Browsing Category

ଦେଶ ବିଦେଶ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ

ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ନିଜର ଦଳ ଘୋଷଣା କରିଛି। ଅଷ୍ଟ୍ରେଲିଆ ଦଳ ବର୍ଷ ୨୦୧୮ ପରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଏହି ଗସ୍ତ ସମୟରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅକ୍ଟୋବର ମାସରେ ତିନି ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ…
Read More...

କେଭିନ୍ ପିଟରସନ୍ ଇଂଲଣ୍ଡ କ୍ରିକେଟ୍ ବୋର୍ଡର ବିଶେଷ ପରାମର୍ଶଦାତା ଭାବେ ନିଯୁକ୍ତ…

ଇଂଲଣ୍ଡ କ୍ରିକେଟ୍ ବୋର୍ଡ ପୂର୍ବତନ କ୍ରିକେଟର କେଭିନ୍‌ ପିଟରସନ୍‌ଙ୍କୁ ଦେଲା ଗୁରୁ ଦାଇତ୍ୱ । ପିଟରସନ୍‌ଙ୍କୁ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଦିନିକିଆ ଏବଂ ଟି୨୦ ଦଳର ବିଶେଷ ପରାମର୍ଶଦାତା ଭାବେ ନିଯୁକ୍ତ କରିଛି। ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନଜରରେ ରଖି ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଏହି…
Read More...

ହାଫ୍ ମାରାଥନ୍‌ରେ ଅବସରପ୍ରାପ୍ତ ବୈଜ୍ଞାନିକଙ୍କ ମୃତ୍ୟୁ

ମହାରାଷ୍ଟ୍ରର ସାତାରା ଜିଲ୍ଲାରେ ହାଫ୍ ମାରାଥନ୍‌ରେ  ଦୌଡ଼ୁଥିବା ବେଳେ ହୃଦ୍‌ଘାତରେ ୬୫ ବର୍ଷୀୟ ଅବସରପ୍ରାପ୍ତ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଛି। ମୃତକ ସଞ୍ଜୟ କଦମ ପୁଣେର ବାସିନ୍ଦା ଥିଲେ। ସେ ସେଣ୍ଟର ଫର୍ ଡେଭେଲପମେଣ୍ଟ ଅଫ୍ ଆଡଭାନ୍ସଡ୍ କମ୍ପ୍ୟୁଟିଂ (ସି-ଡାକ୍‌)ରେ କାର୍ଯ୍ୟ କରି ଅବସର…
Read More...

ନିଜ ହାତରେ ବଦଳାଇଲେ ନଦୀର ଚିତ୍ର

ମଧ୍ୟ ପ୍ରଦେଶର ଜଣେ 20 ବର୍ଷୀୟ ଯୁବକ ପ୍ରଦୂଷିତ ଅଜନର ନଦୀକୁ ସଫା କରିବାର ଦାୟିତ୍ୱ ନେବା ପରେ ଏବେ ଚର୍ଚ୍ଚାରେ ଅଛନ୍ତି। ବିଟ୍ଟୁ, ଯାହାଙ୍କୁ ବିଟ୍ଟୁ ତବାହୀ ନାମରେ ମଧ୍ୟ ଜଣାଶୁଣା, ଜଳ ପ୍ରଦୂଷଣ ମୁକାବିଲା ପାଇଁ ତାଙ୍କ ପ୍ରୟାସର ଏକ ଅଂଶ ଭାବରେ ନଦୀ ଏବଂ ସାର୍ବଜନୀନ ସ୍ଥାନରୁ…
Read More...

କୋଠା ଭୁଶୁଡ଼ିବା ଘଟଣାରେ ୭କୁ ବଢିଛି ମୃତ୍ୟୁ ସଂଖ୍ୟା…

ଦିଲ୍ଲୀର ସତ୍ୟ ନିକେତନରେ ୬ ମହଲା କୋଠା ଭୁଶୁଡ଼ିବା ଘଟଣାରେ ୭କୁ ବଢିଛି ମୃତ୍ୟୁ ସଂଖ୍ୟା । ମୃତକଙ୍କ ମଧ୍ୟ ଛାତ୍ର ଓ ଶ୍ରମିକ ରହିଥିବା ସୂଚନା ମିଳିଛି। ଧ୍ବଂସସ୍ତୂପ ତଳେ ଏକାଧିକ ଲୋକ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି । ସଂକଟାପନ୍ନଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । DDMA,…
Read More...

ପୋଖରୀ ଭିତରେ ଲୁଚିଥିଲା କୁଖ୍ୟାତ ଅପରାଧୀ,ପାଣିକୁ ଘୋଷାଡ଼ି ଆଣିଲା ପୋଲିସ

ପୋଲିସକୁ ଚକମା ଦେବା ପାଇଁ ରଚିଥିଲା ଚକ୍ରବ୍ୟୁହ। ଦଳଭର୍ତ୍ତି  ପୋଖରୀ ଭିତରେ ଲୁଚିଥିଲା କୁଖ୍ୟାତ ଅପରାଧୀ। ପାଣିକୁ ଘୋଷାଡ଼ି ଆଣିଲା ପୋଲିସ। କର୍ଣ୍ଣାଟକ ଶିବମୋଗା ଜିଲ୍ଲାରେ  ଘଟିଛି ଏହି ଘଟଣା।ସୂଚନା ଅନୁଯାୟୀ, ୧୯ ବର୍ଷୀୟ ଦିଲୀପ ଓରଫ (କରିଆ) ବିରୋଧରେ ହତ୍ୟା ଉଦ୍ୟମ ଭଳି ଗୁରୁତର ଅଭିଯୋଗ…
Read More...

୧୫ ଦିନ ହେବ ପୁଅର ସରିଥିଲା ଅନ୍ତିମ ସଂସ୍କାର , ଜୀବିତ ଫେରିଲା ପୁଅ

୧୫ ଦିନ ହେବ ପୁଅର ସରିଥିଲା ଅନ୍ତିମ ସଂସ୍କାର। ହଠାତ୍ ଫୋନ୍ ଆସିଲା ପୁଅ ଜେଲରେ ଅଛି। ମରିଯାଇଥିବା ପୁଅକୁ ଜୀବତ ଥିବା ଖବର ଶୁଣି ଖୁସିରେ ନାଚି ଉଠିଲେ ପରିବାର ଲୋକେ। ଘଟଣା ଘଟିଛି। ପଞ୍ଜାବର କପୁରଥଲାରେ ।ପୂରା ଘଟଣାଟି ହେଲା, ଅଗଷ୍ଟ ୫ ତାରିଖ, ରବି କୁମାର ଘରୁ କୁଆଡେ ପଳାଇଯାଇଥିଲେ। ବାପା…
Read More...

ଭାରତର ଅଭିଜ୍ଞ ବ୍ୟାଡମିଣ୍ଟନ ସାତ୍ୱିକ ଏବଂ ଚିରାଗ ଯୋଡ଼ି ଚାଇନା ମାଷ୍ଟର୍ସର ଫାଇନାଲ୍‌ରେ

ଭାରତର ଅଭିଜ୍ଞ ବ୍ୟାଡମିଣ୍ଟନ ଯୋଡ଼ି ସାତ୍ୱିକ ସାଈରାଜ ଏବଂ ଚିରାଗ ଶେଟ୍ଟୀ ଚାଇନା ମାଷ୍ଟର୍ସର ଫାଇନାଲ୍‌ରେ ନିଜ ସ୍ଥାନ ପକ୍କା କରିନେଇଛନ୍ତି। ଶନିବାର ଖେଳାଯାଇଥିବା ସେମିଫାଇନାଲ୍ ମ୍ୟାଚ୍‌ରେ ଏହି ଯୋଡ଼ି ମାଲେସିଆ ଯୋଡ଼ିଙ୍କୁ ୨୧-୧୬, ୧୮-୨୧, ୨୧-୧୧ ରେ ପରାସ୍ତ କରିଛନ୍ତି । ଏହି…
Read More...

ସନ୍ଦେହି ଟ୍ରମ୍ପ: ଆମେରିକା ସେନାର କଲେ  ପଲିଗ୍ରାଫ୍ ଟେଷ୍ଟ 

ନିଜ ସେନା ଉପରେ ବିଶ୍ୱାସ କରୁ ନାହାନ୍ତି କି ଡୋନାଲ୍ଡ ଟ୍ରମ୍ପ। ପ୍ରାୟ ୫୦ ଜଣ ସାମରିକ ଅଧିକାରୀ ଏବଂ କର୍ମଚାରୀଙ୍କର ପଲିଗ୍ରାଫ୍ ଟେଷ୍ଟ  କଲେ ଟ୍ରମ୍ପ। ଇରାନ ଯୁଦ୍ଧ ମଧ୍ୟରେ ଆମେରିକାର ଅସ୍ତ୍ରଶସ୍ତ୍ର ଅଭାବର ରିପୋର୍ଟ ପ୍ରକାଶ ପାଇବା ପରେ କେହି  ବିଶ୍ୱାସଘାତକତା କରୁଛନ୍ତି କି  ତାହା…
Read More...

ନେପାଳ ଜଳ ପ୍ରଳୟ: ୯ ଦିନ ପରେ ଟନେଲ ଭିତରୁ ମିଳିଲା ୨ ଜୀବନ

ନେପାଳର ବନ୍ୟାର ବୀଭିଷିକା ମଧ୍ୟରେ ସାମନାକୁ ଆସିଛି ଆଶ୍ଚର୍ଯ୍ୟକର ଭଳି ଘଟଣା।  ୯ ଦିନ ପରେ ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ୨ ଶ୍ରମିକ। ଜଳ ପ୍ରଳୟର ୯ ଦିନ ପରେ କାଦୁଅ ଓ ଆବର୍ଜନା ତଳୁ ଉଦ୍ଧାର ହୋଇଛନ୍ତି ୨ ଶ୍ରମିକ। ଏହି ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହୋଇଥିବା ଶ୍ରମିକ ଦ୍ୱୟ ହେଲେ କବୀର…
Read More...