Browsing Category

ସ୍ୱାସ୍ଥ୍ୟ

ଉପକାରୀ କଳା ହଳଦୀ, ମିଳିବ ଅନେକ ଫାଇଦା

ଭୁବନେଶ୍ଵର: ଭାରତୀୟ ଖାଦ୍ୟର ସ୍ୱାଦ ଏବଂ ରଙ୍ଗ ବଢାଉଥିବା ମସଲା ଭିତରେ ହଳଦୀ ଅନ୍ୟତମ। ଖାଦ୍ୟରେ ହଳଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହଳଦୀର ବ୍ୟବହାର କେବଳ ରୋଷେଇ ନୁହେଁ ବରଂ ଔଷଧ ଭାବେ ଏହାର ବ୍ୟବହାର କରାଯାଏ। ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ହଳଦୀ ଇମ୍ୟୁନିଟିକୁ ବୁଷ୍ଟ…
Read More...

ଯକ୍ଷ୍ମା ବିରୋଧରେ ସୁରକ୍ଷା କବଚ ହେବ ‘ଏଚ୍ଏସ୍‌ପି ୧୬.୩ ଡିସି ୪’ ଟିକା

ଭୁବନେଶ୍ଵର: ଯକ୍ଷ୍ମା ବିରୋଧରେ ସୁରକ୍ଷା କବଚ ହେବ ‘ଏଚ୍ଏସ୍‌ପି ୧୬.୩ ଡିସି ୪' ଟିକା । ଆଇଏଲଏସ ଉଦ୍ଭାବନ କଲା ଯକ୍ଷ୍ମା ପ୍ରତିରୋଧକ ଟିକା । ୧୦ରୁ ୧୨ ବର୍ଷ ମଧ୍ୟରେ ଉଦ୍ଭାବନ ହୋଇଛି ଏହି ଟିକା । ଏହି ଭ୍ୟାକ୍‌ସିନ୍ ମୂଷାଙ୍କଠାରେ ସଫଳତାର ସହ କାର୍ଯ୍ୟ କରିଛି । ଆଗକୁ ଯକ୍ଷ୍ମା ପ୍ରତିରୋଧକ…
Read More...

ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧିକୁ ଦେଖି ସରକାରଙ୍କ ନୂଆ ନିୟମ

ଦିଲ୍ଲୀରେ ଅଣାୟତ୍ତ ହେବାରେ ଲାଗିଛି ପ୍ରଦୂଷଣ । ଧିରେଧିରେ ବଢିବାରେ ଲାଗିଛି ପ୍ରଦୂଷଣର ମାତ୍ରା । କହିବାକୁ ଗଲେ ଦିଲ୍ଲୀର ପବନ ପୁରାପୁରି ବିଷାକ୍ତ ହୋଇଯାଇଛି । ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦେଖି ଏକ ନିଦେ୍ର୍ଦଶନାମା ଜାରି କରିଛନ୍ତି ସରକାର । ଦଲ୍ଲୀରେ ଯେତେ ବି ଘରୋଇ କାର୍ଯ୍ୟାଳୟ…
Read More...

ନିଶ୍ଚିତ ମୃତ୍ୟୁ ମୁଖରୁ ଶିଶୁ କନ୍ୟା କୁ ନୂଆ ଜୀବନ ଦେଇଥିବାରୁ ଡାକ୍ତରଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ କରିଲେ ସମ୍ବର୍ଦ୍ଧିତ

କୁହାଯାଏ ଡାକ୍ତର ହେଉଛନ୍ତି ଭଗବାନଙ୍କ ଅନ୍ୟ ରୂପ। ଆଉ ସେହିପରି ଜଣେ ଦରଦୀ ନିଷ୍ଠାବାନ ଡାକ୍ତର ପାଇଁ ନିଶ୍ଚିତ ମୃତ୍ୟୁ ମୁଖରୁ ଫେରି ଆସିଛି ସାତ ଦିନର ଶିଶୁ କନ୍ୟା। ଯାହା ଚିକିତ୍ସା କ୍ଷେତ୍ର ରେ ଏକ ବିରାଟ ସଫଳତା। ଆଉ ସେହି ଭଗବାନ ରୁପି ଡାକ୍ତର ହେଉଛନ୍ତି ଡାକ୍ତର ଅରୁଣ କୁମାର ଗିରି,…
Read More...

ଡାଏବେଟିସ ଦିବସରେ ଷ୍ଟ୍ରେସ ଫ୍ରି ବାର୍ତ୍ତା, ବିନା ଔଷଧରେ ସୁସ୍ଥ ହେବେ ରୋଗୀ

ଡାଏବେଟିସ ଦିବସରେ ଷ୍ଟ୍ରେସ ଫ୍ରି ବାର୍ତ୍ତା। ବିନା ଔଷଧରେ ସୁସ୍ଥ ହେବେ ଡାଇବେଟିସ ରୋଗୀ।  ବିଶ୍ୱ ପାଳୁଛି ଡାଏବେଟିସ ଦିବସ। ଚଳିତ ବର୍ଷର ଥିମ୍ ରହିଛି ଜୀବନ ପର୍ଯ୍ୟାୟରେ ଡାଏବେଟିସ୍। ଏବଂ ଲୋକଙ୍କ ମଧ୍ୟରେ ସଚେତନତା ହିଁ ରହିଛି ମୂଳମନ୍ତ୍ର ।ଜଙ୍ଗଲ କ୍ୟାମ୍ପ ତରଫରୁ ଏନେଇ ହୋଇଛି ଏକ…
Read More...

୨୦ ବର୍ଷ ବୟସରେ ୬୦ ବର୍ଷର ଯନ୍ତ୍ରଣା କ’ଣ ଏହାର କାରଣ?

ପୂର୍ବରୁ ବୟସ୍କ ଲୋକଙ୍କ ପାଇଁ ପିଠି ଯନ୍ତ୍ରଣା ଏକ ସମସ୍ୟା ଥିଲା। କିନ୍ତୁ ଏବେ ଯୁବପିଢ଼ି ମଧ୍ୟ ଏହାକୁ ଅନୁଭବ କରୁଛନ୍ତି। ପିଠି ଯନ୍ତ୍ରଣାକୁ ଆଉ ବୃଦ୍ଧାବସ୍ଥାର ସମସ୍ୟା ଭାବରେ ବିବେଚନା କରାଯାଏ ନାହିଁ, ବରଂ ଯୁବପିଢ଼ିର ସମସ୍ୟା ଭାବରେ ବିବେଚନା କରାଯାଏ। ଏକ ରିସର୍ଚ୍ଚରୁ ଜଣାପଡିଛି ଯେ …
Read More...

ମହାମାୟୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ 

ଯାଜପୁର : ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଓଡିଶାର ସବୁ ଜିଲ୍ଲାରେ ପାଳନ କରାଯାଉଛି, ଶିଶୁ ମହୋତ୍ସବ ସୁରଭି-2025 କାର୍ଯ୍ୟକ୍ରମ ।  ସୁକିନ୍ଦା ବ୍ଲକ ଦୁଧୁଜୋରୀ ପଂଚାୟତ ମଠଛକ ସ୍ଥିତ, ମହାମାୟୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଙ୍ଗଳପୁର ଠାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

ମେସିନ ଅଚଳ ହୋଇ ପଡିରହିଥିବାରୁ ପ୍ରାଇଭେଟ ମେଡିକାଲକୁ ଯାଇ ଚିକତ୍ସା କରିବା ପାଇଁ ବାଧ୍ୟ ହେଉଛନ୍ତି ରୋଗୀ

କଟକ:- ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟର ସର୍ବ ବୃହତ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ଏସସିବି ମେଡିକାଲରେ ସଂଖ୍ୟାଧିକ ମେସିନ ଅଚଳ ଅବସ୍ଥାରେ ଖରାପ ହୋଇ ପଡ଼ିରହିଛି । ଏସସିବିରେ ମେସିନ ଗୁଡିକ ବହୁ ଦିନ ହେବ ଅଚଳ ହେବା ଯୋଗୁଁ ଏସସିବିକୁ ଆସୁଥିବା ରୋଗୀମାନେ ବହୁ…
Read More...

ତିନି ଘଣ୍ଟା ଧରି ମୋବାଇଲ୍ ଲାଇଟ୍‌ରେ ରୋଗୀ ଦେଖିଲେ ଡାକ୍ତର

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରୁ ବଡ଼ ମେଡିକାଲ୍‌ରେ ବିଦ୍ୟୁତ୍ ବିଭ୍ରାଟ । ମୋବାଇଲ୍ ଆଉ ଟର୍ଚ୍ଚ ଲାଇଟ୍‌ରେ ହେଲା ରୋଗୀ ଚିକିତ୍ସା । ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ ତିନି ଘଣ୍ଟା ଧରି ହେଲା ରୋଗୀ ଚିକିତ୍ସା । ଏମ୍‌କେସିଜି ମେଡିକାଲର ସୁପର୍ ସ୍ପେସିଆଲିଷ୍ଟ କୋଠାରେ ନଥିଲା ବିଦ୍ୟୁତ୍ । ରାତିର…
Read More...

ପଙ୍ଗାତିରା ଗାଁରେ କେନ୍ଦୁପତ୍ର ତୋଳାଳି ଓ ବନ୍ଧେଇ ଶ୍ରମିକଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଢେଙ୍କାନାଳ:- ଢେଙ୍କାନାଳ ଜିଲ୍ଲା ମହାବୀରୋଡ଼ କେନ୍ଦୁପତ୍ର ରେଞ୍ଜ ତରଫରୁ ପଙ୍ଗାତିରା ମେଡ଼ିକାଲ ଠାରେ କେନ୍ଦୁପତ୍ର ତୋଳାଳି ଓ ବନ୍ଧେଇ ଶ୍ରମିକଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା ।ଏଠାରେ ମହାବୀରୋଡ଼ କେନ୍ଦୁପତ୍ର ରେଞ୍ଜ ଅଂଚଳରୁ ଶତାଧିକ ତୋଳାଳି ଓ ବନ୍ଧେଇ ଶ୍ରମିକ…
Read More...