ପାରାଦୀପ ପୋର୍ଟ ଲାଚଂ କାରବାର ମାମଲାରେ ଚର୍ଚ୍ଚିତ ମିଶ୍ରଙ୍କୁ ଜାମିନ

ଭୁବନେଶ୍ୱର: (ଚିନ୍ମୟୀ ସ୍ୱାଇଁ):-ଚର୍ଚ୍ଚିତ ମିଶ୍ରଙ୍କୁ ଜାମିନ । ପାରାଦୀପ ପୋର୍ଟ ଲାଚଂ କାରବାର ମାମଲାରେ ଚର୍ଚ୍ଚିତ ମିସ୍ରଙ୍କୁ ଜାମିନ । ଓଡିଶା ଷ୍ଟିଭେଡୋର୍ସ ଲିମିଟେଡର ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ର । ଚର୍ଚ୍ଚିତଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ । ସାକ୍ଷୀଙ୍କୁ ପ୍ରଭାବତ ନ କରିବା ଓ ପାସପୋର୍ଟ ଜମା ପାଇଁ ନିର୍ଦ୍ଦେଶ । ପ୍ରତି ୧୫ ଦିନରେ ତଦନ୍ତ ଅଧିକାରୀଙ୍କୁ ସାକ୍ଷାତ ନିର୍ଦ୍ଦେଶ ।