Browsing Category

ଜୀବନ ପ୍ରଣାଳୀ

ସ୍କୁଲ ବସର ରଙ୍ଗ କାହିଁକି ହୋଇଥାଏ ହଳଦିଆ ?

(ମମତା ସାମଲ)ରିପୋର୍ଟସଟୁଡେ: ପ୍ରାୟ ଅଧିକାଂଶ ସ୍କୁଲ ବସ୍‌ର ରଙ୍ଗ ହଳଦିଆ । ଏହାର ବୈଜ୍ଞାନିକ ଓ ସୁରକ୍ଷା ସମ୍ବଳିତ କାରଣ ରହିଛି। ଯେଉଁଥିପାଇଁ ଏହାର ରଙ୍ଗ ହଳଦିଆ ହୋଇଥାଏ। ତେବେ ଜାଣନ୍ତୁ ସେ ବିଷୟରେ। ସୁରକ୍ଷା ଦୃଷ୍ଟିରୁ ସ୍କୁଲ ବସ୍‌ ହଳଦିଆ ରଙ୍ଗର ହୋଇଥାଏ। ହଳଦିଆ ରଙ୍ଗ ଦୂରରୁ ନଜରକୁ…
Read More...

ଇଣ୍ଡୋନେସିଆରେ ରହିଛି ସବୁଠାରୁ ପ୍ରାଚୀନ ଓ ସୌନ୍ଦର୍ଯ୍ୟଭରା ହିନ୍ଦୁ ମନ୍ଦିର

(ମମତା ସାମଲ)ରିପୋର୍ଟସଟୁଡେ: ଇଣ୍ଡୋନେସିଆ ଏପରି ଏକ ଦେଶ,ଯେଉଁଠାରେ ହିନ୍ଦୁ ସଂସ୍କୃତି ଏବଂ ମନ୍ଦିର ଭରପୂର ଦେଖିବାକୁ ମିଳିଥାଏ । ଇଣ୍ଡୋନେସିଆର ମୁଖ୍ୟ ସହର ବାଲିରେ ଅନେକ ପ୍ରସିଦ୍ଧ ଏବଂ ବିଶାଳ ହିନ୍ଦୁ ମନ୍ଦିର ଦେଖିବାକୁ ମିଳିଥାଏ । ଏପରି ଏକ ମନ୍ଦିର ରହିଛି ପୁରା ବୈଶାକିହ ମନ୍ଦିର ।…
Read More...

ତ୍ୱଚାର ଏସବୁ ସମସ୍ୟା ଦୂର କରେ ବେସନ

(ମମତା ସାମଲ)ରିପୋର୍ଟସଟୁଡେ: ଘରୋଇ ଉପାୟରେ ତ୍ୱଚାର ଯତ୍ନ ନେବା କଥା ଆସିଲେ ପ୍ରଥମେ ବେସନର ଆବଶ୍ୟକ ପଡ଼ିଥାଏ। ବେସନର ପ୍ରାକୃତିକ ଗୁଣ ତ୍ୱଚାରେ ଚମକ ଆଣିବାଠୁ ଆରମ୍ଭ କରି ସବୁ ପ୍ରକାର ତ୍ୱଚା ସମସ୍ୟାକୁ ଦୂର କରିଥାଏ। ଶୁଷ୍କ ତ୍ୱଚା ହେଉ ବା ତେଲିଆ ତ୍ୱଚା ଉଭୟ ପାଇଁ ବେସନ ଲାଭଦାୟୀ।…
Read More...

ଜାଣନ୍ତୁ ଯେଉଁଠି ଅଛି ଦୁନିଆର ସବୁଠୁ ସୁରକ୍ଷିତ ଘର

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ସାଧାରଣତଃ ନିଜ ଘରକୁ ସୁରକ୍ଷିତ ରଖିବାକୁ ସମସ୍ତେ ଚାହାନ୍ତି। ତେବେ ଯେତେବେଳେ ଆମେ ନୂଆ ଘର କିଣୁ କିମ୍ବା ତିଆରି କରୁ ସେତେବେଳେ ଏହାର ସୁରକ୍ଷା ବ୍ୟବସ୍ଥା ବିଷୟରେ ପ୍ରଥମେ ଭାବି ଥାଉ। ଯାହାଦ୍ୱାରା ଆମ ଘର ଉପରେ କୌଣସି ବିପଦ ନ ଆସୁ ତଥା ଆମ ଘର…
Read More...

ଓଜନ ହ୍ରାସ କରିବ ମାଣ୍ଡିଆ ରୁଟି

(ମମତା ସାମଲ)ରିପୋର୍ଟସଟୁଡେ:ରୁଟି କଥା କହିଲେ ସମସ୍ତଙ୍କ ମନରେ ଆସିଥାଏ ଗହମ ଅଟା କିମ୍ବା ମଇଦାର ରୁଟି। ହେଲେ ସବୁବେଳେ ଗୋଟିଏ ପ୍ରକାର ରୁଟି ଖାଇ ଖାଇ ବିରକ୍ତ ହୋଇଯାଉଥିବା ଲୋକେ ଆଉ କିଛି ରୁଟି ଖାଇଲେ ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବା ସହ ଚିରାଚରିତ ଜୀବନ ଶୈଳୀରେ ବି ଟିକେ…
Read More...

ନିଆଁ ଝରଣା

(ମମତା ସାମଲ)ରିପୋର୍ଟସଟୁଡେ: ଝରଣାରୁ ପାଣି ଝରିବା ସ୍ୱାଭାବିକ କଥା । ହେଲେ ଝରଣାରୁ ନିଆଁ ଝରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । କାର୍ଲିଫୋର୍ଣ୍ଣିଆରେ ରହିଛି ଏଭଳି ଏକ ଝରଣା । ଏହି ଝରଣାରେ ନିଆଁ ଭଳି ଲାଲ ରଙ୍ଗର ପାଣି ୧୫୬୦ ଫୁଟ ଉଚ୍ଚରୁ ତଳକୁ…
Read More...

ଜାଣନ୍ତୁ କାହିଁକି ରାସ୍ତାକଡ ଗଛରେ ଲାଗିଥାଏ ଧଳାରଙ୍ଗ?

(ମମତା ସାମଲ)ରିପୋର୍ଟସଟୁଡେ: ଆପଣ ବିଭିନ୍ନ ସମୟରେ ଗାଡି ଧରି କିମ୍ବା ଚାଲିଚାଲି ରାସ୍ତାରେ ଗଲାବେଳେ ରାସ୍ତାକଡ ଗଛରେ ଧଳା ରଙ୍ଗ ଲାଗିଥିବା ଦେଖିଥିବେ । ରାସ୍ତାର ଦୁଇ ସାଇଡ ଥିବା ସବୁ ଗଛରେ ଏହି ଧଳା ରଙ୍ଗ ଲଗାଯାଇଥାଏ । ଏହାର କାରଣ କ’ଣ ଜାଣିଛନ୍ତି କି? ରାତିରେ ଗାଡ଼ି ଲାଇଟରେ…
Read More...

ଲେମ୍ବୁ ଚୋପାରେ ରହିଛି ଅନେକ ଔଷଧୀଗୁଣ

(ମମତା ସାମଲ)ରିପୋର୍ଟସଟୁଡେ:ଆପଣ ଲେମ୍ବୁ ଖାଇଥିବେ ଏବଂ ଏହାର ଚୋପାକୁ ଫୋପାଡିଦେଉଥିବେ ନିଶ୍ଚିତ। ଲେମ୍ବୁରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଥାଏ। ଏଥିପାଇଁ ଲୋକମାନେ ଲେମ୍ବୁ ଖାଇବା ପରେ ତାର ଚୋପାକୁ ଫୋପାଡିଦେଇଥାନ୍ତି। ଆପଣ କମଳା ଚୋପା କିମ୍ବା ବିଭିନ୍ନ ଫଳ ଏବଂ ପନିପରିବା ଚୋପାର…
Read More...

ଜାଣନ୍ତୁ କାହିଁକି କେହି ଚଢିପାରିନାହାନ୍ତି କୈଳାସ ପର୍ବତ …

(ମମତା ସାମଲ)ରିପୋର୍ଟସଟୁଡେ: ହିନ୍ଦୁ ଧର୍ମରେ କୈଳାସ ପର୍ବତର ଖୁବ ମହତ୍ୱ ରହିଛି । ଏହାକୁ ଭଗବାନ ଶିବଙ୍କର ନିବାସ ସ୍ଥଳୀ ଭାବେ ପରିଗଣିତ କରାଯାଏ । କିନ୍ତୁ ଏହି ପର୍ବତକୁ ନେଇ ବହୁ ରହସ୍ୟ ଏପର୍ୟ୍ୟନ୍ତ ଲୋକ ଲୋଚନକୁ ଆସିପାରିନାହିଁ । ଏଯାବତ ପୃଥିବୀର ସବୁଠୁ ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ ଉପରକୁ…
Read More...

କାହିଁକି ରେଲୱେ ଷ୍ଟେସନ ବୋର୍ଡରେ ଲେଖା ହୋଇଥାଏ ସମୁଦ୍ରପତ୍ତନର ଉଚ୍ଚତା?

(ମମତା ସାମଲ)ରିପୋର୍ଟସଟୁଡେ: ଭାରତର ସମସ୍ତ ରେଳ ଷ୍ଟେସନରେ ଆପଣ ହଳଦିଆ ରଙ୍ଗର ବୋର୍ଡ ଦେଖିଥିବେ । ଯେଉଁଥିରେ ରେଳଷ୍ଟେସନ ଥିବା ସ୍ଥାନ ଲେଖାହୋଇଥାଏ । ତେବେ ଏହି ବୋର୍ଡର ତଳେ ଲେଖାଥିବ କିଛି ଛୋଟ ଅକ୍ଷରକୁ ଆପଣ କେବେ ଦେଖିଛନ୍ତି କି ? ଷ୍ଟେସନରେ ଥିବା ଏହି ହଳଦିଆ ବୋର୍ଡର ତଳେ ଲେଖାଥିବ…
Read More...