Browsing Category

ଓଡିଶା

ରଣଜୀ ଟ୍ରଫି: ଓଡ଼ିଶାର ଲଜ୍ଜାଜନକ ପରାଜୟ, ବିଦର୍ଭଠାରୁ ୧୦୦ ରନ୍‌ରେ ହାରିଲା

Ranji Trophy 2025: ରଣଜୀରେ ଓଡ଼ିଶାର ପୁଣି ଏକ ଲଜ୍ଜାଜନକ ପରାଜୟ । ନାଗପୁରରେ ବିଦର୍ଭଠାରୁ ୧୦୦ ରନ୍‌ରେ ହାରିଲା ଓଡ଼ିଶା । ୨୪୪ ରନ କରି ଅଲଆଉଟ ହୋଇ ଯାଇଥିଲା ଓଡିଶା । ଚଳିତ ସିଜିନ୍‌ରେ ଚତୁର୍ଥ ମ୍ୟାଚ୍‌ରେ ଓଡ଼ିଶାର ୩ୟ ପରାଜୟ । ଏଲିଟ୍‌ ଗ୍ରୁପ୍‌ ଏ’ରେ ଗୋଟିଏ ପଏଣ୍ଟ ସହ ସପ୍ତମ…
Read More...

ମାର୍ଗଶୀର ଅଷ୍ଟମୀ ତିଥିରେ ପୋଢୁଆଁ ହେବେ ମହାପ୍ରଭୁ

ମାର୍ଗଶୀର ଅଷ୍ଟମୀ ତିଥିରେ ପୋଢୁଆଁ ହେବେ ମହାପ୍ରଭୁ । ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର ମାଧବାନନ୍ଦଜୀଉ ପୀଠରୁ ଶ୍ରୀଜିଉଙ୍କ ପାଇଁ ପଠାଯାଇଛି ପୋଢୁଆଁ ଭାର । ନୂଆ ବସ୍ତ୍ରଠୁ ନେଇ ଫଳମୂଳ ଆଦି ମାମୁଁ ଘରୁ ଶ୍ରୀମନ୍ଦିରକୁ ପଠାଯାଇଛି । ବିଶ୍ବନିୟନ୍ତାଙ୍କ ମାମୁଁ ଘର କଟକ ଜିଲ୍ଲା ନିଆଳି ବ୍ଳକର…
Read More...

ବିଦର୍ଭକୁ ହରାଇବାକୁ ଓଡ଼ିଶା ସମ୍ମୁଖରେ ୩୪୫ ରନ୍‌ର କଷ୍ଟସାଧ୍ୟ ଲକ୍ଷ୍ୟ

ଭୁବନେଶ୍ବର: ଓଡ଼ିଶା ସମ୍ମୁଖରେ ୩୪୫ ରନ୍‌ର କଷ୍ଟସାଧ୍ୟ ଲକ୍ଷ୍ୟ ଦେଇଛି ବିଦର୍ଭ। ଚାମ୍ପିଅନ୍ ବିଦର୍ଭ ବିପକ୍ଷରେ ବିଜୟୀ ହେବା ଓଡ଼ିଶା ପକ୍ଷରୁ ସମ୍ଭବ ହେବନ ନାହିଁ । ବିଜୟ ଲକ୍ଷକୁ ପିଛା କରି ଓଡ଼ିଶା ‌ତୃତୀୟ ଦିନ ଶେଷ ସୁଦ୍ଧା କୌଣସି ୱିକେଟ୍ ନ ହରାଇ ୪୪ ରନ୍ ସଂଗ୍ରହ କରିଛି। ମଙ୍ଗଳବାର ଶେଷ…
Read More...

ପୀତବାସ ହତ୍ୟା ମାମଲାରେ ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସ୍‌ପି

ପୀତବାସ ହତ୍ୟା ମାମଲାରେ ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସ୍‌ପି । ବ୍ୟକ୍ତିଗତ ଭାବେ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ । ଅଦାଲତ ଅବମାନନା ମାମଲା ନ ଚଲାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ମାମଲାର ପର୍ଦ୍ଦାଫାସ ବେଳେ ବିବାଦୀୟ ବୟାନ ଦେଇଥିଲେ ଝଚ । ଅକ୍ଟୋବର ୨୨ରେ…
Read More...

ଆଜି ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ, ସକାଳୁ ଚାଲିଛି ଭୋଟିଂ

Nuapada By-Election: ନୂଆପଡା ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ସକାଳ ୭ଟାରୁ ଭୋଟରମାନେ ନିଜର ମତାଧିକାର ସାବ୍ୟସ୍ତ କରୁଥିବା ଦେଖିବାକୁ ମିଳିଛି । ଏଥାରେ ମୁଖ୍ୟତଃ ତ୍ରିମୁଖୀ ଲଢେଇ ହେଉଥିବା ବେଳେ ମଇଦାନରେ ୧୪ ଜଣ ପ୍ରାର୍ଥୀ ରହିଛନ୍ତି । ଭାରତୀୟ ଜନତା ପାର୍ଟି…
Read More...

ଦିଲ୍ଲୀ ବସ୍ଫୋରଣ ପରେ ହାଇଆଲର୍ଟରେ ପୁରୀ

Red fort explosion: ଦିଲ୍ଲୀ ଲାଲକିଲ୍ଲାରେ ବିସ୍ଫୋରଣ ପରେ ଏବେ ପୁରୀରେ ହାଇଆଲର୍ଟ ଜାରି କରାଯାଇଛି । ହାଇଆଲର୍ଟ ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି । ବେଳାଭୂମି, ସମୁଦ୍ରକୂଳ ଓ ବଡ଼ଦାଣ୍ଡରେ ହାଇଆଲର୍ଟ ଜାରି କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ରେଲେୱ ଷ୍ଟେସନ, ବସ୍‌ଷ୍ଟାଣ୍ଡରେ…
Read More...

ପୀତବାସ ପଣ୍ଡା ହତ୍ୟା ଘଟଣା; ଅଭିଯୁକ୍ତ ପିଣ୍ଟୁଙ୍କ ପାଇଁ ପିଟିସନ୍‌

Pitabas Panda Muder Case: ପୀତବାସ ପଣ୍ଡା ହତ୍ୟା ଘଟଣାରେ ଅଭିଯୁକ୍ତ ପିଣ୍ଟୁଙ୍କ ପାଇଁ ପିଟିସନ୍‌ଦାଖଲ । ପୂର୍ବତନ ମେୟର ପିଣ୍ଟୁ ଦାସଙ୍କ ପାଇଁ SDJM କୋର୍ଟରେ ପିଟିସନ୍‌ । ଫୁଲବାଣୀ ଜେଲ୍‌ରେ ଥିବା ଅଭିଯୁକ୍ତ ପିଣ୍ଟୁଙ୍କ ପାଇଁ ପିଟିସନ୍‌ ଦାଖଲ । ବ୍ରାହ୍ମଣ ନୀତି ନିୟମ ଅନୁସାରେ କାନରେ…
Read More...

ନୂଆପଡ଼ା ଉପନିର୍ବାଚନ, ନବୀନ ଆଣିଲେ ବଡ ଅଭିଯୋଗ, ବିଜେପି କରୁଛି ଆଚରଣବିଧି ଉଲ୍ଲଙ୍ଘନ

Nuapada By-Election: ନୂଆପଡ଼ା ଉପନିର୍ବାଚନରେ ଆଚରଣବିଧି ଉଲ୍ଲଙ୍ଘନ ହୋଇଥିବା ନେଇ ଅଭିଯୋଗ । ଏନେଇ ECIଙ୍କ ଦୃଷ୍ଟି ଆକର୍ଷଣ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୪୮ ଘଣ୍ଟାର ନୀରବତା ଅବଧିକୁ କଡ଼ା ଭାବେ କାର୍ଯ୍ୟକାରୀ କରିବାକୁ ଦାବି କଲେ ବିରୋଧି ଦଳ ନେତା । ନୂଆପଡ଼ା ବାହାରର…
Read More...

ଏମ୍ସ କର୍ମଚାରୀ ହତ୍ୟା; ମାଷ୍ଟରମାଇଣ୍ଡ ଶିବା ପ୍ରଧାନ ଅଟକ

AIIMS Worker Death: ୨୮ ଦିନର ଲୁଚକାଳି ଶେଷ ପରେ ଧରାପଡିଲା ଅଭିଯୁକ୍ତ । ଭୁବନେଶ୍ବର ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଦାଶିବ ପ୍ରଧାନ ଗିରଫ। ଭୁବନେଶ୍ୱରର ଏକ ହୋଟେଲ କଡ଼ରୁ ଉଠାଇ ଆଣିଲା ପୋଲିସ । ରାଜ୍ୟ ବାହାରକୁ ଖସିବାକୁ ଉଦ୍ୟମ ବେଳେ ଗିରଫ…
Read More...

ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି…

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଡୁଙ୍ଗୁରିପାଲି ପଞ୍ଚାୟତ ସମିତି ଅନ୍ତର୍ଗତ ଇଚ୍ଛାପୁର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁ ଓ  ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାଏକ…
Read More...