ସୁବର୍ଣ୍ଣପୁର (ଓମ୍ ପ୍ରକାଶ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ମହାଦେବପାଲି ପଞ୍ଚାୟତ କର୍ତଙ୍ଗ ଉଚ୍ଚ ବିଦ୍ୟାଳୟରେ ଡ୍ରାଇଭର ମହାସଂଘ ଓ ଆମ ଓଡ଼ିଶା ମିଳିତ ଆନୁକୂଲ୍ୟରେ ହୋଇଥିବା ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪ ମହିଳାଙ୍କ ସମେତ ୫୬ ଜଣ ରକ୍ତଦାନ କରିଛନ୍ତି। ଭିମସାଇ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡା, ବେଣୁଧର ପାର୍ଶ୍ଵ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିବିରକୁ ଶୁଭାରମ୍ଭ କରିଥିଲେ। ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୁରଲୀଧର ବଡ଼ମାରି, ସମ୍ମାନିତ ଅତିଥି ଭାବେ ଡ୍ରାଇଭର ଜ୍ୟୋତି ପଧାନ, ସମାଜସେବୀ ସତ୍ୟ ନାରାୟଣ ପାୟେ ଯୋଗ ଦେଇଥିଲେ। ଏଥିରେ ବିମଳ ପଟ୍ଟନାୟକ, ଚମ୍ପେଶ୍ଵର ମହାକୁର, ରାଜୁ ମଲ୍ଲିକ, ଶୁକଦେବ ଦଣ୍ଡିଆ, ମୁରଲୀ ସବୁ ରାଧେଶ୍ୟାମ ବାଘ, ସଚିତା ବାଘଙ୍କ ସହ ସଂଘର କର୍ମକର୍ତ୍ତା ସହଯୋଗ କରିଥିଲେ। ମହାଦେବପାଇଁ ‘ସମ୍ବାଦ’ ପ୍ରତିନିଧି ସନାତନ ପ୍ରକାହାରୀ ଶିବିର ପରିଚାଳନା କରିଥିଲେ। ଏଥିରେ ବୁର୍ଲା ରକ୍ତଭଣ୍ଡାରର ଲାଲୁ ବିଶ୍ବାସ କରୁଣାକର ସାହୁ, ପ୍ରଫୁଲ୍ଲ ସାହୁ, ପଏକୁ ଭୋଇ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ପ୍ରଥମେ ପଧନ ଦମ୍ପତି ରକ୍ତଦାନ କରିଥିଲେ।
ରକ୍ତଦାନ ମହାସଂଘ ଜିଲ୍ଲା ଉପସଭାପତି ରକ୍ତଦାନ ଅଭିଯାନ
ରକ୍ତଦାତା ଜୀବନ ଦାତା। ଜ୍ୟୋତି ରଞ୍ଜନ ପଧାନ, ଭଗବତି ପଧାନ, ଛବିଳ ପାତ୍ର, ନରୋତ୍ତମ ମଣ୍ଡା, ରମେଶ ପାତ୍ର, ସୁରେନ୍ଦ୍ର ବାଘ, ନିତ୍ୟାନନ୍ଦ କୁମ୍ଭାର, ନରେନ୍ଦ୍ର ଭିଜିଲା, ଭରତ ନେବୀ, ଅଶୋକ ବସ୍ତିଆ, ବିଜୟ ବଡ଼ମାଳି, ସିପୁନ ବଡମାଲି, ଅର୍ଜୁନ ଦୀପ, ପ୍ରକାଶ ବିଶି, ରାଜେନ୍ଦ୍ର ବାଘ, ପଲ୍ଲବ ମଲ୍ଲିକ, ଗୋପେଶ୍ଵରା ବାଘ, ବୀରେନ୍ଦ୍ର ଦାସ, ଜ୍ୟୋତ୍ସ୍ନା ପ୍ରଧାନ, ରାଜୀବ ଲୋଚନ ପାଣିଗ୍ରାହୀ, ଅରବିନ୍ଦ ମାହୁ, ଅମିତ ନାୟକ, କୁମୁଦ ନାଏକ, ଈଶ୍ବର ମଲ୍ଲିକ, ରାକେଶ ସାହୁ, ସରୋଜ ପାଢୀ, ଦୁଃଖୀଶ୍ୟାମ ବଗର୍ତୀ, ଜିତେନ୍ଦ୍ର ଭୋଇ, ସୁବ୍ରତ ପାତ୍ର, ତୀର୍ଥବାସୀ ଦେହେରୀ, ଶିବ ଚୌଧୁରୀ, ବିକ୍ରମ ପୂଜାହାରୀ, ଗୋବିନ୍ଦ ପାଥେ, ପ୍ରଶାନ୍ତ ନାୟକ, ହେମାନନ୍ଦ ରଣା, ପ୍ରେମାନନ୍ଦ ପାଣ୍ଡେ, ଶ୍ରୀନାଥ ପଣ୍ଡା, ମନେଶ ଖୁଲ, ରାମନାଥ ନେବୀ, ବାଳକୃଷ୍ଣ ପାଣ୍ଡେ, ସୁବାସ ସାହୁ, କାହ୍ନୁଚରଣ ଛତ୍ରିଆ, କେଶବ ପୂଜାହାରୀ, ମୁନିଲ ନାଗ, ସୁଶିତ ନାଗ,