Browsing Category

ଦେଶ ବିଦେଶ

ବାୟ ପ୍ରଦୂଷଣ ବଢିବା ପ୍ରସଙ୍ଗ ନେଇ ଦିଲ୍ଲୀ ଏମ୍‌ସିଡିକୁ କୋର୍ଟଙ୍କ କଡା ନିର୍ଦ୍ଦେଶ

ଦିନକୁ ଦିନ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ବୃଦ୍ଧି ପାଉଛି। ଏବଂ ପ୍ରଦୂଷଣକୁ ଦୃଷ୍ଟିରେ ରଖି, ଆଜି ସୁପ୍ରିମକୋର୍ଟ ଭାରତୀୟ ମହାନଗର ନିଗମ (ଏମସିଡି)କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁଥିରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏମସିଡି ଆସନ୍ତା ବର୍ଷ ଅକ୍ଟୋବର ୧ରୁ ଜାନୁଆରୀ…
Read More...

ଭାରତୀୟ ହାଇକମିଶନରଙ୍କୁ ଧମକ, ବାଂଲାଦେଶ ହାଇକମିଶନରଙ୍କୁ ସମନ କଲା ଦିଲ୍ଲୀ

ଢାକାରେ ଭାରତୀୟ ଦୂତାବାସର ସୁରକ୍ଷା ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ଭାରତ ସରକାର ବୁଧବାର ଦିନ ଦିଲ୍ଲୀରେ ଥିବା ବାଂଲାଦେଶ ହାଇକମିଶନରଙ୍କୁ ସମନ କରିଛନ୍ତି। ଗତ କିଛି ଦିନ ଧରି ବାଂଲାଦେଶ ରାଜଧାନୀରେ ଭାରତୀୟ ମିଶନ ବାହାରେ ଚାଲିଥିବା ବିରୋଧ ପ୍ରଦର୍ଶନ ପରିପ୍ରେକ୍ଷୀରେ ଏହି ପଦକ୍ଷେପ…
Read More...

କୁହୁଡ଼ି ପାଇଁ ମ୍ୟାଚ୍ ବିଳମ୍ବ, ଚତୁର୍ଥ ଟି-୨୦ ଖେଳିବେନି ଶୁଭମନ ଗିଲ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ରେ ଶୁଭମନ ଗିଲ୍ ଖେଳିବେ ନାହିଁ। ଗୋଡ଼ରେ ଆଘାତ ଯୋଗୁଁ ତାଙ୍କୁ ବାହାର କରାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗିଲ୍ ଏକ ପ୍ରଶିକ୍ଷଣ ଅଧିବେଶନ ସମୟରେ ଗୋଡ଼ରେ ଆଘାତ ପାଇଥିଲେ। ଖବର ମିଳିଛି ଯେ ସଞ୍ଜୁ ସାମସନ୍ ତାଙ୍କ ସ୍ଥାନରେ…
Read More...

ନୋଏଡାରେ ଘନ କୁହୁଡିକୁ ନେଇ ଜାରି ହେଲା ଡ୍ରାଇଭିଂ ଆଡାଭାଇଜରି

ଘନ କୁହୁଡ଼ି ଦୃଷ୍ଟିଗୋଚରତାକୁ ଗୁରୁତର ଭାବରେ ହ୍ରାସ କରୁଥିବା ଏବଂ ସଡ଼କ ଦୁର୍ଘଟଣାର ଆଶଙ୍କା ବୃଦ୍ଧି କରୁଥିବାରୁ, ଗୌତମ ବୌଦ୍ଧ ନଗର ଜିଲ୍ଲା ପ୍ରଶାସନ 'କୁହୁଡ଼ିରେ ନିରାପଦ ଯାତ୍ରା' ପରାମର୍ଶ ଜାରି କରିଛି, ଯେଉଁଥିରେ ଯାତ୍ରୀମାନଙ୍କୁ ସଙ୍ଗୀତ ସିଷ୍ଟମ ବନ୍ଦ କରିବାକୁ, ଧୀରେ ଗାଡି…
Read More...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ । ଲକ୍ଷ୍ନୌର ଏକନ୍ନା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଦଳ ।  ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜ୍ ରେ ୨-୧ରେ ଆଗୁଆ ରହିଥିବ ବେଳେ ଆଜିର ମ୍ୟାଚ ଜିତି ସିରିଜ୍ କବଜା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଟେଷ୍ଟ୍ ଶୃଙ୍ଖଳାକୁ ୦-୨ରେ ହାରିବା ଏବଂ…
Read More...

ଭାରତର ସାତ ଭଉଣୀଙ୍କୁ ବିଭାଜନ କରିବାକୁ ବାଂଲାଦେଶର ଧମକ

ବାଂଲାଦେଶର ଏନସିପି ନେତା ହସନାତ ଅବଦୁଲ୍ଲା ଚେତାବନୀ ଦେଇଛନ୍ତି ଯେ ଢାକା ଭାରତ ପ୍ରତି ଶତ୍ରୁତାପୂର୍ଣ୍ଣ ଶକ୍ତିଗୁଡ଼ିକୁ ଆଶ୍ରୟ ଦେଇପାରେ, ଯେଉଁଥିରେ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ମଧ୍ୟ ସାମିଲ, ଯେଉଁମାନେ ଭାରତର "ସାତ ଭଉଣୀ"ଙ୍କୁ ବିଭାଜିତ କରିବାର ସମ୍ଭାବନା ଥାଏ। ଏହି ମନ୍ତବ୍ୟ ଉପରେ…
Read More...

ସାହୁକାର ଶୋଷଣର ଶିକାର ହୋଇ ନିଜ କିଡ୍‌ନି ବିକିଲେ ଯୁବକ

ଦର୍ଶକବନ୍ଧୁ ଯେତେବେଳେ ମଣିଷ ଉପରେ ଦଇବ ଦାଉ ସାଜେ ସେତେବେଳେ ମଣିଷ ଅନ୍ୟଠାରୁ ରୂଣ ନେବାକୁ ବାଧ୍ୟ ହୁଏ ଆଉ ଆଜିକା ସମୟରେ ରୂଣ ଦେଉଥିବା ସାହୁକାର ରୂଣ ନେଉଥିବା ନୀରିହ ଲକୋଙ୍କ ଉପରେ ଦାଉ ସାଜନ୍ତି ଏବଂ ଅଧିକ ସୁଧ ଆଶାରେ  ନୀରିହ ଲୋକଙ୍କ ରକ୍ତ ଶୋଷିବାକୁ  ଲାଗନ୍ତି । ଏବଂ ସେତେବେଳେ ଋଣ…
Read More...

ଭେନେଜୁଏଲା ବିରୋଧରେ ଟ୍ରମ୍ପ ଆରମ୍ଭ କଲେ ମହାଯୁଦ୍ଧ

ଭେନେଜୁଏଲା ବିରୋଧରେ ଟ୍ରମ୍ପ ଆରମ୍ଭ କଲେ ମହାଯୁଦ୍ଧ । ସମୁଦ୍ର ମଝିରେ ଆମେରିକାର ସବୁଠୁ ବଡ଼ ନାକାବନ୍ଦୀ । ମାଦୁରୋ ସରକାରକୁ ‘ଆତଙ୍କବାଦୀ’ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି । ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଶାସନକୁ ଏକ “ବିଦେଶୀ ଆତଙ୍କବାଦୀ ସଙ୍ଗଠନ” ବୋଲି ଆଖ୍ୟା…
Read More...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ T-20, ୨-୧ରେ ଆଗୁଆ ଭାରତ

ନୂଆଦିଲ୍ଲୀ: ଆଜି ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ T-20 । ଆଗୁଆ ସିରିଜ୍ କବଜା ଲକ୍ଷ୍ୟରେ ସୂର୍ଯ୍ୟ ସେନା । ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ଭାରତ । ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରି ନପାରେ ଭାରତ । ପରାଜୟରେ ବ୍ରେକ୍ ଲଗାଇବାକୁ ଦମ୍ ଖଟାଇବ ଦକ୍ଷିଣ ଆଫ୍ରିକା ।…
Read More...

ଅପେକ୍ଷାର ହେଲା ଅନ୍ତ, ବିଜୟ ଦିବସରେ ରିଲିଜ ହେଲା ‘ବର୍ଡର ୨’ ଟିଜର

ମୁମ୍ବାଇ: ଅପେକ୍ଷାର ହେଲା ଅନ୍ତ । ବିଜୟ ଦିବସରେ ରିଲିଜ ହେଲା 'ବର୍ଡର ୨' । 'ବର୍ଡର ୨'ର ନିର୍ମାତାମାନେ ବିଜୟ ଦିବସରେ ଫିଲ୍ମର ଏକ ଶକ୍ତିଶାଳୀ ଟିଜର ରିଲିଜ୍ କରିଛନ୍ତି । ସିନେମା ପ୍ରେମୀମାନେ ଫିଲ୍ମର ଟିଜରକୁ ପସନ୍ଦ କରିଛନ୍ତି । ଟିଜର ଲଞ୍ଚ୍ ଇଭେଣ୍ଟ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା,…
Read More...