୫୬ ବର୍ଶରେ ସୁରାଙ୍କୁ ଦ୍ୱିତୀୟ ବିବାହ କଲେ ଅରବାଜ

ମୁମ୍ବାଇ : ବଲିଉଡ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅର୍‌ବାଜ ଖାନ ୫୬ ବର୍ଷ ବୟସରେ ଦ୍ବିତୀୟ ବିବାହ କରିଛନ୍ତି। ସେ ରବିବାର ସନ୍ଧ୍ୟାରେ ମେକ୍‌ଅପ୍‌ ଆର୍ଟିଷ୍ଟ ସୁରା ଖାନ୍‌ (୪୧) ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଅର୍‌ବାଜଙ୍କ ଭଉଣୀ ଅର୍ପିତା ଖାନ୍‌ଙ୍କ ଘରେ ଉଭୟ ନିକାହ…
Read More...

ଭାରତରତ୍ନ ଅଟଳ ବିହାରି ପଜପେୟୀଙ୍କ ୯୯ ତମ ଜନ୍ମତିଥି ପାଳନ

ବିଷମ କଟକ (ରବିନ୍ଦ୍ର କୁମାର ସାହୁ) : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରି ପଜପେୟୀଙ୍କ ୯୯ ତମ ଜନ୍ମତିଥି ଅବସରରେ ଆଜିର ଦିନକୁ ସୁଶାସନ ଦିବସ ରୂପେ ସାରା ଭାରତରେ ପାଳନ କରାଯାଇଛି। ଏହି ଅବସରରେ ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ବିଜେପି ପକ୍ଷରୁ ସ୍ଥାନୀୟ ପୁରୁଣା…
Read More...

ଅସୁସ୍ଥ ଦନ୍ତାକୁ ଟ୍ରାଙ୍କୁଲାଇଜ କଲା : ଚାଲିଛି ଚିକିତ୍ସା

ଟ୍ରାଙ୍କୁଲାଇଜ କରି ଚିକିତ୍ସା କରୁଛି ବନ ବିଭାଗ ।  ଭୁବନେଶ୍ୱରରୁ ଆସିଛନ୍ତି ବିଶେଷଜ୍ଞ ଦଳ । ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜ କାଞ୍ଚନପୁର ଜଙ୍ଗଲରେ ଅସୁସ୍ଥ ଦନ୍ତା ହାତୀ ବୁଲୁଥିବା ନେଇ  ଖବର ପ୍ରସାରଣ କରିଥିଲା ରିପୋଟରର୍ସ ଟୁଡେ।  ଅସୁସ୍ଥ ଦନ୍ତା ଟ୍ରାଙ୍କୁଲାଈଜ  କରି ଚିକିତ୍ସା କରୁଛି…
Read More...

ଜନ୍ମମାଟିରେ ବାଗ୍ମୀ ବିଶ୍ୱନାଥ କରଙ୍କ ୧୫୯ ତମ ଜୟନ୍ତୀ ଉତ୍ସବ ପାଳନ

ସାଲେପୁର (ଜ୍ୟୋସ୍ନା ରାଣୀ ସିଂହ) : ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର କ୍ରାନ୍ତିଦ୍ରଷ୍ଟା ପୁରୁଷ,ବିଖ୍ୟାତ ସାମ୍ବାଦିକ ଏବଂ ସମ୍ପାଦକ ବାଗ୍ମୀ ବିଶ୍ୱନାଥ କରଙ୍କ ୧୫୯ ତମ ଜନ୍ମ ଜୟନ୍ତୀ ପାଳନ । ମାହାଙ୍ଗା ନିର୍ବାଚନ ମଣ୍ଡଳୀର ମୂଳବସନ୍ତ ଠାରେ ଏହି ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l…
Read More...

କନ୍ଧକେଳଗାଁ ଷଷ୍ଠ ତମ ଏସ୍ .ବି ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଟିଟିଲାଗଡ  (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ କନ୍ଧକେଳ ଗାଁ ସାବୁନ ବୁରେଇ ଖେଳ ପଡିଆ ଠାରେ ଏସ୍ ,ବି କ୍ଲବ  ଆନୁକୂଳ୍ଯ ଫୁଟବାଳ  ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି । ଏହି ଟୁର୍ନାମେଣ୍ଟ  ୨୨ ରୁ  ୨୭  ତାରିଖ ପର୍ଯ୍ୟନ୍ତ  ହେବା କମିଟି ପ୍ରକାଶ କରିଛି।…
Read More...

ଅନୁଗୋଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘର ପ୍ରଥମ ବାର୍ଷିକ ଉତ୍ସବ ଓ ଗୁଣିବ୍ୟକ୍ତି ସମ୍ମାନ ଅନୁଷ୍ଠିତ

ଅନୁଗୋଳ (ସୁଧାକର ସାହୁ) : ଅନୁଗୋଳ ସହରର ଟାଉନ ହଲ ଠାରେ ଅନୁଗୋଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘର ପ୍ରଥମ ବାର୍ଷିକ ଉତ୍ସବ ମହା ଆଡମ୍ଭରରେ ପାଳିତ ହୋଇଯାଇଛି । ଏହି ଅଵସରରେ ମୁଖ୍ୟ ଅତିଥି ଭାବେ ଆଦର୍ଶ ଶିକ୍ଷା ସମୂହର ଅଧକ୍ଷ ଡ଼କ୍ଟର ମହେଶ ଚନ୍ଦ୍ର ଧଳ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ…
Read More...

ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ଭାଜପେୟୀଙ୍କ ଜୟନ୍ତୀ

ଉଦାରବାଦୀ ରାଜନେତା, କବି ତଥା ସୁବକ୍ତା ଭାବେ ବେଶ୍ ପରିଚିତ ଥିଲେ ଅଟଳ ବିହାରୀ ବାଜପେୟୀ। ନିଜର ଭାଷଣର ଦକ୍ଷତା, ହସ ହସ ମୁହଁ ଓ ବିଚାଚଧାରା ପାଇଁ ବାଜପେୟୀ ଲୋକଙ୍କର ବେଶ୍ ପ୍ରିୟ ଥିଲେ । ସେ ୧୯୨୪ ମସିହା ଆଜିର ଦିନରେ ଗ୍ବାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ…
Read More...

ମହାପ୍ରଭୁ ଦର୍ଶନ ପାଇଁ ଲାଗିଛି ହଜାର ହଜାର ଭକ୍ତଙ୍କ ଗହଳି

ପୁରୀ : ବଡଦିନରେ ବଡଦାଣ୍ଡରେ ବଡ ଗହଳି  । ମହାପ୍ରଭୁଙ୍କ ଦର୍ଶନ ଲାଗି ସକାଳୁ ସକାଳୁ  ବଡଦାଣ୍ଡରେ ଭକ୍ତଙ୍କ ସମାଗମ ହୋଇଛି । ହଜାର ହଜାର ସଂଖ୍ୟରେ ଭକ୍ତ ବଡଦାଣ୍ଡରେ ଏକାଠି ହୋଇଛନ୍ତି । ଦିନ ବଢିବା ସହ ଭକ୍ତଙ୍କ ଗହଳି ବଢୁଛି । ଲମ୍ବା ଲାଇନରେ ଯାଇ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଉଛନ୍ତି ।…
Read More...

ଆଜି ବଡଦିନ : ଧରାପୃଷ୍ଠକୁ ଅବତରଣ କରିଥିଲେ ପ୍ରଭୁ ଯୀଶୁ

ଡିସେମ୍ବର ୨୫ ସାରା ବିଶ୍ୱରେ ଖ୍ରୀଷ୍ଟମାସ ବା ବଡଦିନ ଭାବେ ପାଳନ କରାଯାଏ । ଖ୍ରୀଷ୍ଟ ଧର୍ମର ଏହି ଦିନକୁ ସବୁଠାରୁ ପବିତ୍ର ମନେକରାଯାଏ । ଖ୍ରୀଷ୍ଟଧର୍ମର ପ୍ରବର୍ତ୍ତକ ଯୀଶୁ ଖ୍ରୀଷ୍ଟ ଏହିଦିନ ଧରାବତରଣ କରିଥିଲେ । ଦୟା, କ୍ଷମା, କରୁଣାର ଅବତାର ଥିଲେ ପ୍ରଭୁ ଯୀଶୁ। ମାନବ ସମାଜକୁ…
Read More...

ରାଧାନାଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ  “ନୂଆ – ଓ”  କାର୍ଯ୍ୟକ୍ରମ ଉଦଯାପିତ

ବସ୍ତା (ଅଜିତ ସାହୁ ) : ବସ୍ତା ବ୍ଲକ୍ ପାଉଁଶକୁଲି ସ୍ଥିତ ରାଧାନାଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ  ଓଡ଼ିଶା ସରକାରଙ୍କ "ନୂଆ -ଓ, ଯୁବ ଓଡ଼ିଶା,ନବୀନ ଓଡ଼ିଶା" କାର୍ଯ୍ୟକ୍ରମର  ଉଦଯାପନୀ ଉତ୍ସବ ପାଳିତ ହୋଇ ଯାଇଛି। ବିଦ୍ୟାଳୟର ଭାରପ୍ତାପ୍ତ ଅଧ୍ୟକ୍ଷ ଅଶୋକ କୁମାର ସାହୁଙ୍କ…
Read More...