଜଣାଯାଇଛି । ପିସିସି ସଭାପତି ଭକ୍ତ ଦାସ ସ୍ପଷ୍ଟ କରିଛନ୍ତି କଂଗ୍ରେସର ୩ ଜଣ ବିଧାୟକ…
Read More...

ବ୍ରହ୍ମଗିରି ବିଧାୟିକାଙ୍କ ଭୋଟକୁ ନେଇ ଦେଖାଦେଇଛି ବିବାଦ

ଚାଲିଛି ରାଜ୍ୟସଭା ନିର୍ବାଚନ ଲାଗି ମତଦାନ । ବିଧାନସଭାର ୫୪ ନମ୍ବର ରୁମରେ ଚାଲିଛି ଭୋଟିଂ। ୪ଟି ରାଜ୍ୟସଭା ଆସନରେ ୫ ପ୍ରାର୍ଥୀ ଙ୍କ ଚାଲିଛି ଲଢେଇ । କାହାର ହେବେ ରାଜ୍ୟସଭା ଆସନ, କିଏ ମାରିବ ବାଜି ସେ ନେଇ ବଢୁଛି ଉତ୍କଣ୍ଠା ।  ସକାଳ ୯ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ୪ଟା…
Read More...

ପାଣାଜୀ ସହରର ନଗର ନିଗମ ନିର୍ବାଚନରେ ବିଜେପିର ବାଜିମାତ

ଗୋଆର ପାଣାଜୀ ନଗର ନିଗମ (ସିସିପି) ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱରେ ଏକ ପ୍ୟାନେଲ ଏକ ବିପୁଳ ବିଜୟ ହାସଲ କରିଛି ଏବଂ ନାଗରିକ ସଂସ୍ଥାର ଅଧିକାଂଶ ୱାର୍ଡରେ ବିଜୟ ହାସଲ କରିଛି। ବିଜେପି ମନ୍ତ୍ରୀ ଆଟାନାସିଓ ମୋନସେରାଟ୍ଙ୍କ ନେତୃତ୍ୱାଧୀନ ପ୍ୟାନେଲ୍ 30ଟି ଆସନରୁ…
Read More...

ରାଜ୍ୟସଭା ପ୍ରାର୍ଥୀତ୍ବ ନେଇ କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଧୋସଙ୍କ ଅସନ୍ତୋଷ, ବିଜେଡି ଉପରେ ଲଗାଇଲେ ଅଭିଯୋଗ

Bhubaneswar: ରାଜ୍ୟସଭା ନିର୍ବାଚନକୁ ନେଇ ଓଡ଼ିଶାର ରାଜନୀତିରେ ଚର୍ଚ୍ଚା ଜୋରଦାର ହୋଇଛି। ପ୍ରାର୍ଥୀତ୍ବ ଓ ଦଳର ଆଭିମୁଖ୍ୟକୁ ନେଇ କଂଗ୍ରେସ ବିଧାୟକ ସୋଫିଆ ଫିରଦୌସ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସର ବର୍ତ୍ତମାନ ସ୍ଥିତି ପାଇଁ ବିଜୁ ଜନତା ଦଳ (ବିଜେଡି)…
Read More...

ଅତୀତରେ ଘୋଡା ବେପାରରେ ମୋତେ ଅଫର କରିଥିଲେ ନବୀନ

ବାଲେଶ୍ୱର ସାଂସଦ ପ୍ରତାପ ଶଡଙ୍ଗୀ ଖୋଲିଲେ । କହିଲେ, ଅତୀତରେ ଘୋଡା ବେପାରରେ ମୋତେ ଅଫର କରିଥିଲେ ନବୀନ । ମୋତେ କିଣିବାକୁ ଚେଷ୍ଟା କରିଥିଲେ, ଏବଂ ମୋ ପାଖକୁ ନେତାଙ୍କୁ ପଠେଇଥିଲେ । କିନ୍ତୁ ମୁଁ ମନା କରିଥିଲି ଏବେ ବି ଚାହୁଁଛନ୍ତି, ହେଲେ କରିପାରୁ ନାହାନ୍ତି କାରଣ ତାଙ୍କର ଆଉ ସେ କ୍ଷମତା…
Read More...

ପ୍ରମୋଦ ପତି ଫାଉଣ୍ଡେସନ ପକ୍ଷରୁ ଜଳଚତ୍ର ବଣ୍ଟନ

ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ପ୍ରମୋଦ ପତି ଫାଉଣ୍ଡେସନ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।  ଯାଜପୁର ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ପକ୍ଷରୁ ଏକ ଜଳ ଛତ୍ର କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ରସୁଲପୁର ବ୍ଲକର ପ୍ରସିଦ୍ଧ କୁଆଖିଆ ମେଲଣ ରେ ଆସୁଥିବା ଶହ ଶହ…
Read More...