Browsing Category
ଦୁର୍ଘଟଣା
ସମୁଦ୍ରରେ ଗାଧୋଉଥିବା ସମୟରେ ଛାତ୍ର ନିଖୋଜ
ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ଗାଧୋଉଥିବା ସମୟରେ ନିଖୋଜ ହୋଇଯାଇଥିଲେ ଜଣେ ଛାତ୍ର । ଭୁବନେଶ୍ୱର ITER କଲେଜର ବି-ଟେକ୍ ର ଛାତ୍ର ଅନିମେଷ ଶାହା। ତେବେ ଗତକାଲି ସକାଳେ ତିନିଜଣ ସାଙ୍ଗଙ୍କ ସହ ପୁରୀ ଆସିଥିଲା ଅନିମେଷ। ଦିନ ପ୍ରାୟ ୧୨ଟା ସମୟରେ ସ୍ୱର୍ଗଦ୍ୱାର ନିକଟ ସମୁଦ୍ରରେ ସାଙ୍ଗ…
Read More...
Read More...
ସିଲିଣ୍ଡର ପାଇଁ ଲାଇନରେ ଥିବାବେଳେ ଚାଲିଗଲା ବୃଦ୍ଧଙ୍କ ଜୀବନ…
ଉତ୍ତର ପ୍ରଦେଶର ଫାରୁଖାବାଦରେ ଜଣେ ବୃଦ୍ଧଙ୍କ ଗ୍ୟାସ ସିଲିଣ୍ଡର କିଣିବାକୁ ଚେଷ୍ଟା କରିବା ସମୟରେ ହୃଦଘାତରେ ମୃତ୍ୟୁ ହୋଇଥିଲା। 75 ବର୍ଷୀୟ ମୁଖତାର ଅନସାରୀ, ସକାଳ 6:30 ରେ ଏକ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ଘରୁ ବାହାରିଥିଲେ। ସେ ଗୋଟିଏ କିଣିବା ପାଇଁ ଧାଡ଼ିରେ ଠିଆ ହୋଇଥିଲେ। ପ୍ରାୟ 9…
Read More...
Read More...
ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା I ଦୁର୍ଘଟଣାରେ ଚାଲିଗଲା ମହିଳାଙ୍କ ଜୀବନ I ଭୁବନେଶ୍ବର ଆଇଗନିଆ ମୁଖ୍ୟରାସ୍ତାରେ ମହିଳାଙ୍କୁ ପିଟିଲା ଅଜଣା ଗାଡି I ଘଟଣାସ୍ଥଳରୁ ଦ୍ରୁତଗତିରେ ଫେରାର ହେଲା ଗାଡି ଚାଳକ I କିଛି ବାଟ ଲୋକ ମାନେ ଗୋଡାଇବା ପରେ ବି ଖସି ପଳାଇଲା I ଘଟଣାସ୍ଥଳରେ ଖଣ୍ଡଗିରି…
Read More...
Read More...
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପରମାନନ୍ଦ ମହାନ୍ତିଙ୍କ ୧୧୦ ତମ ଜୟନ୍ତୀ ଉତ୍ସବ
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଯାଜପୁର ଜିଲା ଧର୍ମଶାଳା ବ୍ଲକର ପ୍ରାକ୍ତନ ବିଧାୟକ ପରମାନନ୍ଦ ମହାନ୍ତିଙ୍କ ୧୧୦ ତମ ଜ୍ରନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ରସୁଲପୁର ବ୍ଲକ ସମ୍ମିଳନୀ କକ୍ଷ ପରିସରରେ ପ୍ରେସ୍ କ୍ଲବ କୁଆଖିଆ ପକ୍ଷରୁ ଏହି ଉତ୍ସବ ପାଳିତ ହୋଇଥିଲା । କ୍ଲବର ସଭାପତି ବିଶ୍ୱନାଥ…
Read More...
Read More...
ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ହୋଟେଲ ଏବଂ ରେଷ୍ଟୁରାଣ୍ଟ ବନ୍ଦ ହେବାକୁ ବସିଲାଣି
ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ଏବେ ଭାରତର ରୋଷେଇ ଘରେ ପହଞ୍ଚିଛି। ଦେଶର ଅନେକ ସହରରେ ଏଲପିଜି ଅଭାବ ଦେଖାଯାଉଛି। ଅନେକ ସ୍ଥାନରେ ଲୋକମାନେ ଗ୍ୟାସ ସିଲିଣ୍ଡର ପାଇଁ ଲମ୍ବା ଧାଡ଼ିରେ ଅପେକ୍ଷା କରୁଥିବା ଦେଖାଯାଉଛି। ହୋଟେଲ ଏବଂ ରେଷ୍ଟୁରାଣ୍ଟ ବ୍ୟବସାୟ ମଧ୍ୟ ସଙ୍କଟର…
Read More...
Read More...
ଚମାଖଣ୍ଡି ଛକ ନିକଟରେ ମୋଟରସାଇକେଲ ଦୁର୍ଘଟଣା, ଜଣେ ଆହତ
ଡିଭାଇଡରକୁ ପିଟିଲା ବାଇକ୍ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଠାରେ ଗତକାଲି ଅପରାହ୍ନରେ ଏକ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଆରୋହୀ ଜଣକ ଆହତ ହୋଇ MKCG ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆହତ ଜଣକ ହେଲେ ଚିକଳାଖଣ୍ଡିର ଗଣେଶ ରେଡ୍ଡି। ମୋଟରସାଇକେଲଟି ଛତ୍ରପୁର ଦିଗରେ ଯାଉଥିବା…
Read More...
Read More...
ଭୁବନେଶ୍ୱର ଜିଜିପି କଲୋନୀରେ ୟୁଟ୍ୟୁବର ରାହୁଲ ମହାରଣାଙ୍କ ହତ୍ୟା
ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ୱରର ଜିଜିପି କଲୋନୀ ହାଇସ୍କୁଲ ପଡିଆରେ ୨୮ ଫେବ୍ରୁଆରୀ ରାତିରେ ଘଟିଥିବା ଏକ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଉତ୍ତେଜିତ କରିଦେଇଛି। ସ୍ଥାନୀୟ ଯୁବକ ଓ ୟୁଟ୍ୟୁବର ରାହୁଲ ମହାରଣାଙ୍କୁ ଛୁରାମାଡ଼ରେ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ଘଟଣା ସମୟରେ ରାହୁଲ ତାଙ୍କ…
Read More...
Read More...
ଶତାବ୍ଦିର ସବୁଠୁ ବଡ଼ ବାତ୍ୟା, ଭାରତ ମହାସାଗରରେ ସୃଷ୍ଟି
ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ହୋରାସିଓ (Cyclone Horacio) ଦକ୍ଷିଣ-ପଶ୍ଚିମ ଭାରତ ମହାସାଗରରେ ସୃଷ୍ଟି ହୋଇ ୨୦୨୬ ମସିହାର ପ୍ରଥମ ଅତ୍ୟଧିକ ଶକ୍ତିଶାଳୀ (Category 5 ସମାନ) ବାତ୍ୟା ଭାବେ ଚିହ୍ନଟ ହୋଇଛି। ଏହାର ସର୍ବାଧିକ ତୀବ୍ରତା ସମୟରେ ପବନ ବେଗ ପ୍ରାୟ ୨୬୦ କିମି/ଘଣ୍ଟା ପର୍ଯ୍ୟନ୍ତ…
Read More...
Read More...
ସତ୍ୟନଗର ଠାରେ ଥିବା ତୋଷାଳୀ ଭବନରେ ଅଗ୍ନିକାଣ୍ଡ
ସତ୍ୟନଗର ତୋଷାଳି ଭବନରେ ଘଟିଛି ଅଘଟଣ । ଲୋକାୟୁକ୍ତ କାର୍ଯ୍ୟାଳୟର ରେକର୍ଡରୁ ଅଗ୍ନିକାଣ୍ଡ ଘଟିଥିବା ବେଳେ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜଳିଯାଇଛି । ଘଟଣାସ୍ଥଳରେ ଫାୟାର ଫାଇଟ୍ ଟିମ୍ ନିଆଁକୁ ଆୟତ୍ତ ପାଇଁ ପହଞ୍ଚି ଉଦ୍ୟମ କରିଛି । ଅଘଟଣସ୍ଥଳରେ ଅଗ୍ନିଶମ ବାହିନୀର ଦୁଇଟି ଟିମ୍…
Read More...
Read More...
ସିଧାମୂଳା ବ୍ରିଜ ଉପରେ ବାଇକ ଦୁର୍ଘଟଣାରେ ମାମୁଁ ମୃତ ଭଣଜା ଗୁରୁତର
ଖଣ୍ଡପଡ଼ା ଥାନା ଅନ୍ତର୍ଗତ ସିଧାମୂଳା- ଏକଡାଳ ମହାନଦୀ ବ୍ରିଜ ଉପରେ ବୁଧବାର ସନ୍ଧ୍ୟାରେ ଏକ ବାଇକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣକ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣଙ୍କର ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଛନ୍ତି । ମୃତକ ଜଣକ ହେଲେ ସିଧାମୂଳା…
Read More...
Read More...