ତାଳଚେର ବ୍ଲକ କାର୍ଯ୍ୟାଳୟକୁ ଘେରାଉ କଲା ବିଜେପି

ତାଳଚେର : ରାଜ୍ୟର ସବୁ ବ୍ଲକ୍ ଆଉ ଲୋକଙ୍କ ସେବାରେ ନୁହେଁ ବରଂ ଶୋଷଣରେ ନିୟୋଜିତ ରହିଛନ୍ତି। ରାସ୍ତାଠୁ ଆରମ୍ଭ କରି ଆବାସ ଗୃହ ଯୋଜନା ସବୁଥିରେ ପ୍ରାୟ ୫୦ ପ୍ରତିଶତ ପିସି ସଂଗ୍ରହ କରୁଛନ୍ତି ବୋଲି ଅଭିଯେଗ ଆଣିଛନ୍ତି  ରାଜ୍ୟ ବିଜେପି। ଏ ବିରୋଧରେ ପ୍ରତି ବ୍ଲକ୍ ଅଫିସ୍ ଘେରାଉ କରିଛି…
Read More...

ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗଜପତି (ବିବେକାନନ୍ଦ ବେହେରା) : ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନଗର ଭବନଠାରେ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଦେବୀ ମଠର ସନ୍ଥ ରାମାନନ୍ଦ ଦାସଜୀ…
Read More...

ଦେବଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ଓଡିଶା ପୋଲିସ SI ପରୀକ୍ଷା ଦେବେ ଟ୍ରାନ୍ସଜେଣ୍ଡର ମାୟା

ଦେବଗଡ(ସୁଦାମ ବେହେରା) : ଦେବଗଡ଼ ଜିଲ୍ଲାର ପ୍ରଥମ ଥର ପାଇଁ ଜଣେ ଟ୍ରାନ୍ସଜେଣ୍ଡର ଓଡିଶା ପୋଲିସ SI 2023ର ପରୀକ୍ଷା ଦେବାକୁ ଯାଉଛନ୍ତି । ସ୍ବର୍ଗତ ଧନଞ୍ଜୟ କିସାନ, ମାତା ପଦ୍ମିନୀ କିସାନଙ୍କ ସନ୍ତାନ ମାୟା। ତାଙ୍କ ଘର ବାରକୋଟ ଥାନା ଅନ୍ତର୍ଗତ ଖୁଲୁଡି କୁଡ଼ର ଗ୍ରାମରେ। ଆସନ୍ତା ନଭେମ୍ବର…
Read More...

ପୁରୀ ପୌରପାଳିକା ସମ୍ମୁଖରେ ଝୁଣା ଲଗାଇ ପ୍ରତିବାଦ

ପୁରୀ : ପୁରୀ ପୌରପାଳିକା ନିର୍ବାଚିତ ପ୍ରତିନିଧି ନଥିବାରୁ ପ୍ରଶାସନ ପରିଚାଳନା କରୁଛନ୍ତି। ପ୍ରଶାସନିକ ଅବହେଳା ଯୋଗୁଁ ସହରରେ ମଶା ଉପଦ୍ରବ ବୃଦ୍ଧି ପାଇଛି। ମଶା ଅନେକ ରୋଗର ବାହକ ହୋଇଥିବା ଜାଣି ମଧ୍ୟ ନିରାକରଣ କରାଯାଉନାହିଁ। ନାଳନର୍ଦ୍ଦମା ସଫା ନକରିବା, ମଶା ତେଲ ନପକାଇବା, ମଶା ଧୁଆଁ…
Read More...

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମୟ ଘୋଷଣା :୨୨ଜନୁଆରୀ ୧୨.୨୦ ମିନିଟ

ଅଯୋଧ୍ୟ : ଅଯୋଧ୍ୟାରେ ରାମ ମନ୍ଦିର ୨୦୨୪ ଜାନୁଆରୀ ୨୨ରେ ଉଦଘାଟନ ହେବ । ୨୨ତାରିଖ ଦିନ ୧୨.୩୦ ରୁ ୧ଟା ମଧ୍ୟରେ ହେବ ଉଦଘାଟନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । ପ୍ରାଣ ପ୍ରତିଷ୍ଠା ହେବାର ଗୋଟେ ସପ୍ତାହ ପୂର୍ବରୁ ପୂଜା ଆରମ୍ଭ ହେବ । ତେବେ ପ୍ରାଣ ପ୍ରତିଷ୍ଠା ହେବାର ସମୟ…
Read More...

ପରିବା ବୋଝେଇ ଗାଡିକୁ ଧକା ଦେଲା ଅଜଣା ଗାଡି : ଡ୍ରାଇଭର ଗୁରୁତର

ଗଞ୍ଜାମ (ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଛକ ନିକଟରେ ଏକ ପରିବା ବୋଝଇ ପିକଅପ  ଯାଉଥିବା ବେଳେ ଅଜଣା ଗାଡି  ପଛପଟୁ ଧକା ଦେଇଛି  l  ସେହି  lପିକଅପ ଡ୍ରାଇଭର ଜି ଶଙ୍କର ରାଓ ଦୁର୍ଘଟଣା ହେବାର ଦେଖି ସ୍ଥାନୀୟ ଲୋକ 108 ଆମ୍ବୁଲାନ୍ସକୁ ଫୋନ କରିଥିଲେ l 15…
Read More...

ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ରାଷ୍ଟ୍ରପତି : ଜନ୍ମ ମାଟିରେ ଭାବ୍ୟ ସ୍ୱାଗତ

ବାରିପଦା : ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ଦୀର୍ଘ ୧୮ ମାସ ପରେ ଦିତୀୟ ଥର ନିଜ ଜନ୍ମ ମାଟିକୁ ଆସିଛନ୍ତି । ସୁଇ ଦିନ ଗସ୍ତରେ ଆସିଛନ୍ତି ମହାମହିମ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ବାରିପଦା ପୁଲିସ ପଡିଆରେ ପହଞ୍ଚିଛନ୍ତ , ସେଠାରେ ତାଙ୍କୁ ଭାବ୍ୟ ସ୍ୱାଗତ କରାଯାଇଛି ।ଏହାପରେ  କଡ଼ା…
Read More...

ଛଟ୍ ପୂଜା ସାରି ଫେରୁଥିବାବେଳେ ବ୍ରତଧାରୀଙ୍କ ଉପରେ ଗୁଳିମାଡ:୨ମୃତ ୪ଗୁରୁତର

ବିହାର : ବିହାରରୁ ଆସିଛି ଏକ ଦୁଃଖଦ ଖବର । ଛଟ୍ ପୂଜା ସାରି ଫେରୁଥିବା ବ୍ରଧାରୀଙ୍କୁ ଉପରେ ଗୁଳିମାଡ ଯୋଗୁଁ ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି । ୪ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଗୋଟିଏ ପରିବାର ୬ଜଣ ଛଟ୍ ପୂଜା ସାରି ଘାଟରୁ ଫେରୁଥିଲେ । ଘରୋ…
Read More...

ଆଜି ବିଧାନସଭା ଊପନିର୍ବାଚନ ପାଇଁ ନାମାଙ୍କନ ଦାଖଲ : କାଲି ନର୍ବାଚନ

ଭୁବନେଶ୍ୱର : ବିଧାନସଭ ଉପବାଚସ୍ପତି ନିର୍ବାଚନ ଲାଗି ଆଜି ହେଉଛି ନାମାଙ୍କନ ପତ୍ର ଦାଖଲର ଦିନ । ଏ ନେଇ ବିଧାନ ସଭା ପକ୍ଷରୁ ପୂର୍ବାହ୍ନ ୧୧ଟାରୁ ପ୍ରକିୟା ଆରମ୍ଭ ହୋବ । ଆସନ୍ତାକାଲି ସକାଳ ୯ଟାରେ ଉପବାଚସ୍ପତି ନିର୍ବାଚନ । ତେବେ ସଂଖ୍ୟା ଦୃଷ୍ଟିରୁ ଶାସକ ଦଳର ବିଜେଡି ଦ୍ୱାରା ମନୋନୀତ…
Read More...

ପୁଲିସ ଡିଜି ସୁନୀଲ ବଂଶଲଙ୍କୁ ଅବଦର ଅନୁମତି, ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତିକ

ଭୁବନେଶ୍ବର : ପୁଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ଅନୁମତି ମିଳିଛି। ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ କୁମାର ବଂଶଲଙ୍କୁ ଅବସର ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଡିସେମ୍ବର ୩୧ ସୁନୀଲ ବଂଶଲ ଅବସର ନେବାକୁ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ଏନେଇ ଆଜି ଗୃହ ବିଭାଗ ପକ୍ଷରୁ…
Read More...