Browsing Category
ପାକିସ୍ତାନ
ଭାରତକୁ ଫେରିବ ପାକିସ୍ତାନର ସିନ୍ଧ ପ୍ରଦେଶ : ରାଜନାଥ
ଭାରତକୁ ଫେରିବ ପାକିସ୍ତାନର ସିନ୍ଧ ପ୍ରଦେଶ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଯଦିଓ ସିନ୍ଧ ଆଜି ଭାରତର ଅଂଶ ନୁହେଁ, କିନ୍ତୁ ଏହି ଅଞ୍ଚଳ ଭାରତର ସଭ୍ୟତା ଐତିହ୍ୟ ସହିତ ଗଭୀର ଭାବରେ ଜଡିତ। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସିଂହ କହିଛନ୍ତି ଯେ ସିନ୍ଧ, ଯାହା 1947 ପୂର୍ବରୁ…
Read More...
Read More...
ଇସଲାମାବାଦ ବିସ୍ଫୋରଣ ପରେ PCB ନେଲା ବଡ଼ କାର୍ଯ୍ୟାନୁଷ୍ଠାନ, ଶ୍ରୀଲଙ୍କା ଦଳର ସୁରକ୍ଷା ବୃଦ୍ଧି
ଇସଲାମାବାଦ ବିସ୍ଫୋରଣ ପରେ PCB ନେଲା ବଡ଼ କାର୍ଯ୍ୟାନୁଷ୍ଠାନ । ସମ୍ପ୍ରତି ଆତଙ୍କବାଦୀ ଘଟଣା ମଧ୍ୟରେ ଶ୍ରୀଲଙ୍କା କ୍ରିକେଟ୍ ଦଳର ପାକିସ୍ତାନ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରାଯାଇଛି। ଦେଶରେ ବଢ଼ୁଥିବା ଅସ୍ଥିରତାକୁ ଦୃଷ୍ଟିରେ ରଖି, ପାକିସ୍ତାନ କ୍ରିକେଟ୍ ବୋର୍ଡ…
Read More...
Read More...
ପାଣ୍ଡ୍ୟାଙ୍କୁ କପି କରୁଛି ପାକିସ୍ତାନ, ଖେଳାଳୀ ଦେଲେ ସମାନ ପୋଜ
ପାଣ୍ଡ୍ୟାଙ୍କୁ କପି କରୁଛି ପାକିସ୍ତାନ। ଭାଇରାଲ ହେବା ପାଇଁ ପାଣ୍ଡ୍ୟାଙ୍କ ଭଳି ପୋଜ ଦେଉଛନ୍ତି ଖେଳାଳି। ଟ୍ରଫି ସିନା ଜିତିପାରିଲେନି ହେଲେ ଷ୍ଟାଇଲ କପି କରିପାରିଲେ । ହଂକଂ ସିକ୍ସେସ୍ ୨୦୨୫ରେ, ପାକିସ୍ତାନ ୧୪ ବର୍ଷ ପରେ ନିଜର ଶ୍ରେଷ୍ଠତ୍ୱ ପୁନର୍ବାର ଜାହିର କରିପାରିଛି। ଫାଇନାଲରେ ବିଜୟୀ…
Read More...
Read More...
ଏସିଆ କପ ବିବାଦକୁ ନେଇ କାର୍ଯ୍ୟାନୁଷ୍ଠାନ ନେଲା ଆଇସିସି
ଦୁବାଇରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବୈଠକ ଆରମ୍ଭ ହୋଇଛି। ବୈଠକ ସମୟରେ ଏସିଆ କପ୍ ବିବାଦ ଉଠିଥିଲା। ଏହାପରେ ଆଇସିସି ପାକିସ୍ତାନୀ କ୍ରିକେଟରଙ୍କୁ ନୋଟିସ ଜାରି କରିଛି। ଏସିଆ କପ୍ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଫାଇନାଲ ସମେତ ତିନୋଟି ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ ସମୟରେ…
Read More...
Read More...
ଫାଇଟର ଜେଟ ପରେ ଏବେ ପାକିସ୍ତାନକୁ ସବମେରାଇନ ଦେବ ଚୀନ
ପୁଣି ଚର୍ଚ୍ଚାରେ ଚୀନର ପାକିସ୍ତାନ ପ୍ରେମ । ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନ ଉପରେ ଚୀନ ଦେଖାଇ ଚାଲିଛି ଅହେତୁକ ଉଦାରତା । ସେ ପାକିସ୍ତାନର ମାନ୍ଦାବସ୍ଥା ସମୟରେ ଋଣ ହେଉ ବା ସାମରିକ ଜାହାଜ । ପାକିସ୍ତାନକୁ ଗୋଟିଏ ପରେ ଗୋଟିଏ ସାହାଯ୍ୟ କରିଚାଲିଛି ଚୀନ । ବର୍ତ୍ତମାନ ଚୀନ…
Read More...
Read More...
ଟ୍ରମ୍ପଙ୍କ ଅସ୍ତ୍ର ବିରତି ଦାବିର ପର୍ଦ୍ଦାଫାସ କରିଛନ୍ତି ଇସାକ ଦର୍
ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଇସାକ ଡାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅସ୍ତ୍ରବିରତି ଦାବିର ପର୍ଦ୍ଦାଫାସ କରିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଭାରତ ଆମେରିକାର ମଧ୍ୟସ୍ଥତା ପ୍ରସ୍ତାବକୁ ଗ୍ରହଣ କରିନାହିଁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ନିଜେ…
Read More...
Read More...
ବନ୍ୟାରେ ପ୍ରାଣ ହରାଇଛନ୍ତି ୨୦୦ରୁ ଉର୍ଦ୍ଧ ଲୋକ..
ପାକିସ୍ତାନରେ ମୃତୁ୍ୟର ତାଣ୍ଡବ ରଚୁଛି ବନ୍ୟା । ମୈାସୁମୀ ବର୍ଷା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଫଳରେ ୨୦୦ରୁ ଉର୍ଦ୍ଧ ଜୀବନ ଯାଇଛି । ସେମଧ୍ୟରୁ ୧୦୦ ଜଣ ଶିଶୁ ରହିଥିବା ସୂଚନା ମିଳିଛି । ଏନେଇ ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କୁ ଉଦ୍ଧୃତ କରି ଏହି…
Read More...
Read More...
ସିନ୍ଧୁ ଚୁକ୍ତିନାମା ନିଷ୍ପତ୍ତି ଉପରେ ପୁଣିଥରେ ବିଚାର କରିବାକୁ ପାକିସ୍ତାନର ଭାରତକୁ ୪ ଟି ଚିଠି…
ପାକିସ୍ତାନକୁ କଲବଲ କରୁଛି ଭାରତର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା । ଯାହା ପାକିସ୍ତାନରେ ଖରାପ ପ୍ରଭାବ ପକାଉଛି । କାରଣ ଭାରତର ଏହି ପଦକ୍ଷେପ ପରେ ସେଠାରେ ଏବେ ଘୋର ଜଳ ସଙ୍କଟ ଦେଖାଦେଇଛି । ପୂର୍ବରୁ ରୁଣରେ ବୁଡି ରହି ଚିନ୍ତାରେ ଥିବା ପାକିସ୍ତାନର ସମସ୍ୟାକୁ ଆହୁରୀ ଦ୍ୱିଗୁଣିତ…
Read More...
Read More...
ଇସଲାମିକ ହୋଇ ବି ପାକିସ୍ତାନର କଥା ରଖିଲାନି ମଲେସିଆ…
ମାଲେସିଆରେ ଭାରତୀୟ ସାଂସଦଙ୍କ ପ୍ରତିନିଧିମଣ୍ଡଳର କାର୍ୟ୍ୟକ୍ରମ ବାତିଲ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ। କିନ୍ତୁ କୁଆଲାଲମ୍ପୁର ସରକାର ପାକିସ୍ତାନର କଥା ଶୁଣିନଥିଲେ । ଇସଲାମିକ୍ ଏକତାକୁ ଉଦ୍ଧୃତ କରି ଅର୍ଥାତ ଆମେ ଇସଲାମିକ ଆଉ ତୁମେ ମଧ୍ୟ ଇସଲାମିକ ଦର୍ଶାଇ ପାକିସ୍ତାନ ମାଲେସିଆ…
Read More...
Read More...
ଭାରତର ଘନ ଘନ ଆକ୍ରମଣରେ କାଙ୍ଗାଳ ପାକିସ୍ତାନ ମାଗିଲା ସହାୟତା
ଭାରତର ହମଲାରେ ଧରାଶାୟୀ ପାକିସ୍ତାନ । ବିଶ୍ୱ ଆଗରେ ହାତ ପତାଇ ଋଣ ପାଇଁ ଭିକ ମାଗିଲା ପାକିସ୍ତାନ। ନିଜ ମିତ୍ରରାଷ୍ଟ୍ରଙ୍କୁ ଋଣ ମାଗିଛି। ଭାରତର ଘନ ଘନ ଆକ୍ରମଣରେ ପାକିସ୍ତାନରେ ବହୁତ କ୍ଷତି ହୋଇଛି । ଏଥିପାଇଁ ପାକିସ୍ତାନ ମିତ୍ର ରାଷ୍ଟ୍ରଙ୍କୁ ତୁରନ୍ତ ସହାୟତା ପାଇଁ ଗୁହାରୀ କରିଛି।
Read More...
Read More...