ବାଣପୁରରେ ବନ୍ଦ ର ପ୍ରଭାବ

(ଏସ.କେ .ମହିନୁଲ୍) : ବାଣପୁରରେ କଂଗ୍ରେସ କମିଟି ତରଫରୁ ବନ୍ଦ ପାଳନ କରାଯାଇଛି । ଶତାଧିକ କଂଗ୍ରେସ କର୍ମଚାରୀମାନେ ପିକେଂଟି କରି ଦୋକାନ ବଜାର, ସ୍କୁଲ କଲେଜ ତଥା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଯାନବାହନ ଚଳାଚଳ ବନ୍ଦ କରାଯାଇଥିଲା । ଅପ୍ରୀତିକ କାର୍ଯ୍ୟ ନ ଘଟିବ ତାହାକୁ ଦୃଷ୍ଟିରେ ରଖି ବିଭିନ୍ନ ଛକରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ପ୍ରଥମଥରପାଇଁ ବନ୍ଦ ପାଳନରେ କୁଜନ ଜନସାଧାରଣଙ୍କ ସହଯୋଗ ମନୋଭାବ ଥିଲା ।