Browsing Category

ଦେଶ ବିଦେଶ

ନ୍ୟାସନାଲ ହେରାଲ୍ଡ ମାମଲା, ରାହୁଲ ଓ ସୋନିଆଙ୍କୁ ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଅଦାଲତ ରାହୁଲ ଓ ସୋନିଆ ଗାନ୍ଧୀଙ୍କୁ ଇଡି କେସରୁ ବଡ ଆଶ୍ୱସ୍ତି ଦେଇଛନ୍ତି । ଜଜ ବିଶାଳ ଗୋଗନେଙ୍କ ଖଣ୍ଡପୀଠ ମାମଲାରେ ଇଡିର ଚାର୍ଜସିଟ୍ ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି । ପୀଠ କହିଛନ୍ତି, ଯେବେ ଏହି ମାମଲାରେ ଦିଲ୍ଲୀ ପୋଲିସର ଆର୍ଥିକ…
Read More...

୧୯ ବର୍ଷରୁ କମ ଏସିଆ କପ୍‌; ଅଭିଜ୍ଞାନଙ୍କ ଦ୍ବିଶତକ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ଏସିଆ କପରେ ଅଭିଜ୍ଞାନଙ୍କ ଦ୍ବିଶତକ । ମାଲେସିଆକୁ ୩୧୫ ରନରେ ହରାଇଲା ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ୪୦୮/୭, ଅଭିଜ୍ଞାନଙ୍କ ଅପରାଜିତ ୨୦୯ । ୱିକେଟ କିପର ଅଭିଜ୍ଞାନ କୁଣ୍ଡୁଙ୍କ ୧୨୫ ବଲରେ ଅପରାଜିତ ୨୦୯ । ଜବାବରେ ମାଲେସିଆ ୯୩ ରନ୍‌ରେ ଅଲଆଉଟ । ସେହିପରି…
Read More...

ସଂସଦରେ ଆଗତ ହେଲା ମନରେଗା ନାଁ ପରିବର୍ତ୍ତନ ବିଲ୍, ଉପକୃତ ହେବେ କୋଟି କୋଟି ଚାଷୀ

ନୂଆଦିଲ୍ଲୀ: ସଂସଦରେ ଆଗତ ହେଲା ମନରେଗା ନାଁ ପରିବର୍ତ୍ତନ ବିଲ୍ । VB-G-RAM G ବିଲ୍ ଆଗତ କଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ । ଗୃହରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା, ହୋହଲ୍ଲା ମଧ୍ୟରେ ବିଲ୍ ଆଗତ । ସେପଟେ କଡ଼ା ନିଶାନା କଲେ ସାଂସଦ ପ୍ରିୟଙ୍କା ଗାନ୍ଧି । କହିଲେ ଏଥିରେ ବୈପ୍ଳବିକ…
Read More...

ଗୋଆ ଅଗ୍ନୀକାଣ୍ଡ, ଭାରତ ଫେରିଲେ ଲୁଥ୍ରା ବ୍ରଦର୍ସ, ସାମନାକୁ ଆସିଲା ଗିରଫ ବେଳର ଫଟୋ

ନୂଆଦିଲ୍ଲୀ: ଗୋଆ ଅଗ୍ନୀକାଣ୍ଡର ଦୀର୍ଘ ୧୦ ଦିନ ପରେ ଆଜି ଥାଇଲାଣ୍ଡରୁ ଦିଲ୍ଲୀ ଫେରିଛନ୍ତି ପଳାତକ ଲୁଥ୍ରା ଭ୍ରାତା । ଗୋଆ ‘ବର୍ଚ୍ଚ ବାଏ ରୋମିଓ ଲେନ୍’ ନାଇଟ କ୍ଲବର ମାଲିକ ଦୁଇ ଭାଇ ସୌରଭ ଲୁଥ୍ରା ଓ ଗୌରବ ଲୁଥ୍ରା ଘଟଣା ଘଟିବାର ୧୦ ଦିନ ପରେ ଭାରତ ଫେରିଛନ୍ତି । ଥାଇଲ୍ୟାଣ୍ଡ ସରକାର…
Read More...

ମେସିଙ୍କ କାର୍ଯ୍ୟକ୍ରମ ବିଭ୍ରାଟ; ଇସ୍ତଫା ଦେଲେ ବେଙ୍ଗଲ କ୍ରୀଡ଼ାମନ୍ତ୍ରୀ

କୋଲକାତା: ମେସିଙ୍କ କାର୍ଯ୍ୟକ୍ରମ ବିଭ୍ରାଟ ପ୍ରସଙ୍ଗକୁ ନେଇ ଏବେ ଉଠୁଛି ପଡ଼ୁଛି ପୁରା ପଶ୍ଚିମବଙ୍ଗ ? ଏହାରି ଭିତରେ ଇସ୍ତଫା ଦେଇଛନ୍ତି ବେଙ୍ଗଲର କ୍ରୀଡ଼ାମନ୍ତ୍ରୀ । ନିଜ ପଦରୁ ଇସ୍ତଫା ଦେଇଛନ୍ତି ବେଙ୍ଗଲ କ୍ରୀଡ଼ାମନ୍ତ୍ରୀ ଅରୁପ ବିଶ୍ବାସ । ସେପଟେ ବେଙ୍ଗଲ ପୋଲିସ ମହାନିର୍ଦ୍ଦେଶକଙ୍କୁ…
Read More...

IPL-୨୦୨୬ ଖେଳାଳି ନିଲାମରେ ଉଡ଼ୁଛି ଟଙ୍କା, ଅଷ୍ଟ୍ରେଲୀୟ ଅଲରାଣ୍ଡର କାମେରୁନ ଗ୍ରୀନ୍‌ଙ୍କ ଦାମ୍‌ ୨୫ କୋଟି ୨୦ ଲକ୍ଷ

ନୂଆଦିଲ୍ଲୀ: IPL-୨୦୨୬ ଖେଳାଳି ନିଲାମରେ ଉଡ଼ୁଛି ଟଙ୍କା । ଅଷ୍ଟ୍ରେଲୀୟ ଅଲରାଣ୍ଡର ଗ୍ରୀନ୍‌ଙ୍କ ଦାମ୍‌ ୨୫ କୋଟି ୨୦ ଲକ୍ଷ । ଶ୍ରୀଲଙ୍କା ଦ୍ରୁତ ବୋଲର ପଥିରାଣାଙ୍କ ଦାମ୍ ବି ୧୮ କୋଟି । ଉଭୟଙ୍କୁ କିଣିଲା କୋଲକାତା ନାଇଟ୍‌ ରାଇଡର୍ସ । ଶ୍ରୀଲଙ୍କାର ହାସରଙ୍ଗାଙ୍କୁ ବେସ୍‌ ପ୍ରାଇସ୍‌ ୨…
Read More...

ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା ସୁନା ଦର, ଏବେ ହିଁ କିଣନ୍ତୁ ମନଇଚ୍ଛା ଅଳଙ୍କାର

ଭୁବନେଶ୍ଵର: ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୩,୮୬୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୨୨,୭୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୩୩,୮୬୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର…
Read More...

ଦିଲ୍ଲୀରେ ଘନ କୁହୁଡ଼ି, ଦିଶୁନି ରାସ୍ତାଘାଟ, ବାତିଲ ହେଲା ୧୦୦ ବିମାନ

ନୂଆଦିଲ୍ଲୀ: ଦିଲ୍ଲୀରେ ଘନ କୁହୁଡ଼ିର ପ୍ରଭାବରେ ବିମାନବନ୍ଦରରେ ୧୦୦ ବିମାନ ଉଡ଼ାଣ ବାତିଲ କରାଯାଇଛି । ଏହାରି ମଧ୍ୟରେ ଇଣ୍ଡିଗୋ, ସ୍ପାଇସ୍ ଜେଟ୍ ଏବଂ ଏୟାର ଇଣ୍ଡିଆ ପରାମର୍ଶ ଜାରି କରିଛନ୍ତି । ଏଥିସହ ୧୬ ଏବଂ ୧୭ ପ୍ରବଳ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଘନ…
Read More...

ଦିଲ୍ଲୀ ପ୍ରଦୂଷଣକୁ ନେଇ ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ

ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବିପଜ୍ଜନକ ଭାବରେ ଉଚ୍ଚ ଥିବାରୁ, ସୁପ୍ରିମକୋର୍ଟ ଓକିଲ ଏବଂ ମାମଲା ପ୍ରଦର୍ଶିତମାନଙ୍କୁ ଶାରୀରିକ ଉପସ୍ଥିତିକୁ ସୀମିତ କରିବା ଏବଂ ହାଇବ୍ରିଡ୍ ଏବଂ ଭର୍ଚୁଆଲ୍ ଶୁଣାଣିର ଅଧିକ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି । ବାୟୁ ଗୁଣବତ୍ତା ଅତି ଖରାପରୁ ଆହୁରି ଖରାପ…
Read More...

ଏପଟେ ଚାଲୁଥିଲା ପୁଅର ଅସ୍ତ୍ରୋପଚାର, ସେପଟେ ଷ୍ଟେଜରେ ଭାଷଣ ଦେଉଥିଲେ ମଲ୍ଲିକାର୍ଜୁନ ଖାର୍ଗେ

ଏପଟେ ଚାଲୁଥିଲା ପୁଅର ଅସ୍ତ୍ରୋପଚାର, ସେପଟେ ଷ୍ଟେଜରେ ଭାଷଣ ଦେଉଥିଲେ ମଲ୍ଲିକାର୍ଜୁନ ଖାର୍ଗେ । ଦିଲ୍ଲୀର ରାମଲୀଳା ମୈଦାନରେ ଏକ ସାଧାରଣ ସଭାରେ ଭାଷଣ ଦେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଥିଲେ, "ଗତକାଲି ମୋ ପୁଅର ଆଠ ଘଣ୍ଟାର ଅସ୍ତ୍ରୋପଚାର ହୋଇଥିଲା। ମୋ ପରିବାରର…
Read More...