Browsing Category

ଓଡିଶା

ବ୍ରହ୍ମପୁର ଏସପି ଦେଇଥିବା ଏକ ବୟାନକୁ ନେଇ ଆପତ୍ତି ଉଠାଇଥିଲେ ହାଇକୋର୍ଟ

ଅକ୍ଟୋବର ୨୨ରେ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଣମାଧ୍ୟମ କୁ ବ୍ରହ୍ମପୁର ଏସପି ଦେଇଥିବା ଏକ ବୟାନକୁ ନେଇ ଆପତ୍ତି ଉଠାଇଥିଲେ ହାଇକୋର୍ଟ। ଯେଉଁଥିପାଇଁ ଏସପିଙ୍କୁ ହାଇର୍କୋଟରେ ଉତ୍ତର ରଖିବାକୁ ନିଦେ୍ର୍ଦଶ ଜାରୀ ହୋଇଥିଲା । ମାନ୍ୟବର ହାଇକୋର୍ଟଙ୍କ ଅନୁଯାୟୀ ପୀତବାସଙ୍କ ହତ୍ୟାକାଣ୍ଡ ପଛର…
Read More...

ସାଢ଼େ ୫ରୁ ମକ୍‌ ପୋଲ୍‌, ୭ଟାରୁ ଆରମ୍ଭ ହେବ ମତଦାନ: ମୁଖ୍ୟ ନିର୍ବାଚନ ଅଧିକାରୀ

Nuapada By-Election: ନୂଆପଡ଼ା ଉପନିର୍ବାଚନ ପ୍ରସ୍ତୁତି ନେଇ CEOଙ୍କ ସୂଚନା । ‘କାଲି ସାଢ଼େ ୫ରୁ ମକ୍‌ ପୋଲ୍‌ ଆରମ୍ଭ ହେବ । ମକ୍‌ ପୋଲ୍‌ ପରେ ୭ଟାରୁ ଆରମ୍ଭ ହେବ ମତଦାନ । ସୁନାବେଡ଼ାର ୮ଟି ବୁଥ୍‌ରେ ଅପରାହ୍ନ ୪ଟାରେ ସରିବ ମତଦାନ । ସେହିପରି ଅନ୍ୟ ବୁଥ୍‌ମାନଙ୍କରେ ଅପରାହ୍ନ ୫ଟା…
Read More...

ପ୍ରଥମ ଥର ପାଇଁ କଟକ ‘ମହାନଦୀରେ ବୋଇତ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହେବ…

ଓଡ଼ିଶାର ଗୌରବମୟ ସାମୁଦ୍ରିକ ଐତିହ୍ୟକୁ ପାଳନ କରିବା ପାଇଁ ରାଜ୍ୟ ସରକାର ପ୍ରଥମ ଥର ପାଇଁ କଟକରେ ‘ମହାନଦୀରେ ବୋଇତ ପ୍ରତିଯୋଗିତା-୨୦୨୫’ ଆୟୋଜନ କରିବାକୁ ଯାଉଛନ୍ତି। ଏହି ବୋଇତ ଦୌଡ଼ ପ୍ରତିଯୋଗିତା ଚାଲୁଥିବା ବାଲିଯାତ୍ରା ପଡ଼ିଆ ନିକଟ ଗଡ଼ଗଡ଼ିଆ ଘାଟରେ ଅନୁଷ୍ଠିତ ହେବ। ଆସନ୍ତା ନଭେମ୍ବର…
Read More...

ଭେଣ୍ଟିଲେଟରରୁ ବାହାରିଲେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର

ଭୁବନେଶ୍ଵର: ଭେଣ୍ଟିଲେଟରରୁ ବାହାରିଲେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ଦୀର୍ଘ ଦିନ ହେବ ସେ ଗୁରୁତର ହୋଇ ଏମ୍ସ ଭେଣ୍ଟିଲେଟରରେ ଥିଲେ। ଏବେ କିନ୍ତୁ ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି। ଧିରେ ଧିରେ ସୁସ୍ଥ ହେଉଛନ୍ତି ମେଲୋଡି଼ କିଙ୍ଗ୍ ଅଭିଜିତ୍ ମଜୁମଦାର । ଆଜି ତାଙ୍କୁ…
Read More...

ରାତି ପାହିଲେ ନୂଆପଡ଼ାବାସୀ ବାଛିବେ ନିଜର ନୂଆ ବିଧାୟକ

ରାତି ପାହିଲେ ବହୁଚର୍ଚ୍ଚିତ ନୂଆପଡ଼ା ଉପନିର୍ବାଚନ। ଉପନିର୍ବାଚନରେ ୨.୫୦ ଲକ୍ଷରୁ ଊର୍ଦ୍ଧ୍ବ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ପ୍ରଚାରର ଶେଷ ଦିନରେ ବିଜେପି, ବିଜେଡି, କଂଗ୍ରେସ ସମେତ ସମାଜବାଦୀ ପାର୍ଟି ଓ ସ୍ବାଧୀନ ପ୍ରାର୍ଥୀ ବିଭିନ୍ନ ଶୈଳୀରେ ପ୍ରଚାର କରିବା ସହ ଭୋଟରଙ୍କ…
Read More...

ନଭେମ୍ବର ୨୭ରୁ ବିଧାନସଭାର ଶୀତ ଅଧିବେଶନ !

ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ । ନୂଆପଡ଼ା ଉପ ନିର୍ବାଚନ ପରେ ବିଧାନସଭାର ଶୀତ ଅଧିବେଶନ ବସିବ ବୋଲି ସୂଚନା ମିଳିଛି । ତେବେ ବିଧାନସଭାର ଶୀତ ଅଧିବେଶନରେ, ମୋହନ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ବିଧାନସଭାର ଶୀତ…
Read More...

ବିଜେଡ଼ିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଗଞ୍ଜାମ ରୁ ଟ୍ରକ ଯୋଗେ ଇଭିଏମ ନୂଆପଡ଼ା କୁ ଯିବା ନେଇ ବିଜେଡ଼ିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ସେ କହିଛନ୍ତି ଯେ ବିଜେଡିର ଅଭିଯୋଗ ପରେ ତଦନ୍ତ ନିର୍ଦେଶ ଦିଆଯାଇଥିଲା। ତଦନ୍ତରୁ ଜଣା ପଡ଼ିଛି କି ନୂଆପଡା ନିର୍ବାଚନ ପାଇଁ କୌଣସି ଜିଲ୍ଲାରୁ…
Read More...

ସହରାଞ୍ଚଳ ପରିବହନ କ୍ଷେତ୍ରରେ ଓଡ଼ିଶାର ‘ଆମ ବସ’ ଓ ‘ଆମ ଇ-ରାଇଡ୍’ ସ୍ୱତନ୍ତ୍ର ପୁରସ୍କାର

ନିରନ୍ତର ସହରାଞ୍ଚଳ ଗତିଶୀଳତା ପାଇଁ ଅଭିନବ ଆଭିମୁଖ୍ୟ ଅବଲମ୍ବନ କରି ଓଡ଼ିଶା ଜାତୀୟ ମାନ୍ୟତା ହାସଲ କରିଛି। ରାଜଧାନୀ ଅଞ୍ଚଳ ସହରାଞ୍ଚଳ ପରିବହନ (ସି.ଆର.ୟୁ.ଟି), ଭୁବନେଶ୍ୱରକୁ ଏହାର ଫ୍ଲାଗସିପ୍ ପଦକ୍ଷେପ "ସର୍ବୋତ୍ତମ ସହରାଞ୍ଚଳ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିଥିବା ରାଜ୍ୟ/ୟୁଟି…
Read More...

ନୂଆପଡା ଉପନିର୍ବାଚନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ନୂଆପଡା:- ସରିଲା ନୂଆପଡ଼ା ପ୍ରଚାର। ଅପରାହ୍ନ ୪ରୁ ସାଇଲେଣ୍ଟ ପିରିୟଡ ଆରମ୍ଭ ହୋଇଛି । ଏବେ ପୋଲିଂ ପାର୍ଟି ବୁଥ ମୁହାଁ ହେଉଛନ୍ତି । ମାଓ ପ୍ରବଣ ୮ଟି ସମ୍ବେଦନଶୀଳ ବୁଥକୁ ଆସନ୍ତାକାଲି ହେଲିକପଟର ଯୋଗେ ଯିବେ ପୋଲିଂ ପାର୍ଟି । ନୂଆପଡ଼ା ପ୍ରଚାର ଶେଷ ହେବା ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ…
Read More...

ନୂଆପଡା ପ୍ରଚାର ମୈଦଦାନରେ ଅଖିଳେସ ଯାଦବ, ବିଜେପି ଉପରେ ଖୁବ୍ ବର୍ଷିଲେ

ଆଜି ନୂଆପଡା ପ୍ରଚାରର ଶେଷ ଦିନ । ସେଥିପାଇଁ ସବୁ ରାଜନୈତିକ ଦଳ ଜୋରସୋରରେ ନିଜ ଦଳର ହେଭିୱେଟ ନେତା ମାନଙ୍କୁ ଆଣି ମଇଦାନରେ ଜୋରସୋର ପ୍ରଚାର କରିଥିଲେ । ସେହିଭଳି ସମାଜବାଦୀ ପାର୍ଟି ବା (ସପା)ର ସଭାପତି ତଥା ବରିଷ୍ଠ ନେତା ଅଖିଳେଶ ସିଂ ଯାଦବ ରବିବାର ଅପରାହ୍ଣରେ ଦଳୀୟ ପ୍ରାର୍ଥୀ ରମାକାନ୍ତ…
Read More...