Browsing Category

ଜୀବନ ପ୍ରଣାଳୀ

ଜାଣନ୍ତୁ ପୁଣି କେବେ ଆକାଶରେ ଦେଖାଯିବ ଛାଇ ଆଲୁଅର ଲୁଚକାଳି ?

(ମମତା ସାମଲ)ରିପୋର୍ଟସଟୁଡେ: ଶେଷ ହେଲା ସୂର୍ଯ୍ୟୋପରାଗ । ଏହି ବିରଳ ମହାଜାଗତିକ ଦୃଶ୍ୟକୁ ଦେଖିଛି ସାରା ଦେଶ । ଆଉ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ପୁଣି କେବେ ଆକାଶରେ ଦେଖିବାକୁ ମିଳିବ ଛାଇ ଆଲୁଅର ଖେଳ ? ଆସନ୍ତା ୫ ବର୍ଷ ପର୍ୟ୍ୟନ୍ତ ସୂର୍ୟ୍ୟୋପରାଗର ଏହି ସ୍ୱରୂପ ପାଖାପାଖି…
Read More...

୨୦୨୦ରେ ୭୨ଦିନ କଲେଜ ଛୁଟି

(ମମତା ସାମଲ)ରିପୋର୍ଟସଟୁଡେ: ୨୦୨୦ରେ ୭୨ଦିନ କଲେଜ ଛୁଟି । ଆସନ୍ତା ଶିକ୍ଷାବର୍ଷ ଲାଗି ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କଲେଜ ପାଇଁ ପ୍ରକାଶ ପାଇଥିବା ଛୁଟି ତାଲିକାରେ ଏହା ଦର୍ଶାଯାଇଛି । ପ୍ରକାଶ ପାଇଥିବା ତାଲିକା ଅନୁସାରେ ଚଳିତବର୍ଷ ୭୨ଟି ଛୁଟି ଦିବସ ରହିଛି । ଉଚ୍ଚଶିକ୍ଷା ବିଭାଗ…
Read More...

ଖାଲି ଆଖିରେ ଦେଖନ୍ତୁ ନାହିଁ ସୂର୍ଯ୍ୟୋପରାଗ

(ମମତା ସାମଲ)ରିପୋର୍ଟସଟୁଡେ: ଆସନ୍ତା ଡିସେମ୍ବର ୨୬ ତାରିଖରେ ହେବ ବର୍ଷର ଶେଷ ସୂର୍ୟ୍ୟୋପରାଗ । ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେଉଥିବା ବେଳେ ସମଗ୍ର ଓଡ଼ିଶାରେ ଏହି ସୂର୍ୟ୍ୟୋପରାଗ ଆଂଶିକ ଦେଖାଯିବ । ଓଡ଼ିଶାବାସୀଙ୍କ ପାଇଁ ସକାଳ ୮ଟା ୨୦ମିନିଟରେ…
Read More...

ପ୍ରସ୍ତର ଯୁଗ ରହସ୍ୟ ଖୋଲିଲା ‘ଚୁଇଂଗମ୍’

(ମମତା ସାମଲ)ରିପୋର୍ଟସଟୁଡେ: ଡେନ୍‌ମାର୍କର ସିଲ୍‌ଥୋଲମ୍‌ରେ ଉତ୍‌ଖନନ ସମୟରେ ୫୭୦୦ ବର୍ଷର ପୁରୁଣା ଏକ ଚୁଇଂଗମ୍‌ ମିଳିଛି। ବିଶେଷଜ୍ଞମାନେ ଏହା ଉପରେ ଅଧିକ ଗବେଷଣା କରି ପ୍ରସ୍ତର ଯୁଗ ମହିଳାଙ୍କ ଡିଏନ୍‌ଏ ଖୋଜି ବାହାର କରିବାରେ ସଫଳ ହୋଇଛନ୍ତି। ପୂର୍ବରୁ ମଣିଷର ଦେହାବିଶେଷ, ଜୀବାଶ୍ମରୁ…
Read More...

ନିଆରା ଗାଁ: ଜନ୍ମଦିନ,ଶ୍ରାଦ୍ଧ ଦିବସରେ ଗଛ ଲଗାଇବା ବାଧ୍ୟତାମୂଳକ

(ମମତା ସାମଲ)ରିପୋର୍ଟସଟୁଡେ: ବିହାରର ବଲତାରା ପଞ୍ଚାୟତ ଅନ୍ତର୍ଗତ କନହୌଲି ଗ୍ରାମ ଏବେ ବେଶ ଚର୍ଚ୍ଚାରେ ରହିଛି । ଜନ୍ମିଦନ ହେଉ କି ବିବାହ କିମ୍ବା ଶ୍ରାଦ୍ଧ ଦିବସରେ ଏଠାକାର ଲୋକେ ଗଛ ଲଗାଇବା ବାଧ୍ୟତାମୂଳକ । ଏହି ଦିନ ଗାଁରେ ଲୋକେ ପ୍ଲାଷ୍ଟିକ ମଧ୍ୟ ବ୍ୟବହାର କରନ୍ତି ନାହିଁ । ପ୍ରାୟ ୧…
Read More...

ବର୍ଷର ଶେଷ ସୂର୍ଯ୍ୟପରାଗ,ଏହି ୫ଟି ରାଶି ଉପରେ ପଡିବ …..

( ମମତା ସାମଲ)ରିପୋର୍ଟସଟୁଡେ: ଡିସେମ୍ବର ୨୬ତାରିଖରେ ଏବର୍ଷର ଶେଷ ସୂର୍ଯ୍ୟପରାଗ । ଏଥିପାଇଁ ପାକ ନିଷେଧ ସହ ପୂଜା ପଦ୍ଧତି ଉପରେ ମଧ୍ୟ କଟକଣା ଜାରି ହୋଇଥାଏ । ତେବେ ସୂର୍ୟ୍ୟ ପରାଗରୁ କିଛି ରାଶିର ବ୍ୟକ୍ତିଙ୍କ ଉପରେ ପ୍ରଭାବ ଅଧିକ ରହିଥାଏ ତ ଆଉ କିଛି ରାଶିର ବ୍ୟକ୍ତିଙ୍କୁ ମଧ୍ୟ ଶୁଭ ଫଳ…
Read More...

ବିଶ୍ୱର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି

(ମମତା ସାମଲ)ରିପୋର୍ଟସଟୁଡେ: ଚଳିତବର୍ଷ ପାଇଁ ବିଶ୍ୱର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ଭାବେ ଆମେରିକାର କାଲିଫର୍ଣ୍ଣିଆରେ ରହୁଥିବା ମାର୍ଟିନ ଲିସିସଙ୍କୁ ଚୟନ କରାଯାଇଛି । ୩୫୦ କିଲୋ ଓଜନର ଜିନିଷଠାରୁ ଆରମ୍ଭ କରି ବୋଇଂ ବିମାନକୁ ମଧ୍ୟ ଅନାୟସରେ ସେ ଉଠାଇ ଦେଇଥାନ୍ତି । ଆମେରିକାରେ ପ୍ରତିବର୍ଷ…
Read More...

ସୁସ୍ଥ ରହିବା ପାଇଁ ଖାଆନ୍ତୁ ଗାଜର

(ଅନୁସ୍ୱୟା)ଭୁବନେଶ୍ୱର: ଶୀତ ଦିନେ ଆମେ ବିଭିନ୍ନ ପ୍ରକାର ପନିପରିବା ଖାଇଥାଉ । ଏଥି ମଧ୍ୟରୁ ଶୀତଦିନେ ଗାଜର ଖାଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥା’ନ୍ତି। ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ କେ, ଭିଟାମିନ୍ ବି-୮, ପୋଟାସିୟମ୍, ଏସିଡ୍, ଫୋଲେଟ୍, ଆଇରନ୍,…
Read More...

ଜାଣନ୍ତୁ କେଉଁ କାରଣରୁ ସମୁଦ୍ରପାଣି ହୋଇଥିଲା ଲୁଣିଆ …

(ମମତା ସାମଲ)ରିପୋର୍ଟସଟୁଡେ: ସମୁଦ୍ର ପାଣି ଖୁବ ଲୁଣିଆ । ପାଣି ଲୁଣିଆ ହେବା ପଛରେ ଯେପରି ବୈଜ୍ଞାନିକ କାରଣ ଲୁଚି ରହିଛି ସେପରି ପୌରାଣିକ କଥା ମଧ୍ୟ ପ୍ରଚଳିତ। ପୌରାଣିକ କଥା ଅନୁଯାୟୀ ସମୁଦ୍ର ପାଣି ସର୍ବଦା ଲୁଣିଆ ନଥିଲା ବରଂ ଏହାର ପାଣି କ୍ଷୀର ଭଳି ସଫା ଏବଂ ମିଠା ଥିଲା। କିନ୍ତୁ…
Read More...

ବିଶ୍ୱର ବୃହତ୍ତମ ହ୍ରଦ ‘ତୁର୍କାନା ହ୍ରଦ’

(ମମତା ସାମଲ)ରିପୋର୍ଟସଟୁଡେ: ଆଫ୍ରିକାର ବଡ ହ୍ରଦଗୁଡିକ ମଧ୍ୟରେ ତୁର୍କାନା ଅନ୍ୟତମ । ଏହାର ଅନ୍ୟ ନାମ-ଲେକ ରୁଡୋଲଫ ତଥା ଜେଡ ସି । ଏହା ୧୬୧,୪୮୫ ହେକଟର ଏକର ଅଞ୍ଚଳକୁ ବ୍ୟାପ୍ତ । ଏହା ପୂର୍ବ ଆଫ୍ରିକାର ସବୁଠାରୁ ଲବଣାକ୍ତ ହ୍ରଦ । ଏହା ଏକ ଜାତୀୟ ଉଦ୍ୟାନ । ଏହା ବିଶ୍ୱର ବୃହତ୍ତମ ନିଛାଟିଆ…
Read More...