ଚୌଦ୍ୱାର ଜେଲ୍‌ରୁ ଫେରାର ଥିବା ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସଂପର୍କରେ ସୂଚନା ଦେଲେ ସୂଚନାଦାତାଙ୍କୁ ୫୦ ହଜାର…

କଟକର ଚୌଦ୍ୱାର ସର୍କଲ ଜେଲରୁ ୨ କଏଦୀ ଫେରାର ଘଟଣାରେ ଜେଲ ଡିଜିଙ୍କ କାର୍ଯ୍ୟାନୁଷ୍ଠାନ । ଜଣେ ଚିଫ୍ ୱାର୍ଡର ଓ ଜଣେ ୱାର୍ଡରଙ୍କୁ ନିଲମ୍ୱିତ କଲେ ଜେଲ୍ ଡିଜି । କମ୍ୱଳ କାଟି ଦଉଡ଼ି ତିଆରି କରିଥିଲେ ଫେରାର ଦୁଇ କଏଦୀ । ଏହି ଦଉଡି ସାହାଯ୍ୟରେ ପାଚେରି ଡେଇଁ ଦୁଇ କଏଦୀ ଫେରାର ହୋଇଯାଇଥିବା…
Read More...

ଶାସନ ମିଶନର ଦୃଷ୍ଟିକୋଣକୁ ଆହୁରି ସୁଦୃଢ଼ କରି ପାରିଛି ଆଦି କର୍ମଯୋଗୀ ଅଭିଯାନ ଅଧୀନରେ ଆୟୋଜିତ ଗ୍ରାମସଭା

ଗାନ୍ଧୀ ଜୟନ୍ତୀର ଶୁଭ ଅବସରରେ ଓଡ଼ିଶାରେ ଆଦି କର୍ମଯୋଗୀ ଅଭିଯାନ ଅଧୀନରେ ବିଶେଷ ଗ୍ରାମସଭା ଆୟୋଜିତ ହୋଇଥିଲା । ଏହି ଅଭିଯାନରେ ସମଗ୍ର ରାଜ୍ୟରେ ୫,୫୦୦ରୁ ଅଧିକ ଗ୍ରାମ କାର୍ଯ୍ୟଯୋଜନା (Village Action Plans) ଅନୁମୋଦନ ପାଇଛି, ଯାହା ଆଦିବାସୀ ଅଞ୍ଚଳରେ ଅନ୍ତର୍ଭୁକ୍ତିମୂଳକ,…
Read More...

ବନ୍ୟା ପରିସ୍ଥିତିକୁ ପରଖିବା ଓ ସହାୟତା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ…

ଗଜପତି:- ଲଗାଣ ବର୍ଷାରେ ଦକ୍ଷିଣ ଓଡ଼ିଶାର ଗଜପତି ଜିଲ୍ଲାରେ ସ୍ଥିତି ବେହାଲ ହୋଇଯାଇଛି । ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହୋଇ ଅନେକ ଅଞ୍ଚଳ ଜଳ ମଗ୍ନ ହେବାର ଆଶଙ୍କା ଦେଖା ଦେଇଛି । ଜିଲ୍ଲାର ବସ୍ତ୍ରୀଗୁଡା, ପେଟ, ମହେନ୍ଦ୍ରଗିରି, ଅଢ଼େଇ ଆଦି ସ୍ଥାନରେ ଭୂସ୍ଖଳନ ହୋଇଥିବା ବେଳେ…
Read More...

ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ

ଭୁବନେଶ୍ୱର:- ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ କଡ଼ା ଜବାବ ରଖିଲେ ଆଇନ ମନ୍ତ୍ରୀ । ବିଜେଡ଼ି ଶାସନ ସମୟରେ ବିଭିନ୍ନ ପର୍ଯ୍ୟାୟରେ ପ୍ରଶ୍ନ ପତ୍ର ଲିକ ଠାରୁ ଆରମ୍ଭ କରି ନକଲି ପରୀକ୍ଷାର୍ଥୀ ଧରା ପଡ଼ିଥିଲେ । ୨୪ ବର୍ଷ ଭିତରେ କେତେ ଆକ୍ସନ ନେଇଛନ୍ତି ତାର ଉତ୍ତର ଆଗ ବିଜେଡ଼ି ଦେଉ…
Read More...

ଆଜି ବିଜୟା ଦଶମୀ ଅବସରରେ ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ:- ଆଜି ବିଜୟା ଦଶମୀ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଏହି ଅବସରରେ ମହାବାହୁ ସୁନାବେଶ ବା ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । କିରିଟି, ଚୁଳ, ଚନ୍ଦ୍ରିକା, ଆଡକାନି, ଚନ୍ଦ୍ରସୂର୍ଯ୍ୟ, ଶ୍ରୀଭୂଜ, ଶ୍ରୀପୟର ଓ ଘାଗଡ଼ା ମାଳି ଆଦି…
Read More...

ଦୂର୍ଗା ପୂଜାରେ ଅଘଟଣ, ପୋଖରୀରେ ଗାଧୋଇବା ବେଳେ ଛାତ୍ର ନିଖୋଜ

ଦୂର୍ଗା ପୂଜାରେ ଅଘଟଣ ପୋଖରୀରେ ଗାଧୋଇବା ବେଳେ ଆଦର୍ଶ ବିଦ୍ୟାଳୟର ଛାତ୍ର ନିଖୋଜ । ଛାତ୍ର ଜଣଙ୍କ ଘର ହାଟଡିହି ବ୍ଲକ ଶାଳନିଆଁ ପଞ୍ଚାୟତ ବିଷ୍ଣୁପୁର ଗ୍ରାମର ବୋଲି ଜଣା ପଡ଼ିଛି । ସେ ହାଟଡିହିର ଏକ ଘରୋଇ ହଷ୍ଟେଲରେ ରହି ପାଠ ପଢୁଥିବା ବେଳେ ନିକଟସ୍ଥ ପୋଖରୀକୁ ତିନି ଜଣ ସାଙ୍ଗ ଗାଧୋଇବାକୁ…
Read More...

ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ଦ୍ୱାରା ପରିଚାଳିତ ପୋଲିସ ଏସ୍‌ଆଇ ପରୀକ୍ଷା ପାଇଁ ହୋଇଥିଲା ୨୯ କୋଟିର ଡିଲ୍‌

ରାଜ୍ୟରେ ମାଳମାଳ ବେକାରୀ, ଚାକିରି ଖଣ୍ଡିଏ ନପାଇ ଯୁବପିଢ଼ି ଚିନ୍ତାରେ ରହୁଛନ୍ତି । ଅନେକ ସମୟରେ ଖୁବ୍ କମ୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଲକ୍ଷ ଲକ୍ଷ ଆଶାୟୀ ଆବେଦନ କରୁଥିବା ଦେଖିବାକୁ ମିଳୁଛି । ଏପରି ସମୟରେ ପୁଣି ଚାକିରିକୁ ନେଇ ଜାଲିଆତି ହୋଇଥିବା ଅଭିଯୋଗ ଆସିଛି । ପୋଲିସ…
Read More...

ମହିଳା ବିଶ୍ୱକପ୍‌ ଉଦ୍‌ଘାଟନୀ ମୁକାବିଲାରେ ଭାରତ ସହ ଖେଳିବ ଶ୍ରୀଲଙ୍କା

ନୂଆଦିଲ୍ଲୀ:- ମହିଳା ଦିନିକିଆ ବିଶ୍ୱକପ୍‌ର ୧୩ଶ ସଂସ୍କରଣ ମଙ୍ଗଳବାର ଆରମ୍ଭ ହେବାକୁ ଯାଉଛି। ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛନ୍ତି। ୧୯୭୮, ୧୯୯୭ ଓ ୨୦୧୩ ପରେ ଭାରତ ୪ର୍ଥ ଥର ଏହି ବିଶ୍ୱକପ୍‌ର ଆୟୋଜନ କରୁଛି। ପ୍ରଥମଥର ଶ୍ରୀଲଙ୍କାରେ ଏହି ବିଶ୍ୱକପ୍‌…
Read More...

ଆସନ୍ତା ୩ ତାରିଖ ଦିନ ଭୁବନେଶ୍ଵର ଭସାଣି ନିମନ୍ତେ ଟ୍ରାଫିକ ଆଡଭାଇଜାରି ଜାରି କଲା କମିସନରେଟ୍ ପୋଲିସ

ଭୁବନେଶ୍ଵର:- ଆସନ୍ତା ୩ ତାରିଖ ଦିନ ଭସାଣି ନିମନ୍ତେ ଟ୍ରାଫିକ ଆଡଭାଇଜାରି ଜାରି କଲା କମିସନରେଟ୍ ପୋଲିସର । ଭୁବନେଶ୍ଵର ସହରରେ ୪ଟି ରାସ୍ତାରେ ୪ଟି ଭସାଣି କମିଟିର ଭସାଣି ଉତ୍ସବ ପାଳନ କରାଯିବ । ଭୁବନେଶ୍ଵର ଭସାଣି ଉତ୍ସବ କମିଟି- ସହିଦ ନଗର, ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି କମିଟି-…
Read More...

ମଣିପୁର, ନାଗାଲାଣ୍ଡ ସମେତ ଆସାମ ଯାଏଁ ଭୂକମ୍ପ ଝଟ୍‌କା ଅନୁଭୂତ

ମିଆଁମାର:- ମଙ୍ଗଳବାର ସକାଳୁ ସକାଳୁ ଥରିଲା ମିଆଁମାର ମାଟି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଛି। ମଣିପୁର, ନାଗାଲାଣ୍ଡ ସମେତ ଆସାମ ଯାଏଁ ଏହାର ଝଟ୍‌କା ଅନୁଭୂତ ହୋଇଛି । ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ମଙ୍ଗଳବାର ସକାଳ ପ୍ରାୟ ୬ଟା ୧୦ରେ ମିଆଁମାରରେ ଭୂକମ୍ପ…
Read More...