ଖଜୁରୀ ଖାଇବାର ଉପକାରିତା

ଖଜୁରୀ ଖାଇବାକୁ ଯେତେ ସ୍ୱାଦ ଲାଗେ , ତାର ଉପକାରିତା ଗୁଣ ମଧ୍ୟ ରହିଛି । ମିଠା ସ୍ୱାଦ ପାଇଁ ଖଜୁରୀ ସମସ୍ତଙ୍କୁ ପସନ୍ଦ । ସଂକ ପରିମାଣରେ ଖଜୁରୀ ଖାଇବା ଦ୍ୱରା ଶରୀରକୁ ଶକ୍ତି ଦିଏ । ଖଜୁରୀ ଏକ ସ୍ୱାଦିଷ୍ଟ, ପୌଷ୍ଟିକ ଏବଂ ଶକ୍ତିଦାୟକ ଫଳ। ଏଥିରେ ପ୍ରାକୃତିକ ଶର୍କରା, ଫାଇବର, ପୋଟାସିୟମ୍,…
Read More...

ଝଟପଟ ତିଆରି କରନ୍ତୁ ଏହି ଢାବା ଷ୍ଟାଇଲ ତରକାରୀ

ପ୍ରତିଦିନ ସମାନ ପ୍ରକାର ତରକାରୀ ଖାଇ ଆପଣ ବୋର ହୋଇଗଲେଣି କି? ଆସନ୍ତୁ ଜାଣିବା ଏମିତି କିଛି ରେସିପି ଝଟପଟ ବନିଯିବ ଯାହା ଖାଇବାକୁବି ସ୍ୱାଦିଷ୍ଟ । ମାତ୍ର ୧୫ ମିନଟରେ ବନାଇ ନେବା ଏହି ଡାବା ଷ୍ଟାଇଲ ତରକାରୀ । ଦହି,ସିମଲା ଲଙ୍କା ଓ ପିଆଜ ଏହି ତରକାରୀ ପାଇଁ ଆବଶ୍ୟକ ପଡିଥାଏ । ଏହାକୁ…
Read More...

ଫାଇନାଲରେ ଭାରତ

ଭାରତୀୟ ମହିଳା କ୍ରିକେଟର ଦଳର ମହିଳା ମାନେ ଏସିଆ କପ୍ ୨୦୨୬ର ଫାଇନାଲ୍ ରେ ପ୍ରବେଶ କରିଛି । ଭାରତୀୟ ଟିମ ୨୦ ଓଭରରେ ୧୪୯ ରନ କରିଥିଲା । ଶେଫାଳି ବର୍ମା ମାତ୍ର ୪୦ ବଲ୍ ରୁ ୬୪ ରନ୍ ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ । ଯାହାକି ତାଙ୍କର ୨୦ତମ ଟି-୨୦ ଅନ୍ତର୍ଜାତୀୟର ଅର୍ଦ୍ଧଶତକ । ପ୍ରତିକା…
Read More...

ଖସିଲା ସୁନା ଓ ରୁପା ଦାମ୍

ଆପଣ ଗହଣା କିଣିବାକୁ ଚାହୁଁଛନ୍ତି ବା ଯେଜନା କରୁଛନ୍ତି ତାହେଲେ ଜାଣି ନିଅନ୍ତୁ ଆଜି ସୁନା ଦର କେତେ ରହିଛି । ନଜର ପକାନ୍ତୁ ଆଜି ଭାରତରେ କେଉଁ ସହରରେ କେତେ ସୁନା ଦର ରହିଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୨,୮୯୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୦,୧୫୦…
Read More...

ଜଳିଗଲେ ୨୬ ଛାତ୍ରଛାତ୍ରୀ

ସ୍କୁଲରେ ପାଠପଢା ହଠାତ ଚାରିଆଡେ ନିଅଁ ଲାଗିଥିଲା । ଚାରିଆଢେ ଖେଳିଗଲା ନିଆଁ ଆଉ ଧୂଆଁ ଜୀବନ ବଞ୍ଚାଇବା ପାଇଁ କିଏ କୁଆଡେ ଦୌଡିଥିଲେ କିଏ ମୁଖ୍ୟ ଦ୍ୱାରକୁ ତ କିଏ ଝରକାରୁ ଡେଇଁଥିଲା । ନିଆଁ ଓ ଦଳାଚକଟାରେ ଚାଲିଗଲା୨୬ ତଣ ଛାତ୍ରଛାତ୍ରୀଙ୍କ ଜୀବନ । କଙ୍ଗୋର ବୁକାଭୁରୁ ଆସିଛି ଏଭଳି ଛାତିଥର…
Read More...

ଘର ପାଇଁ ଶୁଭ ଏହି ଜିନିଷ

 ଘର ସକାରତ୍ମକ ବାତା ବରଣ ରହିଲେ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ସଜ୍ଜିତ ବାସସ୍ଥାନ ସୃଷ୍ଟି କରିବା ଦ୍ୱରା ମନରେ ସକାରାତ୍ମକ ଭାବ ଅମେ ମନ ଏବଂ ଦିନ ଆନନ୍ଦରେ ଭରିଯାଏ । ଆସନ୍ତୁ ଜାଣିବା କଣ ସବୁ କରିବର ଦ୍ୱାରା ସକାରାତ୍ମକ ବାତାବରଣ ସୃଷ୍ଟି ହୁଏ । ତୁଳସୀ ଗଛ ଘରର ପରିବେଶକୁ ଶାନ୍ତ ଓ…
Read More...

ବିପାଶାଙ୍କ ପ୍ରୋଟିନ ପାଉଡରରୁ ମିଳିଲା ପୋକ

ବିପାଶାଙ୍କ ପ୍ରୋଟିନ ପାଉଡରରୁ ମିଳିଳା ପୋକ । ଡବା ଖୋଲିବା ପରେ ବିପାଶା ଚମକି ପଡିଥିଲେ । ରାଙ୍କ ପ୍ରୋଟିନ ପାଉଡରରୁ ମିଳିଥିଲା ଛୋଟ ଛୋଟ ପୋକ । ଆଉ ଏହି ଘଟଣାକୁ ନେଖ ସିଧାସଳଖ ମହାରଷ୍ଟ୍ର FDA କମିଶନର ତୁକାରାମ ମୁଣ୍ଡେଙ୍କ ନିକଟରେ ସାହାଯ୍ୟ ଲୋଡିଛନ୍ତି । ବିପାଶା ଗୁରୁବାର ଦିନ…
Read More...

ଚର୍ଚ୍ଚର ଛାତ ଭୂଶୁଡି ୩ ମୃତ ୧୧ ଆହତ

ତାମିଲନାଡୁର ଭେଲୋରରେ ଏକ ନର୍ମାଣଧୀନ ଚର୍ଚ୍ଚର ଛାତ ଭୂଶୁଡି ପଡିଛି । ଏହି ଘଟଣାଟି କାଲି ରାତିରେ ଘଟିଥିବା ବେଳେ ଚାପି ହୋଇ ୩ଜଣ ମୃତୁ୍ୟ ଘଟିଥିବା ବେଲେ ୧୧ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଅଗ୍ନିଶମ ବାହିନୀ ଏବଂ ଉଦ୍ଧାର କାର୍ଯ୍ୟ ନିୟୋଜିତ । ସୂଚନାନୁଯାୟୀ, କଟପାଡି ନିକଟସ୍ଥ ମଣ୍ଡି…
Read More...

ଭାରତରେ ବଢୁଛି ପରମାଣୁ ଶକ୍ତି

ଭାରତ ଏବେ ନିଜର ଯୁଦ୍ଧାସ୍ତ୍ର ବଢାଇବାରେ ଲାଗିଛି । ଅପରେଶ ସିନ୍ଦୂର ପରେ ପାକିସ୍ତାନ ସହ ଉତ୍ତେଜନା ବୃଦ୍ଧିକୁ ଲକ୍ଷ୍ୟ କରି ଭାରତ ଏହାର ପରମାଣୁ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିଛି । ଏନେଇ ଆମେରିକୀୟ ଥିଙ୍କ ଟ୍ୟାଙ୍କ ଫେଡେରେସନ ଅଫ ଆମେରିକୀୟ ସାଇଣ୍ଟିଷ୍ଟ ଏକ ନୂତନ ରିପେର୍ଟ ପ୍ରକାଶ କରିଛନ୍ତି…
Read More...

ସ୍ଥିର ରହିଛି ପେଟ୍ରୋଲ ଡିଜେଲ ଦର

ଆଜି ପେଟ୍ରୋଲ ଓ ଡିକେଲ ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଭୁବନେଶ୍ୱରରେ ଅଜି ପେଟ୍ରୋଲ ଦର ରହିଛି ଲିଟର ପିଛିା ୧୦୮.୯୬ ଟଙ୍କା ଡିଜେଲ ଲିଟର ପିଛା ୧୦୦.୬୮ପଇସା ରହିଛି । ସେହିପରି ଦିଲ୍ଲୀରେ ପେଟ୍ରେଲ ଲିଟର ପିଛା ୧୦୨.୧୨ ପଇସା ଡିଜେଲ ଦର ୯୫ ଟଙ୍କା ୨୦ ପଇସା ହୋଇଛି ।ମୁମ୍ବାଇରେ…
Read More...