Browsing Category
କୃଷି
ଅଗଷ୍ଟ ୧୦ ଯାଏଁ ବଢ଼ିଲା କୃଷି ବୀମା ଆବେଦନ
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ରେ ଆବେଦନ ଅବଧି ବୃଦ୍ଧି କରାଯାଇଛି। ଖରିଫ ଋତୁ ୨୦୨୪ ଲାଗି ବଢ଼ିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ଚଗୠଈଣ) ଆବେଦନ ଅବଧି। । ପୂର୍ବରୁ ଏହି ଯୋଜନାର ଅବେଦନ କରିବାର ଅବଧି ଥିଲା ଜୁଲାଇ ୩୧ ତାରିଖ। ତେବେ ଆଉ ୧୦ ଦିନ ବଢାଇ ଅଗଷ୍ଟ ୧୦ ତାରିଖ…
Read More...
Read More...
ନକଲି ବିହନ ଯୋଗାଣକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ; କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
ଭୁୁବନେଶ୍ୱର; ଚାଲିଛି ବିଧାନସଭା ଅଧିବେଶନ । ବିଧାନସଭା ଅଧିବେଶନର ଆଜି ହେଉଛି ଅଷ୍ଟମ ଦିନ। ଆଜି କୃଷି ଓ କୃଷକ ସଶକ୍ତି କରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପଶୁ ସମ୍ପଦ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଭଳି…
Read More...
Read More...
ଚିନିକଳ ପ୍ରସଙ୍ଗରେ ବିଜେଡି ଉପରେ ଦୋଷ ଲଦିଲେ କୃଷି ମନ୍ତ୍ରୀ
ଭୁବନେଶ୍ୱର : ବିଧାନସଭାରେ ବିଧାୟକ ଅଶ୍ଵିନି ପାତ୍ରଙ୍କୁ ଜବାବ ଦେଲେ କୃଷି ମନ୍ତ୍ରୀ | ଚିନିକଳ ପ୍ରସଙ୍ଗରେ ବିଜେଡି ଉପରେ ଦୋଷ ଲଦିଲେ ମନ୍ତ୍ରୀ | ବର୍ତ୍ତମାନ ରାଜ୍ୟରେ 6ରୁ ଦୁଇଟି ଚିନିକଳ କାର୍ଯ୍ୟକ୍ଷମ ଅଛି | ଯାହା ଢେଙ୍କାନାଳ ଓ ଆସ୍କାରେ ଚାଲିଛି | ବରଗଡ଼, ବଲାଙ୍ଗୀର, ବଡମ୍ବା ଓ ନୟାଗଡ…
Read More...
Read More...
ଚାରାରୋପଣ ଏବଂ କୃଷକ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ
ବିଷମ କଟକ/ରବିନ୍ଦ୍ର କୁମାର ସାହୁ:ରାୟଗଡା ଜିଲ୍ଲା ଠାରେ କେନ୍ଦ୍ର ସରକାର ଙ୍କ ଏନ.ଏମ .ଇ ପ୍ଲାନ ତରଫରୁ ମୁନିଗୁଡା ଓ ବିଷମ କଟକ ବ୍ଲକ ର ବିଭିନ୍ନ ସ୍ଥାନରେ ପୁର୍ବରୁ ଚାର ରୋପଣ ହୋଇଛି । ଏହି ପରିପେକ୍ଷରେ ଆଜି ବିଷମକଟକ ଅନ୍ତର୍ଗତ ଚାଟିକଣା ପଞ୍ଚାୟତ ରାଣିବନ୍ଧ ଗ୍ରାମ ଠାରେ ପ୍ରାୟ ୧୦…
Read More...
Read More...
IAS ସ୍ତରରେ ବଡଧରଣର ଅଦଳବଦଳ, ଗେହ୍ଲାପୁଅଙ୍କୁ ଝଟକା
IAS ସ୍ତରରେ ବଡଧରଣର ଅଦଳବଦଳ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଓଇଝ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି ମୋହନ ସରକାର । କିନ୍ତୁ ଏହି ଅଦଳବଦଳରେ ନବୀନ ସରକାରରେ ଥିବା ଗେହ୍ଲା ପୁଅଙ୍କୁ ଲାଗିଛି ଝଟକା । ଓଇଝ ଆର.ଭିନିଲକ୍ରିଷ୍ଣା, ବିଶାଳ ଦେବ ଓ ଜି.ମାଥିଭାଥାନନ୍…
Read More...
Read More...
୩୦ ବର୍ଷର ସ୍ବପ୍ନ ପୂରଣ ହେଲା ; ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ଚୂଡାନ୍ତ ଜଙ୍ଗଲ ଅନୁମୋଦନ ମିଳିଲା
ଭୁବନେଶ୍ୱର : ନୟାଗଡ଼ ଜିଲ୍ଲାର ବହୁ ପ୍ରତିକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଜଙ୍ଗଲ ଜମି ରେ ଅଣ ଜଙ୍ଗଲ କାର୍ଯ୍ୟ ପାଇଁ ଚୂଡାନ୍ତ ମଞ୍ଜୁରୀ ଦେଇଛି।
ସୂଚନା ଯୋଗ୍ୟ ଯେ, ଦୀର୍ଘ ୩୦ ବର୍ଷ ଧରି ଏହି ଯୋଜନାଟି ଜଙ୍ଗଲ ଅନୁମତି ପାଇଁ…
Read More...
Read More...
ଚାଷୀ ପାଉନି କୀଟନାଶକ, ନିଆ ଲଗାଇ ପଡିଦେଉଛନ୍ତି ଅଧିକାରୀ
ଉମରକୋଟ / ମନୋଜ କୁମାର ନାୟକ: ନବରଙ୍ଗପୁର ଜିଲ୍ଲା ଏକ ଚାଷ ବହୁଳ ଜିଲ୍ଲା ଭାବେ ଓଡ଼ିଶାରେ ବେଶ୍ ପରିଚିତ l କିନ୍ତୁ ଏ ଭଳି ଚାଷ ବହୁଳ ଓ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ପାଇଁ କିଛି ଦୁର୍ନୀତିଖୋର୍ ବାବୁ ସାଜିଛନ୍ତି ବିନାଶକାରୀ କୀଟ ଠାରୁ ମଧ୍ୟ ଆହୁରି ମାରାତ୍ମକ l ଆମେ କହୁଛୁ ଉମରକୋଟ କୃଷି…
Read More...
Read More...
ପ୍ରତ୍ୟେକ ବ୍ଲକରେ ଗୋଟେ ଗୋଟେ ଶୀତଳ ଭଣ୍ଡାର ଖୋଲିବ
ଭୁବନେଶ୍ୱର: ଦରଦାମକୁ ଆମେ ଗୋଟେ କଣ୍ଟ୍ରୋଲକୁ ଆଣୁଚୁ । ପିଆଜ ଆଳୁ ଦର ଏବେ ସ୍ଥିର ରହିଛି। ଅଧିକ ଉପରକୁ ଯାଉ ନାହିଁ। ନାଶିକ , ଆନ୍ଧ୍ର ଓ WB ପିଆଜ ଆଳୁ ଆସୁଛି ସେଠି ରେଟ ଅଧିକ ଅଛି। ଆମେ ସବୁ ଗୋଦାମ ସର୍ଚ୍ଚ ସେମାନଙ୍କ କରୁଚୁ କିଣା ବିଲ ଦେଖୁଚୁ। ଯଦି କିଏ ଚଢ଼ା ଦରରେ ବିକ୍ରି କରେ ତାହା…
Read More...
Read More...
ନାଲକୋରେ ଥିବା ହରିଣ ମାନଙ୍କ ରକ୍ତ ନମୁନା ସଂଗ୍ରହ
ଅନୁଗୋଳ / ସୁଧାକର ସାହୁ: ଅନୁଗୋଳ ଜିଲ୍ଲା ନାଲକୋ କଲୋନୀ ରେ ଥିବା ହରିଣ ପାର୍କ ରେ ରହୁଥିବା ହରିଣ ମାନଙ୍କ ବାର୍ଷିକ ରକ୍ତ ନମୁନା ସଂଗ୍ରହ କରାଯାଇଛି । ହରିଣ ମାନଙ୍କ ର ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବା ସହିତ ପରିବେଶ ଅନୁଯାୟୀ ସେମାନଙ୍କୁ ଆବଶ୍ୟକୀୟ ଖାଦ୍ୟ , ପାନୀୟ ଓ ଅନ୍ୟାନ୍ୟ…
Read More...
Read More...
ମିଟିଲାବ୍ ଓ ଈଶ୍ୱର ସଂସ୍ଥା ପକ୍ଷରୁ କୃଷକ ସମ୍ମିଳନୀ
ଜଳେଶ୍ଵର / ଅଜିତ ସାହୁ : ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଠାରେ ମିଟିଲାବ୍ ଓ ଈଶ୍ୱର ସଂସ୍ଥା ର ମିଳିତ ସହଯୋଗରେ ଦୀର୍ଘସ୍ଥାୟୀ ଧାନ ଚାଷ ପାଇଁ ସ୍ଥାନୀୟ ଅଞ୍ଚଳର କୃଷକ ଙ୍କୁ ନେଇ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ କୁ ଈଶ୍ୱର ସଂସ୍ଥାର ସି.ଇ.ଓ ପୀୟୂଷ କୁମାର ମିଶ୍ର…
Read More...
Read More...