କଟକ ମହାଆଡମ୍ବରରେ କାଳୀପୂଜା ଭସାଣୀ ଶେଷ

କଟକ : କଟକ ଭଷାଣି ମହୋତ୍ସବ ରେ ସାମିଲ ହେଲେ 170 ମେଢ଼ ଶାନ୍ତି ଶୃଙ୍ଖଳାରେ ଭସାଣୀ ପର୍ବ ଶେଷ । କଟକରେ ମହା ଆଡମ୍ବରରେ ବାଦ୍ୟ ନୁର୍ତ୍ୟରେ ଭଷାଣୀ ଯାତ୍ରା ଶେଷ ହୋଇଛି।କଟକର ସମସ୍ତ ମେଢ଼ ଭଷାଣୀ ଯାତ୍ରାରେ ସାମିଲ ହୋଇଥିଲେ। କଲେଜ ଛକରୁ ପ୍ରସେସନ କରି ରାଣୀହାଟ, ମଙ୍ଗଳାବାଗ ଦେଇ ବକ୍ସି…
Read More...

ଅଭିନଵ ଢଙ୍ଗରେ ଜାତୀୟ ପ୍ରେସ ଦିବସକୁ ପାଳନ କଲେ ଅନୁଗୋଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘ

ଅନୁଗୋଳ (ସୁଧାକର ସାହୁ) : ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଅନୁଗୋଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘ ଜାତୀୟ ପ୍ରେସ ଦିବସ ପାଳନ କରିଛନ୍ତି । କିନ୍ତୁ ମହାସଂଘର ସମସ୍ତ ସାମ୍ବାଦିକ ଏ ବର୍ଷ ଏକ ଅଭିନଵ ଓ ନିଆରା ଢଙ୍ଗରେ ପ୍ରେସ ଦିବସ ପାଳନ କରିଥିବାରୁ ଜିଲ୍ଲା ପୋଲିସ ତରଫରୁ ମଧ୍ୟ ସଂଘକୁ ସାଧୁବାଦ…
Read More...

ବିଶ୍ୱକପ ଫାଇନାଲ ମ୍ୟାଚ ପୂର୍ବରୁ ବାୟୁସେନା କରିବ ଏୟାର ଶୋ’ ୧୦ ମିନିଓ ଦେଖାଇବ ଜଲୱା

କ୍ରିକେଟ ବିଶ୍ୱକପ ପାଇଁ ରବିବାର ହେବ ମୁକାବିଲା । ଏହି ସମୟରେ ପ୍ରଦର୍ଶିତ ହେବ ଭାରତୀୟ ବାୟୁସେନା ସୂର୍ଯ୍ୟକିରଣ ଏୟାର ଶୋ’ କରିବେ । ରବିବାର ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ ପାଇଁ ପ୍ରସ୍ତୁତି ଯୋରଦାର ।ଅହମ୍ମଦବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯିବ ।…
Read More...

ବନ୍ଧା ହେଲେ ରସିକିଆ ହାବିଲଦାର, ଅଧ୍ୟପିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ଅଭିଯୋଗ

ଭୁବନେଶ୍ୱର : ହାବିଲଦାରଙ୍କ କଳଙ୍କିତ କାରନାମା । ଅଧ୍ୟାପିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରଥମେ ଶାରୀରିକ ସମ୍ପର୍କ ପରେ ବାରମ୍ବାର ଗର୍ଭପାତ ଅଭିଯୋଗ ହୋଇଛି । ଏହାପରେ ଚନ୍ଦକା କ୍ୟାମ୍ପର ହାବିଲଦାର ପ୍ରେମସାଗର ବାରାଙ୍କୁ ବାନ୍ଧିଲା ପୋଲିସ । ସୂଚନା ଅନୁସାରେ, ପ୍ରେମ ସାଗର ରେଶ୍ଟାଲ…
Read More...

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମିଧିଲି’, ଓଡିଶାକୁ ନାହିଁ ବିପଦକ

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ବାତ୍ୟାର ରୂପ ନେଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ମିଧିଲି’ । ଉତ୍ତରପୂର୍ବ ଦିଗକୁ ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି । ପାରାଦୀପ ଠାରୁ ୧୯୦, ଦୀଘା ଠାରୁ ୨୦୦ କିମି ଦୂରରେ ବାତ୍ୟା…
Read More...

ଦମ୍ପତିଙ୍କୁ ପୋଡି ମାରିବା ଘଟଣା : ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁର: ସତ୍ୟର ହେଲା ଜୟ । ଯାଜପୁର ରୋଡରେ ହୋଇଥିବା ସେ ଲୋମଟାଙ୍କୁରା ଘଟଣାର ର୍ରା ପ୍ରକାଶ ପାଇଛି । ୨୦୨୦ରେ ଯାଜପୁର ରୋଡ ଅଞ୍ଚଳର ଦମ୍ପତିଙ୍କୁ ପୋଡି ମାରିଥିଲେ । ସେହି ମାମଲାର ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ୧୭ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।ସମସ୍ତ…
Read More...

ଦ୍ୱିତୀୟ ସେମିଫାଇନାଲ : ଅଷ୍ଟ୍ରେଲିଆକୁ ୨୧୩ରନର ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା

କୋଲକାତା : କୋଲକାତାର ଇଡେନ ଗାର୍ଡେନରେ ବିଶ୍ୱକପ୍‌ର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଖେଳାଯାଛି । ତେବେ ସେମିଫାଇନାଲ୍‌ ମୁକାବିଲାରେ ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । କ୍ଷିଣ ଆଫ୍ରିକା ପ୍ରଥମେ ବ୍ୟଟିଂ କରି  ୪୯.୩  ଓଭରରେ ସମସ୍ତ ୱିକେଟ ହରାଇ…
Read More...

ପ୍ଲିଜ ଆପଣ ମ୍ୟାଚ ଦେଖିବେନି : ଫ୍ୟାନ ଏମିତି କହିଲେ ବିଗ ବି ଙ୍କୁ

ଅମିତାଭ ବଚ୍ଚନ ଏପରି ଏକ ଟୁଇଟ୍ କରିଛନ୍ତି ଯାହା କିଛ ମିନିଟ ମଧ୍ୟରେ ଭାଇରାଲ ହୋଇଥିଲା । ଏହି Xରେ ଅମିତାଭ ଏପରି କିଛି କହିଛନ୍ତି ଯେ ପ୍ରଶଂସକମାନେ ମ୍ୟାଚ ଦେଖିବାକୁ ମନା କରିଛନ୍ତି । Xରେ ଏପରି କିଛି କହିଛନ୍ତି ଯେ ପ୍ରଶଂସକମାନେ ତାଙ୍କୁ ବିଶ୍ୱକପ ଫାଇନାଲ ମ୍ୟାଚ ଦେଖିବାକୁ ମନା…
Read More...

ରେକର୍ଡ ଭାଙ୍ଗିଲା Disney+Hotstar : ସେମି ଫାଇନାଲ ସମୟରେ ଭ୍ୟୁଅର୍ସ ସଂଖ୍ୟା ୫.୩ କୋଟିରେ ପହଞ୍ଚିଲା

ଭାରତ ନ୍ୟୁଜିଲାଣ୍ଡ ମ୍ୟାଚରେ ଅନେକ ରେକର୍ଡ ହୋଇଛି । କ୍ରିକେଟ ମଇଦାନ ଠାରୁ ଆରମ୍ଭ କରି ଡିଜିଟାଲ ୱାଲର୍ଡ ପଯ୍ୟନ୍ତ ଅନେକ ରେକର୍ଡ ଭାଙ୍ଗିଥିବା ବେଳେ ଅକେକ ରେକର୍ଡ ତିଆରି ହୋଇଛି । ଆଇସିସି ବିଶ୍ୱକପ ପ୍ରଥମ ସେମିଫାଇନାଲରେ Disney+Hotstar ଭ୍ୟୁଅରସିପର ରେକର୍ଡ କରିଛି । ପ୍ରଥମେ ଭାରତ…
Read More...

ବିଶ୍ୱକପର ଦ୍ୱିତୀୟ ସେମିଫାଲନାଲ : ଟସ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ନିଷ୍ପତ୍ତି

କୋଲକାତା: କୋଲକାତାର ଇଡେନ ଗାର୍ଡେନରେ ବିଶ୍ୱକପ୍‌ର ଦ୍ୱିତୀୟ ସେମି ଫାଇନାଲ । ତେବେ ସେମିଫାଇନାଲ୍‌ ମୁକାବିଲାରେ ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । ସେପଟେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ। ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଣ୍ଟର…
Read More...